"ଗୌର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯ କ ଧାଡ଼ି:
| birth_place = [[କଟକ]]
| yearsactive = ୧୯୫୩-୧୯୭୧
| occupation = [[ଅଭିନେତା]], ପ୍ରଯୋଜକ, ନିର୍ଦ୍ଦେଶକ
| spouse = [[ପାର୍ବତୀ ଘୋଷ]]
| Children = ରାତ୍ରୀ
୧୫ କ ଧାଡ଼ି:
| deathdate = {{Death date and age|df=yes|1994|12|10|1929|11|22}}
| birthname =
| alma_mater = [[ରେଭେନ୍ସା ମହାବିଦ୍ୟାଳୟ]], [[ପ୍ୟାରୀମୋହନ ଏକାଡେମୀ]]
| filmfareawards =
| nationalfilmawards =
୨୧ କ ଧାଡ଼ି:
}}
 
'''ଗୌର ଘୋଷ''' [[ଓଡ଼ିଆ ସିନେମାକଥାଚିତ୍ର ଜଗତ]]ର ଜଣେ ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ । <ref>{{cite book|title=Indian Literature|url=http://books.google.com/books?id=IZRjAAAAMAAJ|year=1992|publisher=Sahitya Akademi.}}</ref> ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ଗୌର ବାବୁଙ୍କ ବଳିଷ୍ଟ ଅବଦାନ ରହିଛି ।<ref name="MohantyPatnaik2003">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|coauthors=State Level Vyasakabi Fakir Mohan Smruti Samsad|title=Cultural heritage of &#91;Orissa&#93;|url=http://books.google.com/books?id=e7ZKAQAAIAAJ|year=2003|publisher=State Level Vyasakabi Fakir Mohan Smruti Samsad|isbn=978-81-902761-4-6}}</ref>
== ବ୍ୟକ୍ତିଗତ ଜୀବନ ==
ଗୌର, ୧୯୨୯ ମସିହା ନଭେମ୍ବର ୨୨ତାରିଖରେ [[କଟକ]]ରେ ଜନ୍ମଗ୍ରହଣ କରିଥିଲେ । ୧୯୪୭ମସିହାରେ ସେ କଟକର ପ୍ୟାରୀମୋହନ ଏକାଡେମୀରୁ ମାଟ୍ରିକ ପାସ କରି, ଭାରତୀୟ ରେଳ ବିଭାଗରେ ଯୋଗ ଦେଇଥିଲେ । ୧୯୯୪ଓଡ଼ିଆ ମସିହାକଥାଚିତ୍ର ଡିସେମ୍ବରଅଭିନେତ୍ରୀ ୧୦[[ପାର୍ବତୀ ତାରିଖଘୋଷ]] ସନ୍ଧ୍ୟାତାଙ୍କ ୭ଟଧର୍ମପତ୍ନୀ ୧୫।<ref>http://www.orissadiary.com/ShowEntertainmentNews.asp?id=28018</ref> ମିନିଟରେପାର୍ବତୀ, ଗୌରଗୌରଙ୍କର ବାବୁସମସ୍ତ ଇହଲିଳାଚଳଚ୍ଚିତ୍ରରେ ସମ୍ବରଣତାଙ୍କ ସହ କାର୍ଯ୍ୟ କରିଥିଲେ । ତାଙ୍କ ଝିଅ ରାତ୍ରୀ ଘୋଷ ମଧ୍ୟ ଜଣେ ଅଭିନେତ୍ରୀ ।<ref>{{cite news|title=ସ୍ମୃତି ଅନୁଭୂତି|url=http://sambadepaper.com/Details.aspx?id=216876&boxid=223428733|accessdate=17 December 2015|newspaper=ସିନେ ସମ୍ବାଦ ୧୭/୧୨/୨୦୧୫ ପୃଷ୍ଠା ୨}}</ref>
୧୯୯୪ ମସିହା ଡିସେମ୍ବର ୧୦ ତାରିଖ ସନ୍ଧ୍ୟା ୭ଟ ୧୫ ମିନିଟରେ ଗୌର ବାବୁ ଇହଲିଳା ସମ୍ବରଣ କରିଥିଲେ ।
 
== ବୃତ୍ତିଗତ ଜୀବନ ==
[[ରେଭେନ୍ସା ମହାବିଦ୍ୟାଳୟ]]ରେ ଗୌର ଘୋଷ ଆଇ.ଏ ପଢିବା ବେଳୁ, "ରୂପ ଭାରତୀ" ନାମକ ଫିଲ୍ମ ନିର୍ମାଣ ସଂସ୍ଥାରେ ଯୋଗ ଦେଇଥିଲେ । ଏଥି ସହିତ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ମଧ୍ୟ ନାଟକ କରୁଥିଲେ । [[ମନୋରଞ୍ଜନ ଦାସ]]ଙ୍କ ନାଟକ "ଅଗଷ୍ଟ ୯"ରେ 'ଅମର' ଚରିତ୍ରରେ ଅଭିନୟ କରି, ଗୌର ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।<ref name="DasMahānti1998">{{cite book|author1=Manoranjan Das|author2=Aruṇa Kumāra Mahānti|author3=J. K. Nayak|title=August Na|url=http://books.google.com/books?id=IXyDZbF-xzUC&pg=PR6|date=1 January 1998|publisher=Sahitya Akademi|isbn=978-81-260-0484-3|pages=6–}}</ref> ସେ ମୋଟ ୯ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ଅଭିନୟ କରିବା ସହ ୨ଟି କଥାଚିତ୍ରର ପ୍ରଯୋଜନା ଓ ଗୋଟିଏ କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା [[ଶ୍ରୀ ଜଗନ୍ନାଥ]], ଚଳଚ୍ଚିତ୍ରଗୌରଙ୍କ ଥିଲା ଗୌରଙ୍କରଅଭିନିତ ପ୍ରଥମ ଅଭିନିତ ଚଳଚ୍ଚିତ୍ର । ୧୯୫୦ ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଗୌର ଏକ ଛୋଟ ଭୂମିକାରେ ଆସିଥିଲେ । ୧୯୫୫ର ଚଳଚ୍ଚିତ୍ର [[ଭାଇ ଭାଇ]] ଥିଲା ତାଙ୍କ ଦ୍ଵାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର, ସେଥିରେ ସେ ଏକାଧିକ ନୂତନ ପ୍ରତିଭାମାନଙ୍କୁ ସୁଯୋଗ ଦେବାରେ ଗୌର ବାବୁ ସବୁଠୁ ଆଗରେ ଥିଲେଦେଇଥିଲେ । "ଭାଇ ଭାଇ" ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ [[ମନୋଜ ଦାସ]] ସଂଳାପ ଲେଖିଥିଲେ । [[ନିତାଇ ପାଲିତ]] ଚିତ୍ରନାଟ୍ୟ ରଚନା କରିଥିଲେ । [[ଭୁବନେଶ୍ଵର ମିଶ୍ର]] ଓ [[ବାଳକୃଷ୍ଣ ଦାସ]] ପ୍ରଥମ ଥର ପାଇଁ ମିଳିତ ଭାବରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କ ଚଳଚ୍ଚିତ୍ର ଲକ୍ଷ୍ମୀ, କା, ସ୍ତ୍ରୀ ଓ ସଂସାର ସଫଳତା ଲାଭ କରିଥିଲା ଓ କଟକରେ ଲଗାତାର ୧୦୦ ଦିନ ଧରି ପ୍ରଦର୍ଶିତ ହୋଇଥିଲା । ପ୍ରଥମ ଓଡ଼ିଆ ପ୍ରଯୋଜକ ଭାବରେ ଗୌର, ଦୂରଦର୍ଶନ ପାଇଁ ହିନ୍ଦୀ ଭାଷାରେ "ସୋପାନ", "ପ୍ରଶ୍ନ", "ଯଶୋଧାରା" ଭଳି ଟେଲିଫିଲ୍ମ ନିର୍ମାଣ କରିଥିଲେ । ଯଶୋଧାରାରେ, ସେ ନିଶାଦ୍ରବ୍ୟ ସେବନ, ସୋପାନରେ ଶ୍ରମିକ ସମସ୍ୟା ଓ ପ୍ରଶ୍ନରେ ନାରୀମାନଙ୍କ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା । ସେ "ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ"ର ବୋର୍ଡ଼ ଅଫ ଡିରେକ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
 
== ସମ୍ମାନ ଓ ପୁରସ୍କାର ==
* ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ରାଷ୍ଟ୍ରପତି ପୁରସ୍କାର(ସ୍ତ୍ରୀ ପାଇଁ) - ୧୯୬୮<ref>http://dff.nic.in/ODIA_CINEMA_AND_ODIAS_IN_CINEMA_1.asp</ref>
* ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ସଂସାର ପାଇଁ) - ୧୯୭୨
* ଓଡ଼ିଆ ଚଳଚ୍ଚିତ୍ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମ୍ମାନୀତ - ୧୯୮୪
 
== ପରିବାର ==
[[ଓଡ଼ିଆ ସିନେମା ଜଗତ]]ର ଅନ୍ୟତମ ଜଣାଶୁଣା ଅଭିନେତ୍ରୀ [[ପାର୍ବତୀ ଘୋଷ]]ତାଙ୍କ ଧର୍ମପତ୍ନୀ ।<ref>http://www.orissadiary.com/ShowEntertainmentNews.asp?id=28018</ref> ପାର୍ବତୀ, ଗୌରଙ୍କର ସମସ୍ତ ଚଳଚ୍ଚିତ୍ରରେ ତାଙ୍କ ସହ କାର୍ଯ୍ୟ କରିଥିଲେ । ତାଙ୍କ ଝିଅ ରାତ୍ରୀ ଘୋଷ ମଧ୍ୟ ଜଣେ ଅଭିନେତ୍ରୀ ।<ref>{{cite news|title=ସ୍ମୃତି ଅନୁଭୂତି|url=http://sambadepaper.com/Details.aspx?id=216876&boxid=223428733|accessdate=17 December 2015|newspaper=ସିନେ ସମ୍ବାଦ ୧୭/୧୨/୨୦୧୫ ପୃଷ୍ଠା ୨}}</ref>
=== ଓଡ଼ିଆ କଥାଚିତ୍ରକୁ ଅବଦାନ ===
{| class="wikitable sortable"
Line ୫୫ ⟶ ୪୯:
|-
|}
== ମାନ ସମ୍ମାନ ଓ ପୁରସ୍କାର ==
* ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ଭାବରେ ରାଷ୍ଟ୍ରପତି ପୁରସ୍କାର (ସ୍ତ୍ରୀ ପାଇଁ) - ୧୯୬୮<ref>http://dff.nic.in/ODIA_CINEMA_AND_ODIAS_IN_CINEMA_1.asp</ref>
* ଜାତୀୟ ଚଳଚ୍ଚିତ୍ର ପୁରସ୍କାର(ସଂସାର ପାଇଁ) - ୧୯୭୨
* ଓଡ଼ିଆ ଚଳଚ୍ଚିତ୍ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସମ୍ମାନୀତ - ୧୯୮୪
==ଆଧାର==
{{ଆଧାର}}
Line ୬୨ ⟶ ୫୯:
* [http://odiamoviedatabase.wordpress.com/tag/gaura-ghosh/ odiamoviedatabase]
 
[[ଶ୍ରେଣୀ:୧୯୨୯ ଜନ୍ମ]]
{{Persondata <!-- Metadata: see [[Wikipedia:Persondata]]. -->
[[ଶ୍ରେଣୀ:୧୯୯୪ ମୃତ୍ୟୁ]]
| NAME = Ghosh, Gaura
| ALTERNATIVE NAMES =
| SHORT DESCRIPTION =
| DATE OF BIRTH =
| PLACE OF BIRTH =
| DATE OF DEATH =
| PLACE OF DEATH =
}}
{{DEFAULTSORT:Ghosh, Gaura}}
 
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୯୨୯ ଜନ୍ମ]]
[[ଶ୍ରେଣୀ:୧୯୯୪ ମୃତ୍ୟୁ]]
"https://or.wikipedia.org/wiki/ଗୌର_ଘୋଷ"ରୁ ଅଣାଯାଇଅଛି