"ଟୁଇଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୩ କ ଧାଡ଼ି:
}}
 
'''ଟୁଇଟର''' ({{IPAc-en|ˈ|t|w|ɪ|t|ər}}) ଏକ ଅନଲାଇନ୍ ସୋସିଆଲ୍ ନେଟୱାର୍କିଙ୍ଗ୍ ସେବା ଯାହା ବ୍ୟବହାରକାରୀଙ୍କୁ ପରଷ୍ପର ସହ ୧୪୦-[[ଅକ୍ଷର]] ବିଶିଷ୍ଟ ସନ୍ଦେଶ ପଠାଇବାରେ ସାହାଯ୍ୟ କାରିଥାଏ । ଏହି ସନ୍ଦେଶ ଗୁଡିକୁ '''"ଟୁଇଟ୍"''' ବୋଲି କୁହାଯାଏ ।
 
ଏଥିରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ମନେ ଟୁଇଟ୍ କରିପରିବେ ଏବଂ ନୁଆ ଟୁଇଟ୍ ପଢିପରିବେ . ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ମନେ କେବଳ ନୁଆ ଟୁଇଟ୍ ପଢିପରିବେ । ଅଜିକାଲି ଲୋକମାନେ ମୋବାଇଲ୍, SMS କିମ୍ବା Web Interface ମଧ୍ୟମରେ ଟୁଇଟ୍ କରିପରୁଛନ୍ତି ଏବଂ ପଢିପରୁଛନ୍ତି<ref>[http://support.twitter.com/groups/34-apps-sms-and-mobile/topics/153-twitter-via-sms/articles/14014-twitter-via-sms-faq# "Twitter via SMS FAQ"] Retrieved April 13, 2012.</ref> । Twitter Inc. ଏକ ସାନ଼୍ ଫ୍ରନ୍ସିସ୍କୋ ସ୍ଥିତ କମ୍ପନି ଯାହର ୨୫ରୁ ଉର୍ଧ କାର୍ୟାଳଯ୍ ରହିଅଛି<ref>[https://about.twitter.com/company "About Twitter"] Retrieved April 24, 2014.</ref> ।
 
ମର୍ଚ୍ ୨୦୦୬ରେ [[ଜ୍ୟାକ୍ ଡୋର୍ସେ]], [[ଇଭାନ୍ ଉଇଲିୟମ୍]], [[ବିଜ୍ ସ୍ଟୋନ୍]] ପ୍ରଥମ ଥର ପାଇଁ ଟୁଇଟର ତିଆରି କରିଥିଲେ ଏବଂ ଜୁଲାଇ ୨୦୦୬ରେ ଏହର ସେବା ଅରମ୍ଭ୍ ହୋଇଥିଲା ।
==ଇତିହାସ==
 
"https://or.wikipedia.org/wiki/ଟୁଇଟର"ରୁ ଅଣାଯାଇଅଛି