"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୧ କ ଧାଡ଼ି:
ଯେଉଁଠି ସମୁଦ୍ର ଏବଂ ସ୍ଥଳଭାଗ ଏକାଠି ହୋଇଥାନ୍ତି, ତାହାକୁ ସମୁଦ୍ରକୂଳ ବୋଲି କୁହାଯାଏ ।
 
===ଜଳ ଚକ୍ରଜଳଚକ୍ର===
ଜଳଚକ୍ରକୁ ସୁଚାର ରୂପରେ ଚାଲୁରଖିବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ସମୁଦ୍ର ଜଳ ସୂର୍ୟକିରଣରେ ବାଷ୍ପୀଭୁତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।
 
==ମଣିଷ ଓ ସମୁଦ୍ର==
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି