"ଜନ୍ ଡାଲଟନ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧ କ ଧାଡ଼ି:
ଜନ୍ ଡାଲଟନ୍(ଜନ୍ମ: ୬ ସେପ୍ଗମ୍ୱର ୧୭୬୬)ଜଣେ ଇଂରେଜ ରସାୟନବିଦ୍,ପଦାଥବିଜ୍ଞାନି ଓ ବିଜ୍ଞାନର ଅନ୍ୟାନ୍ୟ ଦିଗ ପ୍ରତି ତାଙ୍କର ଅବଦାନ ଚିରସ୍ନରଣୀୟ | ଡାଲଟନ୍ ତାଙ୍କର ପାରମାଣୁ ତତ୍ତ୍ଵ ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ ଓ Daltonism, colour blindness ବି ତାଙ୍କର ଅବଦାନ ଅଛି |
 
===ବାଲ୍ୟକାଳ ଓ ଶିକ୍ଷା===
ଜନ୍ ଡାଲଟନ୍ ଇଂଲଣ୍ତ ଦେଶର Cumberland ରାଜ୍ୟର Eaglesfield ରେ ଖ୍ରୀକ୍ଷ୍ଣୀୟ ଧର୍ମ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ | ତାଙ୍କ ବାପା ଜଣେ ବୁଣାଳି ଥିଲେ | ସେ ତାଙ୍କ ପ୍ରଥମ ଶିକ୍ଷା ତାଙ୍କ ବାପା ଥାରୁ ପାଇଥଲେ ଓ ଏକ ଘରୋଇ ସ୍କୁଲ Pardshaw Hall ଯାଊଥଲେ ଏବଂ ତାଙ୍କ ପରିବାର ଗରିବ ଥିବାରୁ ସେ ତାଙ୍କୁ ଆଉ ପଢ଼ିବା ପାଇଁ ସାହାଯ୍ୟ କରିପାରିଲେନି | ତେଣୁ ସେ ୧୦ ବରଷ ରେ ଗୋଟେ ସ୍କୁଲ ରେ ଶିକ୍ଷକ ଭାବରେ ପଢ଼େଇବା ଆରମ୍ଭ କଲେ ଓ ଯତେବେଳେ ୨୩ ବରଷ ବୟସରେ ସେ ଆଇନ ବିଭାଗ ଓ ମେଡିସିନ ଉପରେ ପଢ଼ିଲେ ତା ପରେ ସେ ଗୋଟେ ଇଂରାଜୀ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ ଓ ସେଥୁ ବହୁତ ବିଜ୍ଞାନ ଉପରେ ଜ୍ଞାନ ପାଇଲେ |