"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ସମୂଦ୍ର ପୃଷ୍ଠାଟି ସମୁଦ୍ରକୁ ଲେଉଟାଇଲେ: ବନାନ
No edit summary
୨ କ ଧାଡ଼ି:
[[File:Singapore from above.jpg|thumb|upright=1.35|alt=Shipping in Singapore Harbour|Seas are essential for human development and trade, as at [[Singapore]], the world's busiest [[entrepôt]].]]
 
'''ସମୂଦ୍ରସମୁଦ୍ର''' ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗ ଦ୍ୱାରା ସମ୍ପୁର୍ଣ ଭାବେ କିମ୍ବା ଆଂଶିକ ଭାବେ ଅବଦ୍ଦ ହୋଇଥାଏ । ପ୍ରୁଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସାନ୍ତୁଲିତ ରଖିବାରେ ସମୂଦ୍ରରସମୁଦ୍ରର ଭୁମିକା ରାହିଅଛି । ପୃଥିବୀର ଏହି ସମୂଦ୍ରକୁସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଅତ୍ଲାନ୍ତିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର ।
 
ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।
 
ମଣିଷ ଜୀବନରେ ସମୂଦ୍ରରସମୁଦ୍ରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ବାଣିଜ୍ୟ, ଯାତାୟତ, ସାମୁଦ୍ରିକ ଶକ୍ତି ଇତ୍ୟାଦିରେ ସମୂଦ୍ରରସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣ ।
 
==ସଂଜ୍ଞା==
ସମୂଦ୍ରସମୁଦ୍ର ହେଉଛି ପ୍ରଚୁର ପରିମାଣର ଲୁଣି ପାଣିର ସମନ୍ବୟ । ସମୂଦ୍ରସମୁଦ୍ର ଏବଂ ମହାସାଗର ମଧ୍ୟରେ ଏମିତି କିଛି ପାର୍ଥକ୍ୟ ନଥିଲେ ମଧ୍ୟ, ସମୂଦ୍ରସମୁଦ୍ର ଆକାରରେ ମହାସାଗରଠାରୁ ସାନ ଅଟେ ।
 
==ବସ୍ତୁତତ୍ତ୍ୱ==
ବର୍ତ୍ତମାନ ପର୍ଯନ୍ତ ଅବିଷ୍କାର ହୋଇଥିବା ଗ୍ରହମାନଙ୍କ ମଧ୍ୟରୁ, ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ସମୂଦ୍ରସମୁଦ୍ର ଥିବାର ସଙ୍କେତ ମିଳି ଅଛି । [[ପୃଥିବୀ]]ର ଏହି ସମୂଦ୍ରସମୁଦ୍ର କେଉଁଠାରୁ ଅସିଛି ତାହା ଅଜି ପର୍ୟ୍ଯନ୍ତ ଏକ ବଡ ରାହାସ୍ୟ, କିନ୍ତୁ ମହାକାଶରୁ ପୃଥିବୀ ଏକ କାଚବାଟି ପାରି ଦେଖାଯାଏ । ପୃଥିବୀର ୧,୩୩୫,୦୦୦,୦୦୦ ଘନକିଲୋମିଟର ଅଧିକାର କାରିଥିବା ସମୂଦ୍ରସମୁଦ୍ର, ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଅଟେ ଏବଂ ସମଗ୍ର [[ପୃଥିବୀ]]ର ୭୦ ପ୍ରତିଶତରୁ ଅଧିକ ଏହି ସମୁଦ୍ର ଦ୍ୱାରା ଘୋଡ଼ାଇ ହୋୟି ରହିଅଛି ।
 
===ସମୂଦ୍ରସମୁଦ୍ର ଜଳ===
{| class="wikitable" style="float:right; border:3px solid darkgrey; margin:.46em 0 0 .2em;"
|+ {{nowrap|Solutes in seawater at 35‰ salinity}}
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି