"ଜନ୍ ଡାଲଟନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|John Dalton}}
{{ତିଆରି ଚାଲିଛି}}
{{Infobox scientist
|name = John Dalton
Line ୪୫ ⟶ ୪୪:
ଜନ୍ ଡାଲଟନ୍ ଇଂଲଣ୍ତର Cumberland ରାଜ୍ୟର Eaglesfield ରେ ଖ୍ରୀକ୍ଷ୍ଣୀୟ ଧର୍ମ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ବୁଣାଳି ଥିଲେ । ସେ ତାଙ୍କ ପ୍ରଥମ ଶିକ୍ଷା ତାଙ୍କ ବାପାଙ୍କ୍ ଠାରୁ ପାଇଥଲେ ଓ ଏକ ଘରୋଇ ସ୍କୁଲ Pardshaw Hall ଯାଊଥଲେ ଏବଂ ପରିବାର ଗରିବ ଥିବାରୁ ସେ ତାଙ୍କୁ ଆଉ ପଢ଼ିବା ପାଇଁ ସାହାଯ୍ୟ ମିଳିଲାନି । ସେ ୧୦ ବର୍ଷ ରେ ଗୋଟେ ସ୍କୁଲ ରେ ଶିକ୍ଷକ ଭାବରେ ପଢ଼େଇବା ଆରମ୍ଭ କଲେ ଓ ଯତେବେଳେ ୨୩ ବରଷ ବୟସରେ ସେ ଆଇନ ବିଭାଗ ଓ ମେଡିସିନ ଉପରେ ପଢ଼ିଲେ ତା ପରେ ସେ ଏକ ଇଂରାଜୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ ଓ ସେଠାରେ ବିଜ୍ଞାନ ଉପରେ ବହୁତ ଜ୍ଞାନ ପାଇଲେ । ଯେତବେଳେ କଲେଜର ଆର୍ଥକ ସମସ୍ୟା ଅସିଲା ସେ କଲେଜ ଛାଡି ଏକ ନିଜର ଘରୋଇ ଟିଉସନ ଆରମ୍ବ କଲେ ।
 
== କର୍ମ ଜୀବନ==
==ବୈଜ୍ଞାନିକ ଅବଦାନ==
ଡାଲଟନ୍ ତାଙ୍କର ପ୍ରଥମ ରଚନା ୧୭୯୩ ମସିହାରେ ପାଣିପାଗ ସମ୍ବନ୍ଧୀୟ କରିଥିଲେ ଯେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହେଇଥଲା । ଆଉ ଡାଲଟନ ଦୃଷ୍ଟିଶକ୍ତି ଉପରେ ଏକ ନୂଆ ମତ ପ୍ରକାଶ କରିଥଲେ ।
 
==ବ୍ୟକ୍ତିଗତ ଜୀବନ==
ଡାଲଟନ୍ ବାହା ଜମା ହେଇନଥିଲେ ଓ ତାଙ୍କର ବହୁତ କମ୍ ସାଙ୍ଗ ଥିଲେ ।
==ଆଧାର==