"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫୫ କ ଧାଡ଼ି:
ବିଜ୍ଞାପନ ଜଗତରେ ଗୁଗୁଲ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛି । ୨୦୧୧ରେ ଗୁଗୁଲର ସମୁଦାୟ ଅମଦନିର ୯୬% କେବଳ ବିଜ୍ଞାପନରୁ ଆସିଥିଲା<ref name="Google-Inc-Jan-2012-10-K">{{cite web|url=http://pdf.secdatabase.com/44/0001193125-12-025336.pdf |title=Google Inc, Form 10-K, Annual Report, Filing Date Jan 26, 2012 |publisher=secdatabase.com |accessdate =March 8, 2013}}</ref> । ସନ୍ଧାନ ସେବା ସାହିତ ଗୁଗୁଲ ନିଜର ବିଜ୍ଞାପନ ସେବା ମଧ୍ୟ ଆରମ୍ଭ କରିଛି । ଯେଉଁଥିରେକି କ୍ଲିକ୍ ହିସାବ ରେ ବ୍ୟକ୍ତିକୁ ପଇସା ଦେବାକୁ ପଡିଥାଏ । ଗୁଗୁଲର ଏହି ବିଜ୍ଞାପନ ସେବାଟି ସମୟ, କାଳ, ବୟଷ ଅନୁସାରେ ଲୋକମାନଙ୍କ ନିକଟରେ ପହନ୍ଚି ଥାଏ ।<ref>{{Cite news|author=Nakashima, Ellen |title=Some Web Firms Say They Track Behavior Without Explicit Consent |url=http://www.washingtonpost.com/wp-dyn/content/article/2008/08/11/AR2008081102270_pf.html |date=August 12, 2008 |work=The Washington Post |accessdate=July 5, 2010}}</ref><ref>{{Cite news |author=Helft, Miguel|title=Google to Offer Ads Based on Interests |url=http://www.nytimes.com/2009/03/11/technology/internet/11google.html |work=The New York Times |date=March 11, 2009 |accessdate=July 5, 2010}}</ref>
 
[[ଗୁଗୁଲ ଅନଲିଟିକସ୍|ଗୁଗୁଲଅନଲିଟିକସ୍ଗୁ]] ଅନଲିଟିକସ୍, Web Site ମାଲିକ ମାନଙ୍କୁ Web Site ଟ୍ରାଫିକ୍ ଜନିବରେ ସାହାଯ୍ୟ କରିଥାଏ<ref>{{Cite news |author=Bright, Peter |title=Surfing on the sly with IE8's new "InPrivate" Internet |url=http://arstechnica.com/microsoft/news/2008/08/surfing-on-the-sly-ie8s-inprivate-internet.ars |date=August 27, 2008 |publisher=Ars Technica |accessdate=September 1, 2008}}</ref> । ସେହିପରି ଗୁଗୁଲ AdWords ବିଭନ୍ନ ସ୍ଥାନରେ ବିଜ୍ଞାପନ ଦେଖେଇବରେ ସାହାଯ୍ୟ କରିଥାଏ<ref name="AdSense">{{cite web |url=https://www.google.com/adsense/login/en_US/?sourceid=aso&subid=uk-en-ha&utm_medium=ha&utm_term=adsense&gsessionid=O---pJlnnf2wFZF8qu81Lg |title=AdSense |accessdate=October 11, 2009}}</ref> ।
 
=== ଗୁଗଲ ସନ୍ଧାନ ===
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି