"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୦ କ ଧାଡ଼ି:
 
=== ଅନ୍ୟାନ୍ୟ ସଫ୍ଟୱେର ===
ଗୁଗଲର ଅନ୍ୟ [[ସଫ୍ଟୱେର]] ମାନଙ୍କ ମଧ୍ୟରେ ଗୁଗଲ ଟ୍ରାନ୍ସଲେଟ ସବୁଠାରୁ ଗୁରୁତ୍ୱ ପୂର୍ଣ । ଏହା ଏକ ସର୍ବର ସାଇଡ ସେବା ସାହାଯ୍ୟରେ ମଣିଷ, ନିଜେ ନ ଜାଣିଥିବା ଭାଷା ମଧ୍ୟ ବ୍ୟବହାର କରି ପାରୁଛି ଏବଂ ସହଜରେ ବୁଝିପାରୁଛି । ଏହି ସେବା ବର୍ତ୍ତମାନ ୮୦ ଟି ଭାଷାରେ ଉପଲବ୍ଧ<ref>{{cite web|title=Find out how our translations are created|url=http://translate.google.com/about/intl/en_ALL/|website=translate.google.com|publisher=Google|accessdate=September 3, 2014}}</ref> । ହସ୍ତଲିପି ଠାରୁ ଆରମ୍ଭ ଲର ସ୍ୱର ଅନୁଷରଣ ମଧ୍ୟ ଗୁଗୁଲ ଟ୍ରାନ୍ସଲେଟ ସେବା କରି ପାରୁଛି ।
 
୨୦୦୨ରେ ଗୁଗୁଲ, ଗୁଗୁଲ ନିଉସ୍<ref>{{Cite news |first=Joshua |last=Macht |title=Automatic for the People |url=http://www.time.com/time/business/article/0,8599,356152,00.html |work=Time |date=September 30, 2002}}</ref> ନାମକ ଏକ ସେବା ଆରମ୍ବ କରିଥିଲା ଯାହାକି ବର୍ତ୍ତମାନ ମଧ୍ୟ କାର୍ଯ୍ୟରତ ଅଛି ।
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି