"ଜନ୍ ଡାଲଟନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୩ କ ଧାଡ଼ି:
ଜନ୍ ଡାଲଟନ୍(ଜନ୍ମ: ୬ ସେପ୍ଗମ୍ୱର ୧୭୬୬)ଜଣେ ଇଂରେଜ ରସାୟନବିଦ୍,ପଦାଥବିଜ୍ଞାନି ଓ ବିଜ୍ଞାନର ଅନ୍ୟାନ୍ୟ ଦିଗ ପ୍ରତି ତାଙ୍କର ଅବଦାନ ଚିରସ୍ନରଣୀୟ । ଡାଲଟନ୍ ତାଙ୍କର ପାରମାଣୁ ତତ୍ତ୍ଵ ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ ଓ Daltonism, colour blindness ବି ତାଙ୍କର ଅବଦାନ ଅଛି ।
==ବାଲ୍ୟକାଳ ଓ ଶିକ୍ଷା==
ଜନ୍ ଡାଲଟନ୍ ଇଂଲଣ୍ତ ଦେଶରଇଂଲଣ୍ତର Cumberland ରାଜ୍ୟର Eaglesfield ରେ ଖ୍ରୀକ୍ଷ୍ଣୀୟ ଧର୍ମ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ବୁଣାଳି ଥିଲେ । ସେ ତାଙ୍କ ପ୍ରଥମ ଶିକ୍ଷା ତାଙ୍କ ବାପାବାପାଙ୍କ୍ ଥାରୁଠାରୁ ପାଇଥଲେ ଓ ଏକ ଘରୋଇ ସ୍କୁଲ Pardshaw Hall ଯାଊଥଲେ ଏବଂ ତାଙ୍କ ପରିବାର ଗରିବ ଥିବାରୁ ସେ ତାଙ୍କୁ ଆଉ ପଢ଼ିବା ପାଇଁ ସାହାଯ୍ୟ କରିପାରିଲେନିମିଳିଲାନି ତେଣୁ ସେ ୧୦ ବରଷବର୍ଷ ରେ ଗୋଟେ ସ୍କୁଲ ରେ ଶିକ୍ଷକ ଭାବରେ ପଢ଼େଇବା ଆରମ୍ଭ କଲେ ଓ ଯତେବେଳେ ୨୩ ବରଷ ବୟସରେ ସେ ଆଇନ ବିଭାଗ ଓ ମେଡିସିନ ଉପରେ ପଢ଼ିଲେ ତା ପରେ ସେ ଗୋଟେଏକ ଇଂରାଜୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ ଓ ସେଥୁ ବହୁତସେଠାରେ ବିଜ୍ଞାନ ଉପରେ ବହୁତ ଜ୍ଞାନ ପାଇଲେ । ଯେତବେଳେ କଲେଜର ଆର୍ଥକ ସମସ୍ୟା ଅସିଲା ସେ କଲେଜ ଛାଡି ଏକ ନିଜର ଘରୋଇ ଟିଉସନ ଆରମ୍ବ କଲେ ।
 
==ବୈଜ୍ଞାନିକ ଅବଦାନ==
ଡାଲଟନ୍ ତାଙ୍କର ପ୍ରଥମ ରଚନା ୧୭୯୩ ମସିହାରେ ପାଣିପାଗ ସମ୍ବନ୍ଧୀୟ କରିଥିଲେ ଯେତେବେଳେ ତାଙ୍କୁ ମାତ୍ର ୨୭ ବର୍ଷ ହେଇଥଲା । ଆଉ ଡାଲଟନ ଦୃଷ୍ଟିଶକ୍ତି ଉପରେ ଏକ ନୂଆ ମତ ପ୍ରକାଶ କରିଥଲେ ।