"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎କାରଣ
୩୬ କ ଧାଡ଼ି:
[[File:Modified sickle cell 01.jpg|thumb|ଚିତ୍ରରେ ରକ୍ତନଳୀ ମଧ୍ୟରେ ସାଧାରଣ ଲୋହିତ ରକ୍ତ କଣିକା ବାଧାହୀନ ଭାବରେ ବୋହିଚାଲିଛି । ଭିତର ଚିତ୍ରରେ ସାଧାରଣ ହେମୋଗ୍ଲୋବିନ ଥିବା ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଉଛି । <ref>{{Cite web|url = http://www.ncbi.nlm.nih.gov/pubmedhealth/PMHT0022014/|title = Red Blood Cells (Erythrocytes)|date = |accessdate = |website = PubMed Health Glossary
- PubMedHealth|publisher = NIH - National Cancer Institute|last = |first = }}</ref>]]
ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି [[ହେମୋଲାଇଟିକ ଆନିମିଆ]]ରେ ହୁଏ ।), ୩. [[ରକ୍ତ କ୍ଷୟ]] ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ]] ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।<ref>[http://www.nhlbi.nih.gov/health/dci/Diseases/anemia/anemia_causes.html National Heart Lung and Blood Institute > What Causes Anemia?] Retrieved on June 9, 2010</ref>)<br />
 
=== ତୃଟିଯୁକ୍ତ ତିଆରି ===
୯୪ କ ଧାଡ଼ି:
ଅତ୍ୟଧିକ ତରଳ ପଦାର୍ଥ ଭାର ବା ([[ହାଇପରଭଲ୍ୟୁମିଆ]]) ହେବାଦ୍ୱାରା ହେମୋଗ୍ଲୋବିନ ଗାଢ଼ପଣ କମିଯାଇ ଆପେକ୍ଷିକ ଆନିମିଆ ହୁଏ ।
*[[ହାଇପରଭଲ୍ୟୁମିଆ]]ର ସାଧାରଣ କାରଣ ମଧ୍ୟରେ ଅତ୍ୟଧିକ ସୋଡ଼ିୟମ ଓ ତରଳ ପଦାର୍ଥ ଦେହକୁ ଗଲେ, ସୋଡ଼ିୟମ ତ‌ଥା ଜଳ ଅବଧାରଣ ଓ ତରଳ ପଦାର୍ଥ ରକ୍ତନଳୀ ଭିତରକୁ ପ୍ରବେଶ ।<ref name=Hagerstwon>Page 62 (Fluid imbalances) in: {{cite book|author= |title=Portable Fluids and Electrolytes (Portable Series) |publisher=Lippincott Williams & Wilkins|location=Hagerstwon, MD |year=2007 |pages= |isbn=1-58255-678-4 |oclc= |doi= |accessdate=}}</ref>
* ଗର୍ଭାବସ୍ଥା ଆନିମିଆ: ଅତ୍ୟଧିକ ରକ୍ତ ପରିମାଣ ହେତୁ ।
 
==ରୋଗ ନିର୍ଣ୍ଣୟ==