"ଏଚଆଇବି ଟିକା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୪୦ କ ଧାଡ଼ି:
 
<!-- ନିରାପତ୍ତା ଓ ବିନ୍ୟାସ -->
ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ନାହିଁ ।<!-- <ref name=WHO2013/> --> ଇଞ୍ଜେକସନ ଦେବା ସ୍ଥାନରେ ୨୦ ରୁ ୨୫ % ଲୋକଙ୍କର କଷ୍ଟ ହୁଏ ଓ ୨ % ଲୋକଙ୍କର [[ଜ୍ୱର]] ହୁଏ ।<!-- <ref name=WHO2013/> -->[[ଆନାଫାଇଲାକ୍‌ସିସ୍|ସାଂଘାତିକ ଆଲର୍ଜୀ ପ୍ରତିକ୍ରିୟା]] ହେବାର ସୂଚନା ନାହିଁ ।<!-- <ref name=WHO2013/> --> ଏହି ଟିକା ସ୍ୱତନ୍ତ୍ର ଭାବେ ମିଳେ ଓ ଅନ୍ୟ ଟିକା ଯେପରିକି [[ଡିଫଥେରିଆ/ଟିଟାନସ୍/ପର୍ଟୁସିସ୍ ଟିକା]] ଓ [[ହେପାଟାଇଟିସ ବି ଟିକା]] ସ‌ହିତ ମିଶ୍ରିତ ଭାବରେ ମିଳେ ।<!-- <ref name=WHO2013/> --> ଅଧୁନା ସମସ୍ତ ଏଚଆଇବି ଟିକା [[ମିଶ୍ରିତ ଟିକା]] ଭାବରେ ମିଳୁଛି ।<ref name=WHO2013/>
 
<!-- ସମାଜ ଓ ସଂସ୍କୃତି -->