"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ - 3 categories; ± 2 categories using HotCat
ଟିକେ + ଆଧାର
୫ କ ଧାଡ଼ି:
| imagesize = 150px
| caption =
| birth_date = {{birth date and age|df=y|1933|03|28}} <ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June 2014}}</ref>
| birth_place = [[ଓଡ଼ିଶା]], [[ଭାରତ]]
| birth_name = ଚପଳା ନାୟକ
୧୧ କ ଧାଡ଼ି:
| children = ରାତ୍ରୀ
| years_active = ୧୯୫୦-୧୯୯୮
| occupation = ଅଭିନେତ୍ରୀ ([[ଓଡ଼ିଆ ସିନେମା ଜଗତ|ଓଡ଼ିଆ]])
}}
 
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June 2014}}</ref> ଜଣେ [[ଓଡ଼ିଆ ସିନେମାକଥାଚିତ୍ର ଜଗତ|ଓଡ଼ିଆ କଥାଚିତ୍]] ସିନେ ଅଭିନେତ୍ରୀ ଓ ପ୍ରଥମ ଓଡ଼ିଆ ସିନେକଥାଚିତ୍ର ନିର୍ଦ୍ଦେଶିକା ।<ref name=sambad>{{cite news|title=ପ୍ରଥମ ଓଡ଼ିଆ ନିର୍ଦ୍ଦେଶିକା ପାର୍ବତୀ ଘୋଷଙ୍କ 'ଛମାଣ ଆଠଗୁଣ୍ଠ'|accessdate=୧୮ ଜୁନ ୨୦୧୪|newspaper=ସମ୍ବାଦ|date=୮ ଅକ୍ଟୋବର ୧୯୮୫}}</ref> ସେ ଚପଳା ନାୟକ ଓ ଚନ୍ଦନା ବାନାର୍ଜୀ ନାମରେ ମଧ୍ୟ ଅଭିନୟ କରିଛନ୍ତି ।<ref>{{cite web|url=http://www.gourparbati.com/parbati_ghose.php|title=Parbati Ghose|publisher=|accessdate=21 December 2015}}</ref>
 
== ପରିବାର ==
ପାର୍ବତୀ ଘୋଷ [[ଓଡ଼ିଆ ସିନେମାକଥାଚିତ୍ର ଜଗତ]]ରଜଗତର ଅନ୍ୟତମ ଅଭିନେତା [[ଗୌର ଘୋଷ]]ଙ୍କ ଧର୍ମପତ୍ନୀ । ବିବାହ ପୂର୍ବରୁ ସେ ଚପଳା ନାୟକ ନାମରେ ପରିଚିତ ଥିଲେ । ସେ [[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ [[ସ୍ଵରୂପ ନାୟକ]] ଓ [[ସାରଦା ପ୍ରସନ୍ନ ନାୟକ]] ଙ୍କ ଭଉଣୀ ।
 
== କଥାଚିତ୍ର ଜୀବନ ==
[[ଶ୍ରୀ ଜଗନ୍ନାଥ]] (୧୯୫୦) କଥାଚିତ୍ରରେ ଶିଶୁ କଳାକାର ଭାବେ ସେ ପ୍ରଥମେ ଅଭିନୟ କରିଥିଲେ । ସେ ମୋଟ ୮ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ଅଭିନୟ କରିବା ସହ ୬ଟି କଥାଚିତ୍ରର ପ୍ରଯୋଜନା ଓ ଦୁଇଟି କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଥମ ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶିକା ଭାବେ ସେ ୧୯୮୬ ମସିହାରେ [[ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)|ଛ ମାଣ ଆଠ ଗୁଣ୍ଠ]]ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
୪୬ କ ଧାଡ଼ି:
* {{imdb name|3379262}}
* {{imdb name|0315909}}
* {{imdb name|0051832}}
 
{{ଜୟଦେବ ପୁରସ୍କାର}}
{{Persondata <!-- Metadata: see [[Wikipedia:Persondata]]. -->
| NAME = Parbati, Ghosh
| ALTERNATIVE NAMES =
| SHORT DESCRIPTION =
| DATE OF BIRTH =
| PLACE OF BIRTH =
| DATE OF DEATH =
| PLACE OF DEATH =
}}
{{DEFAULTSORT:Parbati, Ghosh}}
 
[[ଶ୍ରେଣୀ:୧୯୩୩ ଜନ୍ମ]]