"ଦ୍ୱିତୀୟ ବିଶ୍ୱଯୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି, ଶିରୋନାମା, ବାହାର ତଥ୍ୟ
୧ କ ଧାଡ଼ି:
{{ଛୋଟ|World War II}}
{{Infobox military conflict
|conflict = ଦ୍ୱିତୀୟ ବିଶ୍ୱଯୁଦ୍ଧ
Line ୨୬ ⟶ ୨୭:
 
ଦ୍ୱିତୀୟ ବିଶ୍ୱଯୁଦ୍ଧ (ବିଶ୍ୱଯୁଦ୍ଧ ୨/ WW II/ WW2) ଏକ ବିଶାଳ ଧରଣର ଯୁଦ୍ଧ ଥିଲା ଯାହା ୧୯୩୯ ରୁ ୧୯୪୫ ଯାଏଁ ଚାଲିଥିଲା (ଯଦିଓ ସମ୍ପର୍କିତ ସଂଘର୍ଷ ଗୁଡ଼ିକ କିଛି ବର୍ଷ ଆଗରୁ ଚାଲିଥିଲା) । ଏଥିରେ ପୃଥିବୀର ସର୍ବବୃହତ ଶକ୍ତି ମାନଙ୍କୁ ମିଶାଇ ପ୍ରାୟ ଅଧିକାଂଶ ଦେଶ ଭଗ ନେଇଥିଲେ । ଏଥିରେ ଭାଗ ନେଇଥିବା ଦୁଇ ସାମରିକ ପକ୍ଷ ଥିଲେ ମିତ୍ର ଶକ୍ତି (The Allies) ଓ କେନ୍ଦ୍ର ଶକ୍ତି (The Axis Powers) । ଏହା ପୃଥିବୀର ଜ୍ଞାତ ଇତିହାସରେ ସବୁଠୁ ବଡ଼ ଯୁଦ୍ଧ ଥିଲା ଓ ଏଥିରେ ୩୦ରୁ ଊର୍ଦ୍ଧ୍ୱ ଦେଶର ୧୦ କୋଟିରୁ ଅଧିକ ବ୍ୟକ୍ତି ସିଧାସଳଖ ସଂପୃକ୍ତ ହୋ‍ଇଥିଲେ । ଏହା ଏପରି ଭୀଷଣ ଥିଲା ଯେ ସଂପୃକ୍ତ ଦେଶ ଗୁଡ଼ିକ ନିଜର ପୂର୍ଣ୍ଣ ଅର୍ଥନୈତିକ, ଔଦ୍ୟୋଗିକ ଓ ବୈଜ୍ଞାନିକ ଶକ୍ତି କୁ ଏଥିରେ ବାଜି ଲଗେଇ ଦେଇ ଥିଲେ । ଏଥିରେ ବହୁ ସଂଖ୍ୟକ ନାଗରିକ ପ୍ରାଣ ହରାଇଥିଲେ ଯେଉଁଥିରେ [[ହଲୋକାଉଷ୍ଟ]] ଘଟଣା (ଯେଉଁଥିରେ ପ୍ରାୟ ୧କୋଟି ୧୦ ଲକ୍ଷ ଲୋକ ମରିଥିଲେ) ସାମିଲ ଥିଲା । ଶିଳ୍ପାଞ୍ଚଳ ଓ ମୁଖ୍ୟ ଜନବହୁଳ ସହର ଗୁଡ଼ିକ ଉପରେ ଗୋଳାବର୍ଷଣ ଯୋଗୁଁ ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହି ଯୁଦ୍ଧରେ ପ୍ରଥମ କରି ହିରୋଶିମା ଓ ନାଗାସାକି ସହର ଦ୍ୱୟ ଉପରେ ପରମାଣୁ ବୋମା ପକାଯାଇଥିଲା<ref>{{cite book |title=War, Violence, and Population: Making the Body Count |author=James A. Tyner |page=49 |date=March 3, 2009 |publisher=The Guilford Press; 1 edition |isbn=1-6062-3038-7}}</ref> ଓ ଏଥିରେ ୫ ରୁ ୮.୫ କୋଟି ନିରୀହ ଲୋକ ମୃତ୍ୟୁବରଣ କରିଥିଲେ । ଏଣୁ ଏହି ଯୁଦ୍ଧ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ କଳା ଅକ୍ଷରରେ ଲିପିବଦ୍ଧ ରହିବ । <ref name="Sommerville 2008 5">{{Harvnb|Sommerville|2011|p=5}}.</ref>
==କାଳକ୍ରମ==
==ପୃଷ୍ଠଭୂମି==
==ଯୁଦ୍ଧ ପୂର୍ବର ଘଟଣା==
 
==ଆଧାର==
{{ଆଧାର}}
==ବାହାର ତଥ୍ୟ==
* [http://www.westpoint.edu/history/SitePages/WWII%20European%20Theater.aspx West Point Maps of the European War]
* [http://www.westpoint.edu/history/SitePages/WWII%20Asian%20Pacific%20Theater.aspx West Point Maps of the Asian-Pacific War]
* [[s:Atlas of the World Battle Fronts in Semimonthly Phases to August 15, 1945|Atlas of the World Battle Fronts (July 1943 to August 1945)]]
* [http://www.blog.fold3.com/find-war-dogs-of-world-war-ii/?utm_source=find&utm_medium=email&utm_campaign=find-june-15 War Dogs of World War II]
 
{{Subject bar |book=World War II |portal1=World War II |portal2=War |portal3=History | commons= y |n= y |wikt= y |b= y |q= y |s=Category:World War II |v= y |d=Q362}}
{{ଅଧାଗଢା}}
[[ଶ୍ରେଣୀ:ଦ୍ଵିତୀୟ ବିଶ୍ଵଯୁଦ୍ଧ]]
[[ଶ୍ରେଣୀ:ଇତିହାସ]]