"ଲହରା କାଶ ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୪୦ କ ଧାଡ଼ି:
 
<!-- ସୁରକ୍ଷା -->
ଅଳ୍ପ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ କୋଷନିହୀନ ଟିକା ବିକଶିତ ଦେଶମାନଙ୍କରେ ସାଧାରଣତଃ ବ୍ୟବ‌ହୃତ ହୁଏ ।<!-- <ref name=WHO2015/> --> ସମୁଦାୟ ଜୀବକୋଷ ଟିକା ନେଉଥିବା ୧୦ ରୁ ୫୦% ଲୋକଙ୍କର ଟିକା ନେବା ସ୍ଥାନ ଲାଲ ହୋଇଯାଏ ଓ ଜ୍ୱର ହୁଏ ।<!-- <ref name=WHO2015/> --> ୧ % ପିଲାଙ୍କର [[ଜ୍ୱର ଜନିତ ବାତ]] ହୁଏ ଓ ଦୀର୍ଘ ସମୟ ଧରି କାନ୍ଦନ୍ତି ।<!-- <ref name=WHO2015/> --> କୋଷନିହୀନ ଟିକା ନେଲେ ସାମୟିକ ବାହୁ ଫୁଲା ହୁଏ କିନ୍ତୁ ଏହା ବିପଦଜନ‌‌କ ନୁହେଁ ।<!-- <ref name=WHO2015/> --> ଉଭୟ ପ୍ରକାର ଟିକାରେ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ବିଶେଷତଃ ସମୁଦାୟ ଜୀବକୋଷ ଟିକା ନେଲେ କିନ୍ତୁ ବୟସ କମ ଥିଲେ ଅଳ୍ପ ପ୍ରତିକ୍ରିୟା ହୁଏ ।<!-- <ref name=WHO2015/> --> ସମୁଦାୟ ଜୀବକୋଷ ଟିକା ୬ ବର୍ଷ ବୟସ ପରେ ଦେବା ଉଚିତ ନୁହେଁ । <!-- <ref name=WHO2015/> --> ଦୀର୍ଘକାଳିନ ସ୍ନାୟୁଗତ ସମସ୍ୟା ଏହି ଟିକା ସ‌ହିତ ହୁଏ ନାହିଁ । <ref name=WHO2015/>
 
<!-- ଇତିହାସ, ସମାଜ ଓ ସଂସ୍କୃତି -->
 
== ଆଧାର ==