"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩୦ କ ଧାଡ଼ି:
 
== ଇତିହାସ ==
୧୯୯୬ରେ ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର [[ଲାରୀ ପେଜ୍‌]] ଓ [[ସର୍ଜି ବ୍ରିନ୍‌]]ଙ୍କ ଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫର୍ନିଆର[[କାଲିଫର୍ନିଆ]]ର [[ମେନ୍‌ଲୋ ପାର୍କରେପାର୍କ]]ରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗଲ କମ୍ପାନୀରେ ପରିଣତ ହେଲା । ୧୯୯୯ [[ଫେବ୍ରୁୟାରୀ]]ରେ କାଲିଫର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ '[[ଗୁଗଲ୍‌ପ୍ଲେକ୍ସ]]' ନାମକ ସ୍ଥାନକୁ ଏହା ଅଣାଗଲା ।
 
ସେପ୍ଟେମ୍ବର ୨୦୦୧ ରେ ଗୁଗଲର ପୃଷ୍ଟା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ [[ଲାରୀ ପେଜ୍‌]] ।
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି