"ଜ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
No edit summary
୧୭ କ ଧାଡ଼ି:
}}
<!-- Definition and symptoms -->
'''ଜ୍ଵର''', ([[ଇଂରାଜୀ ଭାଷା]]ରେ ଫିଭର ବା ପାଇରେକଶିଆ ଯଥାକ୍ରମେ '''Fever''' ବା '''pyrexia'''),<ref name="NC08">{{cite journal |author=Axelrod YK, Diringer MN |title=Temperature management in acute neurologic disorders |journal=Neurol Clin |volume=26 |issue=2 |pages=585–603, xi |date=May 2008 |pmid=18514828 |doi=10.1016/j.ncl.2008.02.005 |url=|last2=Diringer }}</ref> ରୋଗର ସଂଜ୍ଞା: ଦେହର [[ଦେହର ସାଧାରଣ ଉତ୍ତାପ|ଉତ୍ତାପ]] ସାଧାରଣ ତାପମାନରୁ ବୃଦ୍ଧି ପାଇଲେ ଜ୍ଵର ନାମ ଦିଆଯାଏ । <ref>{{cite book|title=Fever: Its Biology, Evolution, and Function|date=2015|publisher=Princeton University Press|isbn=9781400869831|page=57|url=https://books.google.ca/books?id=gIF9BgAAQBAJ&pg=PA57}}</ref><ref name=Gar2012p375>{{cite book|last1=Garmel|first1=Fever in adultsGus M.|title=An introduction to clinical emergency medicine|date=2012|publisher=Cambridge University Press|location=Cambridge|isbn=0521747767|pages=375|edition=2nd|url=https://books.google.ca/books?id=pyAlcOfBhjIC&lpg=PP1&dq=An%20Introduction%20to%20Clinical%20Emergency%20Medicine&pg=PA375}}</ref> ଶରୀରର ସାଧାରଣ ତାପମାନର ସର୍ବାଧିକ ମାନ ଉପରେ ମତୈକ୍ୟ ନାହିଁ ଓ ଏହାକୁ ୩୭.୫ ରୁ ୩୮.୩ ସେ (୯୯.୫ ରୁ ୧୦୦.୯) ମଧ୍ୟରେ ଧରାଯାଏ ।<ref name="NC08>{{cite journal |author=Axelrod YK, Diringer MN |title=Temperature management in acute neurologic disorders |journal=Neurol. Clin. |volume=26 |issue=2 |pages=585–603, xi |date=May 2008 |pmid=18514828 |doi=10.1016"/j.ncl.2008.02.005 |url=}}</ref><ref name=CC09>{{cite journal |author=Laupland KB |title=Fever in the critically ill medical patient |journal=Crit. Care Med. |volume=37 |issue=7 Suppl |pages=S273–8 |date=July 2009 |pmid=19535958 |doi=10.1097/CCM.0b013e3181aa6117 }}</ref> ନିର୍ଦ୍ଧାରିତ ତାପମାତ୍ରାରୁ ଉତ୍ତାପ ଅଧିକ ହେଲେ [[ମାଂସପେଶୀ ଟୋନ|ମାଂସପେଶୀ ସଂକୋଚନ]] ଅଧିକ ହୋଇ ଶୀତ ଅନୁଭବ ହୁଏ । <ref name=Peds2011/> ଏହାଦ୍ଵାରା ଅଧିକ ଉତ୍ତାପ ସୃଷ୍ଟି ହୁଏ ଓ ଉତ୍ତାପ ସଂରକ୍ଷଣ ଚେଷ୍ଟା ହୁଏ । <ref name=Sue2014/> ବର୍ଦ୍ଧିତ ଉତ୍ତାପ କମିବାକୁ ଆରମ୍ଭ ହେଲେ ଦେହକୁ ଉଷୁମ ଲାଗେ, [[ଫ୍ଲଶ|ଲାଲ]] ଦେଖାଯାଏ [[ଝାଳ]] ବାହାରେ । <ref name=Sue2014>{{cite book|author1=Sue E. Huether|title=Pathophysiology: The Biologic Basis for Disease in Adults and Children|date=2014|publisher=Elsevier Health Sciences|isbn=9780323293754|page=498|edition=7|url=https://books.google.ca/books?id=l9XsAwAAQBAJ&pg=PA498}}</ref> କ୍ୱଚିତ ଜ୍ୱରଦ୍ୱାରା ଜ୍ୱରବାତ ସୃଷ୍ଟି ହୁଏ । <!-- <ref name=CDC2010/> --> ଏହା ଯୁବପିଲାଙ୍କର ଅଧିକ ହୁଏ । <ref name=CDC2010/> ସ୍ଵାଭାବିକ ଭାବେ ଜ୍ଵର ୪୧ ରୁ ୪୨ °ସେ (୧୦୫.୮ ରୁ ୧୦୭.୬ ଫା)ରୁ ଅଧିକ ହୁଏ ନାହିଁ । <ref name=Gar2012p375/>
 
<!-- କାରଣ -->
"https://or.wikipedia.org/wiki/ଜ୍ୱର"ରୁ ଅଣାଯାଇଅଛି