"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୮୫ କ ଧାଡ଼ି:
ଗୁଗୁଲର କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଗୁଗୁଲ ସେମାନଙ୍କୁ ୨୦% ସମୟ ନିଜ ପସନ୍ଦର କାମ କରିବା ପାଇଁ ଛାଡ଼ି ଥାଏ ।
 
===ଗୁଗୁଲଗୁଗଲ କାର୍ଯ୍ୟାଳୟ===
====ମାଉଣ୍ଟନ ଭିଉ====
ଗୁଗଲର ମୁଖ୍ୟ କାର୍ୟଳୟ ମାଉଣ୍ଟନ ଭିଉ ଠାରେ ଅବସ୍ଥିତ । ଏହାକୁ [[ଗୁଗଲପ୍ଲେକ୍ସ]] ବୋଲି ମଧ୍ୟ କୁହାଯାଏ । ଏହା ଏକ ବିରାଟ କାୟ କାର୍ୟଳୟ । ଏହାର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ । ମାଗଣା ଖାଇବା ପିଇବା ସୁବିଧା ଏଠାରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସବୁ ବେଳେ ପ୍ରସ୍ତୁତ ହୋଇଥାଏ ।
 
====ନିଉୟର୍କ ସିଟି====
ଗୁଗଲର ଏହି କାର୍ୟଳୟର ପ୍ରତିଷ୍ଠା ୨୦୦୬ରେ ହୋଇଥିଲା । ଏଠାରେ ଗୁଗଲର advertise ଏବଂ sales ର କର୍ମୀ ମାନଙ୍କ ସଂଖ୍ୟା ସମସ୍ତଙ୍କଠୁଁ ଅଧିକ । ଦେଖିବାରେ ଏବଂ କମାକାର୍ୟରେ ଏହା ଦେଖିବାକୁ ମାଉଣ୍ଟନ ଭିଉ ସହିତ ପ୍ରାୟ ସମାନ । ଏଠାରେ ରୋଷେଇ ଘର, ଖେଳ ଘର ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସୁବିଧା ରହିଅଛି ।
 
====ଅଣ ଆମେରିକୀୟ କାର୍ଯ୍ୟାଳୟ====
ବର୍ତ୍ତମାନ ଗୁଗଲର କାର୍ୟଳୟ ଦେଶ ବିଦେଶରେ ବ୍ୟାପି ରହିଛି ।
 
== ଅନ୍ୟାନ୍ୟ ଲେଖା ==
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି