"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ କୁନ୍ତଳା କୁମାରୀ ସାବତଙ୍କ ନାମରେ ବନାନ ସଂଶୋଧନ କରାଗଲା |
ଟିକେ ବନାନ ସଂଶୋଧନ (ବନମାଳୀ ଦାସ)
୯୭ କ ଧାଡ଼ି:
ପଞ୍ଚସଖାଙ୍କ ଯୁଗ ଥିଲା ପୁରାଣ ଓ ଭକ୍ତିଯୁଗ । ଏହି ଯୁଗ ପରେ ଆସିଲା କାବ୍ୟ ଯୁଗ, ଯହିଁରେ ଆଳଙ୍କରିକତାର ବିଶେଷ ପ୍ରଭାବ ଦେଖାଯାଏ । [[ଅର୍ଜୁନ ଦାସ]], [[ଦେବଦୁର୍ଲଭ ଦାସ]], [[ନରସିଂହ ସେଣ]], [[ପାର୍ଥ ଶ୍ରୀଚନ୍ଦନ ପ୍ରତାପରାୟ]], [[ବିଷ୍ଣୁ ଦାସ]], [[ଧନଞ୍ଜୟ (କବି)|ଧନଞ୍ଜୟ]], [[ରଘୁନାଥ ହରିଚନ୍ଦନ]], ଉପେନ୍ଦ୍ର ଭଞ୍ଜ, [[ଦୀନକୃଷ୍ଣ ଦାସ]], [[ଅଭିମନ୍ୟୁ ସାମନ୍ତସିଂହାର]], [[ବ୍ରଜନାଥ ବଡ଼ଜେନା]] ଓ [[ଯଦୁମଣି]] ପ୍ରମୁଖ ଏହିକାଳର କବି । ଉପେନ୍ଦ୍ର ଭଞ୍ଜଙ୍କ ରଚିତ [[ବୈଦେହୀଶ ବିଳାସ]], [[ଲାବଣ୍ୟବତୀ]], [[କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ]]ଏହି ଯୁଗର କିଛି ଉତ୍କୃଷ୍ଟ ରଚନା । ଦୀନକୃଷ୍ଣଙ୍କ [[ରସକଲ୍ଲୋକ]] ଓ [[ରସବିନୋଦ]] ଓ [[ଅଭିମନ୍ୟୁ]]ଙ୍କ [[ବିଦଗ୍ଧ ଚିନ୍ତାମଣି]] ଏହି ଯୁଗର ଆଉ କିଛି କାଳଜୟୀ ରଚନା । ଏହି ଯୁଗର କବିମାନଙ୍କ ରଚନା ସଙ୍ଗିତିକତା ଦୃଷ୍ଟିରୁ ବେଶ ଜନପ୍ରିୟ ଥିଲା । ଏହି ଯୁଗର ଶେଷ ଆଡ଼କୁ କବି [[ବ୍ରଜନାଥ ବଡ଼ଜେନା]] [[ସମର ତରଙ୍ଗ]], [[ଅମ୍ବିକା ବିଳାସ]] କାବ୍ୟ ଓ କବିସୂର୍ଯ୍ୟ [[ବଳଦେବ ରଥ]] [[କିଶୋରଚନ୍ଦ୍ରାନନ ଚମ୍ପୂ]] ଓ [[ଚନ୍ଦ୍ରକଳା]] କାବ୍ୟ ଲେଖିଥିଲେ । [[ବ୍ରଜନାଥ ବଡ଼ଜେନା]]ଙ୍କ [[ଚତୁର ବିନୋଦ]] ନାମକ ଏକ ଗଦ୍ୟ ରଚନା କରିଥିଲେ ।
 
[[ବନମାଳିବନମାଳୀ ଦାସ]], [[ଗୋପାଳକୃଷ୍ଣ ପଟ୍ଟନାୟକ]], [[ଗୌରଚରଣ (କବି)|ଗୌରଚରଣ]] ପ୍ରମୁଖ ଗୀତିକାରମାନେ ଏହି କାଳରେ ଅନେକ ଗୀତୀ କବିତା ଓ କାବ୍ୟ ରଚିଯାଇଛନ୍ତି ।
 
[[ଭୀମଭୋଇ]]ଙ୍କ ଭଜନରେ ଭକ୍ତି ଓ ବିଶ୍ଵମାନବବାଦ ଦେଖାଯାଇଥାଏ ।