"ଗୁଗଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୩ କ ଧାଡ଼ି:
| footnotes = <ref>{{cite web|url=http://investor.google.com/proxy.html|title=Google Inc. Annual Reports |date=July 28, 2014|publisher=Google Inc.|accessdate=August 29, 2014}}</ref>
}}
'''ଗୁଗଲ''' {{IPAc-en|g|uː|g|(ə)|l}} ହେଉଛି [[ଇଣ୍ଟରନେଟ]]ରେ ସର୍ବବୃହତ ଖୋଜାଯନ୍ତ୍ର । ଏହା [[ଖୋଜାଯନ୍ତ୍ର]] ଛଡ଼ା ଅନ୍ୟ କାମ ମଧ୍ୟ କରେ । [[ଏଓଏଲ୍‌]] ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୦ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର [[କାଲିଫର୍ନିଆ]] ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
 
ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ । ଜୁନ ୨୦୦୪ ସୁଦ୍ଧା, ଗୁଗଲରେ ୪.୨୮ ଅର୍ବୁଦ ୱେବ୍‌ ପୃଷ୍ଠା, ୮୮ କୋଟି ଛବି, ୮୪.୫ କୋଟି ସନ୍ଦେଶ, ଅର୍ଥାତ ମୋଟ ୬ ଅର୍ବୁଦ ବସ୍ତୁ ଥିଲା ।
"https://or.wikipedia.org/wiki/ଗୁଗଲ"ରୁ ଅଣାଯାଇଅଛି