"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୩ କ ଧାଡ଼ି:
== ମନ୍ଦିରର ଆକୃତି ଓ ଗଠନ ଶୈଳୀ ==
[[ଫାଇଲ:A Notice in Konark Sun the world heritage monument.jpg|thumb|ବିଶ୍ୱ ଐତିହ୍ୟ ପୀଠ ଭାବେ ପରିଚିତ କୋଣାର୍କ ମନ୍ଦିର]]
କୋଣାର୍କ ମନ୍ଦିର ହିନ୍ଦୁ[[କଳିଙ୍ଗ ମନ୍ଦିରସ୍ଥାପତ୍ୟ ବାସ୍ତୁକଳା ଅନ୍ତର୍ଗତ କଳିଙ୍ଗୀୟକଳା]] ଶୈଳୀରେ ନିର୍ମିତତୋଳାଯାଇଥିଲା । ଗର୍ଭଗୃହଯୁକ୍ତ ମୁଖ୍ୟ ମନ୍ଦିର ଟି ୨୨୯ ଫୁଟ ଉଚ୍ଚ ଓ ମୁଖଶାଳା ୧୨୮ ଫୁଟ ଉଚ୍ଚ। ୧୩ ଫୁଟ ଉଚ୍ଚ ପଥର ଚଟାଣ ଉପରେ ବିମାନ ଓ ଜଗମୋହନ ରଥ ରୂପରେ ଗଢ଼ା ଯାଇଥିଲା । ସେ ଚଟାଣ ଚାରିପଟେ ୯ଫୁଟ ୯ ଇଞ୍ଚ ଉଚ୍ଚର ୨୪ଟି ଚକ ଓ ସମ୍ମୁଖରେ ସାତଟି ଘୋଡା ଖଞ୍ଜା ଯାଇଥିଲା । ଜଗମୋହନର ଉଚ୍ଚତା ଥିଲା ୧୨୩ ଫୁଟ ଓ ବିମାନର ଉଚ୍ଚତା ଥିଲା ୨୨୫ ଫୁଟ । ଏବେ ବିମାନଟି ପ୍ରାୟ ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ଅଛି ଗର୍ଭଗୃହ ଓ ଦେବସିଂହାସନ। ମୁଖଶାଳାଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ବି କାଳର କରାଳ ଗତିରେ ନାଟ ମନ୍ଦିରର ଓ ଭୋଗ ମଣ୍ଡପର କିଛି ଅଂଶ ମାତ୍ର ସୁରକ୍ଷିତ ରହି ପାରିଛି । ମନ୍ଦିର ବେଢାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ ୮୫୭ ଓ ୫୪୦ଫୁଟ । ମନ୍ଦିରଟି ପ୍ରାକୃତିକ ପରିବେଶ ଭିତରେ ରହଛି ଓ ଏହାର ଚାରି ପାଖରେ କାଜୁ, ଶିଶୁ ଆଦି ବାଲିଆ ମାଟିରେ ବଢୁଥିବା ଗଛ ରହିଛି ।
ଆଜି ଯେତିକି ଅଂଶ ବଞ୍ଚି ରହିଛି ସେତିକି ବି ଅତି ବିଶାଳ । ଏହା ହେଉଛି ପ୍ରକୃତରେ ମୁଖ୍ୟ ମନ୍ଦିରରର ମଣ୍ଡପ । ସାମନାରୁ ଠିଆ ହୋଇ ଦେଖିଲେ ମୁଖ୍ୟମନ୍ଦିରର ଭଗ୍ନାବଶେଷ ହିଁ ଦୃଷ୍ଟିଗୋଚର ହୋଇଥାଏ । ମୁଖ୍ୟ ଦେଉଳଟି ପାଖାପାଖି ୨୦୦ ଫୁଟ (୬୦ ମିଟର ) ଉଚ୍ଚ, ଯାହା ଭାରତର ଉଚ୍ଚତମ ମନ୍ଦିର ଥିଲା ବୋଲି ଅନୁମାନ କରାଯାଏ ।<ref>http://www.flonnet.com/stories/20080620251206600.htm Benoy K. Behl, "Tallest of them all", ''Frontline,'' Jun. 07-20, 2008</ref>
 
=== ନିର୍ମାଣ ସାମଗ୍ରୀ ===
କୋଣାର୍କ ମନ୍ଦିରରେ ମୁଖ୍ୟତଃ ତିନିପ୍ରକାରର ପଥର ବ୍ୟବହାର କରାଯାଇଥିଲା ।
# ମୁଗିନିମୁଗୁନି ପଥର ବା କ୍ଲୋରାଇଟ (Ch।orite) ଶିଳା : ଏହା ବ୍ୟବହୃତ ହୋଇଥିଲା ବିଗ୍ରହ ଗଠନରେ,ଦେବ ସିଂହାସନରେ ଓ ଦୁଆର ବନ୍ଧରେ ।
# ଲାଟେରାଇଟ (।aterite)ଶିଳା ଶିଳା: ଏହା ବ୍ୟବହୃତ ହୋଇଥିଲା ବେଦୀତଳେ,ସୋପାନଶ୍ରେଣୀରେ ଓ କାନ୍ଥର କିଛି ଅଂଶରେ।ଅଂଶରେ ।
# କୋଣ୍ଡାଲାଇଟ୍କୋଣ୍ଡାଲାଇଟ (Konda।ite) ଶିଳା: ଏହା ବାକି ଜାଗାରେ ଉପଯୋଗ କରାଯାଇଥିଲା ।
ଏହାଛଡ଼ା ଏହି ମନ୍ଦିରଟି ବୈଜ୍ଞାନିକ ପ୍ରଣାଳୀରେ ସଶକ୍ତ କରାଯାଇଥିବା ଅକ୍ସିଡାଇଜଡ ଫେରୁଜିନସ ସ୍ୟାଣ୍ଡଷ୍ଟୋନ (oxidized and weathered ferruginous sandstone)ଦ୍ୱାରା ନିର୍ମିତ।
 
== ଗଠନ କାଳ ==
କୋଣାର୍କ ମନ୍ଦିର କ୍ଷେତ୍ରରେ ଗଠନ କାଳର ସୁନିର୍ଦ୍ଧିଷ୍ଟ ଭୂମିକା ରହିଛି । କାରଣ କୋଣାର୍କ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ଶେଷ ନିର୍ଯ୍ୟାସ ଏବଂ ଉଚ୍ଚତମ ବିନ୍ଦୁ । ଷ୍ଟାର୍ଲିଂଙ୍କ ମତ ୧୨୪୧ ଖ୍ରୀ.ଅ । [[ଆବୁଫଜଲ]], [[ଫର୍ଗୁସନ]] ଓ ରାଜେନ୍ଦ୍ରଲାଲଙ୍କ ମତ ନବମ ଶତାବ୍ଦୀ । ହଣ୍ଟରଙ୍କ ମତ ୧୨୩୬ ଠାରୁ ୧୨୮୧ ଖ୍ରୀ.ଅ ।