"ଲହରା କାଶ ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଟିକା using HotCat
ଅଧିକ ତ‌ଥ୍ୟ ଦିଆଗଲା
୩୭ କ ଧାଡ଼ି:
 
<!-- ସୁପାରିସ -->
[[ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ]] ଓ [[ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ]] ସମସ୍ତ ପିଲାମାନଙ୍କୁ ଏହି ଟିକା ଦେବାକୁ ଓ [[ରୁଟିନ ଟିକା]] ଭାବରେ ଦେବାକୁ ସୁପାରସ କରନ୍ତି ।<ref name=WHO2015/><ref>{{cite web|title=Pertussis: Summary of Vaccine Recommendations|url=http://www.cdc.gov/vaccines/vpd-vac/pertussis/recs-summary.htm|work=Centre for Disease Control and Prevention|accessdate=12 Dec 2015}}</ref> [[ଏଚାଆଇଭି/ଏଆଇଡିଏସ]] ଥିଲେ ମଧ୍ୟ ଏହି ଟିକା ଦିଆଯାଇପାରେ ।<!-- <ref name=WHO2015/> --> ୬ ସପ୍ତାହ ବୟସରୁ ଆରମ୍ଭ କରି ୩ ଡୋଜ ଦେବାକୁ ସୁପାରିସ କରାଯାଏ ।<!-- <ref name=WHO2015/> --> ବଡ଼ ପିଲା ଓ ଯୁବକମାନଙ୍କୁ ଅଧିକ ଡୋଜ ଦିଆଯାଇପାରେ । <!-- <ref name=WHO2015/> --> ଏହା ଅନ୍ୟ ଟିକା ସ‌ହିତ ମିଶ୍ରିତ ଭାବରେ ମିଳେ । <ref name=WHO2015/>
 
<!-- ସୁରକ୍ଷା -->
 
== ଆଧାର ==