"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୭୮ କ ଧାଡ଼ି:
===ଗମନାଗମନ===
ପୁରାତନ କାଳରୁ ସମୁଦ୍ରକୁ ଗମନାଗମନର ପଥ ଭାବରେ ବ୍ୟବହାର କରାଯାଉଅଛି । ଆଗ କାଳରେ ଲୋକମାନେ ଛୋଟ ଛୋଟ ଡଙ୍ଗାକୁ ବ୍ୟବହାର କରି ସମୁଦ୍ରରେ ଯାତାୟତ କରୁ ଥିଲେ କିନ୍ତୁ ଆଜିକାଲି ବଡ଼ ବଡ଼ ଜାହାଜ ମାନଙ୍କରେ ଏହି ଗମନାଗମନ ହେଉଛି ।
 
===ସାମୁଦ୍ରିକ କ୍ରୀଡା===
ଆଜିକାଲି ସାମୁଦ୍ରିକ କ୍ରୀଡା ଯୁବପୀଢିଙ୍କ ଏକ ମନ ପସନ୍ଦର କାମ ହୋଇ ଗଲାଣି । ଯୁବପିଢି ଏହି ସମୁଦ୍ରରେ ମାଛ ଧରିବା ଠାରୁ ଆରମ୍ଭ କରି, ପାୱର ବୋଅଟିଂ ଭଳି ଭିନ୍ନ ଭିନ୍ନ କୌତୁହଳ ପୂର୍ଣ କାମ ଗୁଡିକ କରୁଛନ୍ତି । ସମୁଦ୍ରରେ ପହଁରିକି ସମୁଦ୍ର ଭିତରେ ଥିବା ଜିନିଷ ମାନଙ୍କ ବିଷୟରେ ଜାଣିବା ଅଧିକାଂଶଙ୍କ ହବି ହୋଇଗଲାଣି ।
 
===ସାମୁଦ୍ରିକ ଶକ୍ତି===
ସମୁଦ୍ର ହେଉଛି ଅସରନ୍ତି ଶକ୍ତିର ଏକ ଭଣ୍ଡାର । ଏହି ଶକ୍ତି ମୁଖ୍ୟତଃ ଜୁଆର, ଭଟ୍ଟା ଏବଂ ସମୁଦ୍ରର ଢେଉ ଯୋଗୁଁ ଉତ୍ପନ୍ନ ହୋଇ ଥାଏ । ନବୀକରଣ ଯୋଗ୍ୟ ଶକ୍ତି ହୋଇଥିବାରୁ, ଭବିଷ୍ୟତର ଶକ୍ତି ଜନିତ ସମସ୍ୟାର ସମାଧାନ କରିବାରେ ସମୁଦ୍ର ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଅଛି ।
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି