"ଚାରୁପାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ରସ୍ସମ୍ ବା ଚାରୁପାଣି ଦକ୍ଷିଣ ଓଡିଶାର ଏକ ପାରମ୍ପରି..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{Infobox Prepared Food
| name = ରସମ୍ (ଚାରୁ ପାଣି)
| image =
|image_size= 250px
| caption = ରସମ୍ (ଚାରୁ ପାଣି)
| alternate_name = ରସମ୍ (ଚାରୁ ପାଣି)
| country = [[ଭାରତ]]
| region = [[ଦକ୍ଷିଣ ଓଡ଼ିଶା]]
| creator =
| course =
| served =
| main_ingredient = ତେନ୍ତୁଳି (ଲୁଣ/ ପଞ୍ଚଫୁଟଣ/ ହିଙ୍ଗୁ/ ଧନିଆ ପତ୍ର)
| variations =
| calories =
| other =
}}
 
 
 
ରସ୍ସମ୍ ବା ଚାରୁପାଣି ଦକ୍ଷିଣ ଓଡିଶାର ଏକ ପାରମ୍ପରିକ ତରଳ ବ୍ୟଞ୍ଜନ ଆଟେ । ଯଦିଓ ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ, ତଥାପି ଦକ୍ଷିଣ ଓଡିଶା ବିଶେଷ ଭାବେ ରାୟଗଡା, ଗଜପତି, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଆତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ ।
 
"https://or.wikipedia.org/wiki/ଚାରୁପାଣି"ରୁ ଅଣାଯାଇଅଛି