"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୬ କ ଧାଡ଼ି:
ସମୁଦ୍ରରେ ସୃଷ୍ଟି ହୋଇଥିବା ତରଙ୍ଗମାନଙ୍କ ଯୋଗୁଁ ସମୁଦ୍ରରେ ଢେଉ ଅର୍ଥାତ ଲହରୀର ସୃଷ୍ଟି ହୋଇଥାଏ । ଏହି ତରଙ୍ଗ ଗୁଡିକ ମୁଖ୍ୟତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଏବଂ ସମୁଦ୍ରର ଜଳସ୍ଥର ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣ ଶକ୍ତିରୁ ଜାତ ହୋଇଥାଏ ।
 
ସୁନାମୀ ଏକ ପ୍ରାକୃତିକ ଢେଉ ଯାହାକି ସମୁଦ୍ର ମଧ୍ୟରେ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥାଏ । ଏହି ଘଟଣା ଗୁଡିକ କିଛି ସମୟପାଇଁ ସମୁଦ୍ରସ୍ଥରକୁ ଉପରକୁ କିମ୍ବା ତଳକୁ କରିଦେଇଥାନ୍ତି ।
 
==ମଣିଷ ଓ ସମୁଦ୍ର==
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି