"ସଙ୍କୀର୍ତ୍ତନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି,ଛାଞ୍ଚ, ବାହାର ତଥ୍ୟ
୧ କ ଧାଡ଼ି:
{{ଛୋଟ|Kirtan}}
[[କୃଷ୍ଣ]]ଚୈତନ୍ୟଙ୍କ[[ଚୈତନ୍ୟ]]ଙ୍କ ସମ୍ବନ୍ଧୀୟ ଗୀତ ଗାନ ହେଉଛି '''ସଙ୍କୀର୍ତ୍ତନ''' । [[ଖୋଳ]], କରତାଳ ଓ ନୃତ୍ୟ ସହିତ ସଙ୍କୀର୍ତ୍ତନ ବୋଲାଯାଏ । ସଙ୍କୀର୍ତ୍ତନ ଶିକ୍ଷାକୁ ସଙ୍କୀର୍ତ୍ତନ ଆଖଡ଼ା ଏବଂ ଦଳକୁ ସଙ୍କୀର୍ତ୍ତନିଆ କୁହାଯାଏ । ଗ୍ରାମରେ ଥିବା [[ଭାଗବତ ଟୁଙ୍ଗୀ]] ସଙ୍କୀର୍ତ୍ତନ ଆଖଡ଼ା ରୂପେ ବ୍ୟବହୃତ ହୁଏ ।
 
==ଇତିହାସ ଏବଂ ଧର୍ମୀୟ ଭାବନା==
ଶ୍ରୀ ଚୈତନ୍ୟଦେବଙ୍କ ଅମଳରୁ ଓଡ଼ିଶାରେ[[ଓଡ଼ିଶା]]ରେ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଜଣାଯାଏ । [[ଦୋଳ]] [[ଦଶହରା]] ଆଦି ଯାନୀଯାତ୍ରାରେ ଦେବତାମାନଙ୍କ ଶୋଭାଯାତ୍ରା ଓ ଦେବ ମେଳଣ ବେଳେ ଖୋଳ କରତାଳ ବଜାଯାଇ ସଙ୍କୀର୍ତ୍ତନ କରାଯାଏ । [[ପୁରୀ]] [[ରଥଯାତ୍ରା]] ସମୟରେ ସଙ୍କୀର୍ତ୍ତନ [[ଚୈତନ୍ୟ]] ଦେବଙ୍କ ଅମଳରୁ ପ୍ରଚଳିତ । ଏକଦା ସେ ପ୍ରଚାର କରିଥିଲେ ''କଳିଯୁଗରେ ହରିନାମ ସଙ୍କୀର୍ତ୍ତନ ହିଁ ମନୁଷ୍ୟ ପାଇଁ ମୁକ୍ତିଲାଭର ଏକ ମାତ୍ର ପଥ'' । ଏହାର କିର୍ତ୍ତନୀୟ [[ନାମ]] ହେଉଛି- ହରେର୍ନାମ ହରେର୍ନାମ ହରେର୍ନାମୈବ କେବଳମ୍ କଳୌ ନାସ୍ତ୍ୟୋବ ନାସ୍ତ୍ୟୋବ ନାସ୍ତ୍ୟୋବ ଗତିର୍ନ୍ୟଥା । ଯେଉଁଠାରେ ନାମ ସଙ୍କୀର୍ତ୍ତନ ହୁଏ, ତାହା ପ୍ରଧାନତମ ତୀର୍ଥ ଏବଂ ଯେଉଁଠି ସଙ୍କୀର୍ତ୍ତନକାରୀଙ୍କର ପାଦ ପଡ଼େ ସେହି ସ୍ଥାନ ପବିତ୍ରତମ । କୀର୍ତ୍ତନ ଧ୍ବନିରେ ପାପ କ୍ଷୟ ହୁଏ ଏବଂ ଶ୍ରୋତା ତଥା ଗାୟକମାନଙ୍କ ତଳ ଓ ଉପର ସାତପୁରୁଷ ଉଦ୍ଧାର ପଆନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅଛି ସତ୍ୟଯୁଗରେ[[ସତ୍ୟ ଯୁଗ]]ରେ ତୀର୍ଥ, ତ୍ରେତୟାରେ ଯଜ୍ଞ, ଦ୍ବାପରରେ ଦାନ ଏବଂ କଳିଯୁଗରେ[[କଳି ଯୁଗ]]ରେ ନାମ ସଙ୍କୀର୍ତ୍ତନ ହିଁ ଯୁଗଧର୍ମ । ଦାନ, ବ୍ରତ, ତପସ୍ୟା, ଯଜ୍ଞ ଏସମସ୍ତ ଅପେକ୍ଷା ସଙ୍କୀର୍ତ୍ତନ ଅଧିକତମ ଫଳପ୍ରଦ ଓ ମୁକ୍ତିପ୍ରଦ ଅଟେ ।<ref name="sambadepaper.com">http://www.sambadepaper.com/Details.aspx?id=165307&boxid=24150979</ref><ref>http://www.sambadepaper.com/epapermain.aspx?edcode=10&eddate=5/19/2015&querypage=4#</ref>
 
==ସଙ୍କୀର୍ତ୍ତନ ପଦ==
Line ୧୪ ⟶ ୧୫:
 
==ବ୍ୟବହୃତ ବାଦ୍ୟ ଉପକରଣ==
ସଙ୍କୀର୍ତ୍ତନରେ ବ୍ୟବହୃତ ମୃଦଙ୍ଗକୁ[[ମୃଦଙ୍ଗ]]କୁ ଖୋଳ ଏବଂ ଝାଞ୍ଜକୁ କରତାଳ କୁହାଯାଏ । ଏହାକୁ ବଜାଇ ସଙ୍କୀର୍ତ୍ତନ ପଦ ବୋଲାଯାଏ । ଏହି କାର୍ଯ୍ୟରେ ଆଠରୁ ଦଶଟି ମୃଦଙ୍ଗ ଦଶହଳ ଝାଞ୍ଜ ଓ ରାମତାଳି ବ୍ୟବହାର ହୁଏ । ସଙ୍କୀର୍ତ୍ତନଶେଷରେ ଖୋଳ ଏବଂ ଅନ୍ୟାନ୍ୟ ଉପକରଣକୁ ଭୋଗ ଓ ନୂଆ ବସ୍ତ୍ର ଅର୍ପଣ ପୂର୍ବକ ପୂଜା କରାଯାଏ ।
 
==ପ୍ରକାର==
Line ୨୩ ⟶ ୨୪:
*[[ଜଗନ୍ନାଥ]] ସଂସ୍କୃତି
 
==ଆଧାର==
==ଉଦ୍ଧୃତି==
{{ଆଧାର}}
==ବାହାର ତଥ୍ୟ==
*[http://iskcon.org/ ISCON] - The Hare Krishna Movement
*[http://www.yogananda-srf.org/ Self-Realization Fellowship]
*[http://www.sikhroots.com/ Sikh Gurbani Kirtan] - Exclusive recordings
*[http://www.baani.net/ Sikh Kirtan] - Live and recorded
{{ହିନ୍ଦୁ ଧର୍ମ}}
{{ଅଧାଗଢା}}
 
[[ଶ୍ରେଣୀ:ହିନ୍ଦୁ ସଙ୍ଗୀତ]]