"ଗରୁଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୧୪୧ ବାଇଟଗୁଡିକ ଯୋଡାଗଲା ,  ୫ ବର୍ଷ ପୂର୍ବେ
ତଥ୍ୟପେଟି, ସଜାଣି
(testing article count after updating deadendpages)
(ତଥ୍ୟପେଟି, ସଜାଣି)
{{ଛୋଟ|Garuda}}
ଗରୁଡ
{{Infobox deity<!--Wikipedia:WikiProject Hindu mythology-->
| type = ହିନ୍ଦୁ
| Image = Garuda_by_Hyougushi_in_Delhi.jpg
| Name = ଗରୁଡ଼
| Caption = ଗରୁଡ଼, ଭଗବାନ ବିଷ୍ଣୁଙ୍କର ବାହାନ
| Devanagari = गरुड
| Sanskrit_Transliteration = {{IAST|Garuḍa}}
| Affiliation = Eagle
| God_of =
| Abode = [[ବୈକୁଣ୍ଠ]], [[କ୍ଷୀରସାଗର]]
| Mantra =
| Weapon =
| [[Sibling]](s) = [[ଅରୁଣ]]
| Consort =
}}
 
'''ଗରୁଡ''' ଗୋଟିଏ ପକ୍ଷୀ ଜାତିର ପ୍ରାଣୀ । [[ହିନ୍ଦୁ]] ଓ [[ବୌଦ୍ଧ ଧର୍ମଗ୍ରନ୍ଥଧର୍ମ]]ଗ୍ରନ୍ଥ ରେ ଗରୁଡ ବିଷୟରେ ଅନେକ କିଛି ଲେଖା ଥିବାର ଜଣାପଡେ । ହିନ୍ଦୁ ଧର୍ମ ଅନୁଯାୟୀ, ଗରୁଡ ବିଷ୍ଣୁଙ୍କ[[ବିଷ୍ଣୁ]]ଙ୍କ ବାହାନ ରୂପେ ଜଣାଶୁଣା । ହିନ୍ଦୁ ଶାସ୍ତ୍ରରେ ବର୍ଣିତ ବିଷ୍ଣୁଙ୍କ ବାହନ ଗରୁଡଙ୍କୁ ଦେବତା ରୂପେ ମଧ୍ୟ ପୂଜା କରାଯାଏ । ଗରୁଡ ସର୍ପଜାତୀୟ ପ୍ରାଣୀ ତଥା ନାଗସାପ[[ନାଗ]] ସାପ ଜାତୀୟ ପ୍ରାଣୀର ଗୋଟିଏ ପରମ ଶତୃ ଭବେ ପରିଚିତ। ଗରୁଡ ବିଭିନ୍ନ ନାମରେ ଜଣାଶୁଣା ଯଥା:- ଚିରାଗ, ଗଗନେଶ୍ଵର, କାମାୟୁଷ, କାଶ୍ୟପି,ଖଗେଶ୍ଵର, ସୁଧାହରା, ତାରକ୍ଷ ଇତ୍ୟାଦି । ଭାଗବତ ଗୀତାରେ ବର୍ଣିତ ତଥ୍ୟ ଅନୁଯାୟୀ, କୁରୁକ୍ଷେତ୍ର ଯୁଦ୍ଧ ସମୟରେ ଶ୍ରୀକୃଷ୍ଣ ଗରୁଡଙ୍କୁ '''ପକ୍ଷୀରାଜ''' ବୋଲି ଆଖ୍ୟା ଦେଇଥିଲେ ।<ref name="ଗରୁଡ ପୁରାଣ">{{cite web|title=ଗରୁଡ ପୁରାଣ|url=http://sacred-texts.com/hin/gpu/index.htm|publisher=S.V. Subrahmanyam|accessdate=5 September 2015}}</ref>
 
ଯଦିଓ ଆଜିର ଯୁଗରେ ବିରଳପ୍ରାୟ ଏହି ପ୍ରାଣୀ ଦେଖିବାକୁ ମିଳେନାହିଁ ତଥାପି ଅନେକାଂଶ ସ୍ଥାନରେ ଛଞ୍ଚାଣ ଓ ଅମରପକ୍ଷୀକୁ ଗରୁଡ ଜାତୀୟ ପ୍ରାଣୀ ବୋଲି ପ୍ରସ୍ତୁତ କରାଯାଇଥାଏ । ଅନେକ ଧର୍ମଗ୍ରନ୍ଥରେ ଏହାକୁ ଏକ କାଳ୍ପନିକ ଜୀବରୂପେ ଚିତ୍ରଣ କରାଯାଇଛି । ହିନ୍ଦୁଧର୍ମ ଗ୍ରନ୍ଥ ଓ [[ପୁରାଣ]] ଇତ୍ୟଦିରେ ଗରୁଡକୁ ଏକ୍ଏକ ଭିନ୍ନ ଜାତୀୟ ମନୁଷ୍ୟ ଓ ପକ୍ଷୀର ଏକ ମିଶ୍ରଣ ପ୍ରାଣୀ ଭାବରେ ଚିତ୍ରଣ କରାଯାଇଛି । ଗରୁଡର କର୍ମ ଓ ଚରିତ୍ରକୁ ହିନ୍ଦୁ ଓ ବୌଦ୍ଧ ଧର୍ମ ଗ୍ରନ୍ଥରେ ଅତି ନିଖୁଣ ଭାବେ ବର୍ଣନା କରାଯାଇଛି । <ref name=Garuda>{{cite web|title=ଗରୁଡ|url=http://hindunet.org/god/animal_deities/garuda/|publisher=The Hindu Universe|accessdate=5 September 2015}}</ref>
 
ହିନ୍ଦୁ ଧର୍ମଗ୍ରନ୍ଥ ମହାଭାରତରେ[[ମହାଭାରତ]]ରେ ଗରୁଡର ଜନ୍ମ ଓ କର୍ମ ବିଷୟରେ ସବିଶେଷ ବ୍ୟାଖ୍ୟା କରାଯାଇଛି । ଉକ୍ତ ଗ୍ରନ୍ଥରେ ଥିବା ବର୍ଣନା ଅନୁଯାୟୀ '''କାଶ୍ୟପ''' ୠଷିଙ୍କୁ ଗରୁଡଙ୍କ ପିତା ଭାବେ ବର୍ଣନା କରାଯାଇଛି । '''ପ୍ରଜାପତି ଦକ୍ଷଙ୍କ''' ଦୁଇ କନ୍ୟା '''ବିନତା''' ଏବଂ '''କଦରୁ'''ଙ୍କୁ ସେ ବିବାହ କରିଥିଲେ । କାଶ୍ୟପ ଋଷି ନିଜର ଦୁଇ ପତ୍ନୀଙ୍କୁ ସେମାନଙ୍କ ଇଚ୍ଛା ମୁତାବକ, ବିନତାଙ୍କୁ ଦୁଇଟି ପୁତ୍ର ଓ କଦୁରୁଙ୍କୁ ଶହେଗୋଟି ସର୍ପ ଜାତୀୟ ପୁତ୍ର ପ୍ରାପ୍ତ ନିମନ୍ତେ ବରଦାନ କରିଥିଲେ । ଫଳସ୍ଵରୁପ ବିନତାଙ୍କ ଗର୍ଭରୁ ଯେଉଁ ଶିଶୁଟି ଜନ୍ମ ଲାଭ କଲା ସେ ଦେଖିବାକୁ ଉଭୟ ମନୁଷ୍ୟ ଓ ପକ୍ଷୀ ଜାତୀୟ ମିଶ୍ରଣ ପ୍ରାଣୀ ସ୍ଵରୁପ ଏକ ବିରଳ ଶିଶୁ ଥିଲା, ଏବଂ ଯାହାକୁ ଗରୁଡ ଗରୁଡ ନାମରେ ନାମକରଣ କରାଯାଇଥିଲା ।<ref name="Garuda story">{{cite web|title=ଗରୁଡ କାହାଣୀ|url=https://www.youtube.com/watch?v=TdXp7vzgyrg|publisher=Youtube|accessdate=5 September 2015}}</ref>
 
ଗରୁଡ ଭଗବାନ ବିଷ୍ଣୁଙ୍କ ବାହାନ ହୋଇଥିବା ଯୋଗୁଁ ହିନ୍ଦୁଧର୍ମର ବୈଷ୍ଣବ ଧର୍ମାନୁଷ୍ଠାନ ଓ ମନ୍ଦିର ସମ୍ମୁଖରେ ଗରୁଡ ସ୍ତମ୍ବ ଅଥବା ଗରୁଡ ପ୍ରତିମୁର୍ତ୍ତି ପୂଜାପାଇଥାଏ । ଏପରିକି ମହାଭାରତରେ ବର୍ଣିତ ତଥ୍ୟ ଅନୁଯାୟୀ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜର ସେନାବାହିନୀକୁ ଗରୁଡ ସେନା ନାମରେ ନାମିତ କରିଥିଲେ ଓ ପ୍ରଭୁ ଶ୍ରୀ [[କୃଷ୍ଣ|ଶ୍ରୀକୃଷ୍ଣ]] ନିଜର [[ନନ୍ଦିଘୋଷ]] ରଥର ପତାକରେ ଗରୁଡ ଚିହ୍ନକୁ ସ୍ଥାନ ଦେଇଥିଲେ । [[ପୁରୀ]] [[ରଥ ଯାତ୍ରା]] ସମୟରେ ଜଗନ୍ନାଥଙ୍କ[[ଜଗନ୍ନାଥ]]ଙ୍କ ନନ୍ଦିଘୋଷ ରଥର ପତାକରେ ମଧ୍ୟ ଗରୁଡ ଚିହ୍ନ ପ୍ରତୀୟମାନ ହୁଏ ।
 
ବୌଦ୍ଧଧର୍ମ ଗ୍ରନ୍ଥରେ ଗରୁଡଙ୍କୁ କେତେକ ବିଶିଷ୍ଟ ରାଜ୍ୟର ରାଜା ଓ ତାନ୍ତ୍ରୀକ ଶକ୍ତି ବିଶିଷ୍ଟ ଇଚ୍ଛାଧାରୀ ପୁରୁଷ ରୂପେ ମଧ୍ୟ ବର୍ଣନା କରାଯାଇଛି । ବୌଦ୍ଧ ଧର୍ମଗ୍ରନ୍ଥରେ ଯେଉଁ ଚାରିପ୍ରକାର ଗରୁଡ ରାଜାଙ୍କ ବିଷୟରେ ବର୍ଣନା କରାଯାଇଛି ସେମାନେ ହେଲେ:- ମହା ଶକ୍ତିଶାଳୀ ଗରୁଡ ରାଜା, ବିଶାଳକାୟ ଗରୁଡ ରାଜା, ଇଚ୍ଛାପୂର୍ତ୍ତି ଗରୁଡ ରାଜା ଓ ସ୍ଵ-ଇଚ୍ଛାଧାରୀ ଗରୁଡ ରାଜା ଇତ୍ୟାଦି ।
''ଗରୁଡ ଚିହ୍ନ''- ଆଧୁନିକ ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଗରୁଡ ଚିହ୍ନକୁ ସାଂସ୍କୃତିକ ଓ ଜାତୀୟ ଚିହ୍ନ ଭାବେ ବ୍ୟବହାର କରାଯାଉଛି । ଯେପରିକି:-
 
* [[ଥାଇଲ୍ୟାଣ୍ଡ]]ଇଣ୍ଡୋନେସିଆର[[ଇଣ୍ଡୋନେସିଆ]]ର ଜାତୀୟ ସରକାରୀ ପ୍ରତୀକ ।
* ଇଣ୍ଡୋନେସିଆର ଜାତୀୟ ବିମାନକୁ ''ଗରୁଡ ଇଣ୍ଡୋନେସିଆ'' ନାମରେ ନାମିତ କରାଯାଇଛି ।<ref name="Garuda Indonesia">{{cite web|title=ଗରୁଡ ଇଣ୍ଡୋନେସିଆ|url=https://www.garuda-indonesia.com/other-countries/en/index.page|publisher=Garuda Indonesia (Persero)|accessdate=5 September 2015}}</ref>
* ଇଣ୍ଡୋନେସିଆର ଜାତୀୟ ଫୁଟବଲ୍ ଦଳର ଚିହ୍ନ ହେଉଛି ଗରୁଡ ଚିହ୍ନ ।
* [[ବାର୍ଲି]]ଜାଭାରେ[[ଜାଭା]]ରେ ଗରୁଡକୁ ସେମାନଙ୍କ ସାଂସ୍କୃତିକ ପ୍ରତୀକ ଭବେ ବ୍ୟବହାର କରାଯାଏ ।
* ମଧ୍ୟ ଯୁଗର ହୋୟଂସାଳ ରାଜାଙ୍କ ଅଙ୍ଗରକ୍ଷୀଙ୍କୁ ଗରୁଡ ବୋଲି କୁହାଯାଉଥିଲା ।
* ଭାରତୀୟ ଆକଶ ବାହିନୀର ଗୋଟିଏ ସ୍ଵତନ୍ତ୍ର ବାହିନୀକୁ ''ଗରୁଡ କମଣ୍ଡୋ ଫୋର୍ସ୍'' ନାମରେ ନାମିତ କରାଯାଇଛି, ଯାହ ୨୦୦୪ ମସିହାରେ ଗଠନ କରଯାଇଥିଲା ।<ref name="Garuda Commando Force">{{cite web|title=ଗରୁଡ କମଣ୍ଡୋ ଫୋର୍ସ୍|url=http://www.bharat-rakshak.com/IAF/Today/Unit-Articles/333-Garuds.html|publisher=Bharat Rakshak|accessdate=5 September 2015}}</ref>
 
==ଆଧାର==
{{ଆଧାର}}
==ବାହାର ତଥ୍ୟ==
{{commons category}}
* [https://archive.org/details/garuapurasroddh00subrgoog The Garuḍa Purana (Sâroddhâra), by Ernest Wood and S.V.Subramanyam, 1918 (Online, downloadable PDF)] [[archive.org]]
* [http://www.sacred-texts.com/hin/gpu/index.htm The Garuda Purana (Wood and Subrahmanyam translation, 1911)] at [[sacred-texts.com]]
* [http://veda.harekrsna.cz/encyclopedia/garuda-purana.htm Garuda Purana]
{{ହିନ୍ଦୁ ଧର୍ମ}}
{{ଅଧାଗଢା}}
୯,୨୪୪

ଗୋଟି ସମ୍ପାଦନା