"ଆର୍କୋସର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୯ କ ଧାଡ଼ି:
}}
 
'''ଆର୍କୋସର''' (Archosaur) ହେଉଛି ଏକ [[diapsid|ଡାଇଆପ୍‌ସିଡ୍]] [[amniote|ଅଣ୍ଡଜ]] ପ୍ରାଣିମାନଙ୍କର ଏକ ସମୂହ ଅଟେ, ଯାହାର ଜୀବିତ ବଂଶଜ ସବୁ [[ପକ୍ଷୀ]] ଓ [[crocodilian|କ୍ରୋକୋଡ଼ିଲିଆନ୍]] ଅଟନ୍ତି । ଏହି ସମୂହ (group) ରେ ସମସ୍ତ ବିଲୁପ୍ତ [[ଡାଇନୋସର]] ପ୍ରଜାତି, ବିଲୁପ୍ତ crocodilian ବଂଶଧର, ଏବଂ [[ଟେରୋସର]] ଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । ଆର୍କୋସର cladeର '''Archosauriaଆର୍କୋସୁରିଆ ''' (Archosauria) ହେଉଛି ଏକ [[w:en:Crown group|''କ୍ରାଉନ୍ ଗ୍ରୁପ୍'']], ଏବଂ ଏଥିରେ ଜୀବିତ ପକ୍ଷୀ ଓ crocodilian ମାନଙ୍କର ସବୁଠାରୁ ନିକଟତର ପୂର୍ବଜମାନେ ଅନ୍ତର୍ଭୁକ୍ତ ଅଟନ୍ତି । ଏଥିରେ ଅନ୍ତର୍ଭୁକ୍ତ ଦୁଇଟି ମୁଖ୍ୟ clade ହେଲେ: [[Pseudosuchia|ସୁଡ଼ୋସୁଚିଆ]], ଯେଉଁଥିରେ crocodilians ଓ ଏହାର ବିଲୁପ୍ତ ବଂଶଧରମାନେ ଅନ୍ତର୍ଭୁକ୍ତ , ଏବଂ [[Ornithosuchia|ଅର୍ନିଥୋସୁଚିଆ]], ଯେଉଁଥିରେ ପକ୍ଷୀ ଓ ଏହାର ବିଲୁପ୍ତ ବଂଶଧର ( ଯାଥା ଉଡି ପାରୁନଥିବା ଡାଇନୋସର ଓ [[ଟେରୋସର]]) ମାନେ ଅନ୍ତର୍ଭୁକ୍ତ ।
 
 
"https://or.wikipedia.org/wiki/ଆର୍କୋସର"ରୁ ଅଣାଯାଇଅଛି