"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
(ବାହାର ଲିଙ୍କ ଦିଆଗଲା)
ଟିକେ
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
[[ରକ୍ତସ୍ରାବ]], [[ଲୋହିତ ରକ୍ତ କଣିକା]] (ଲୋ.ର.କ.) କମ୍ ତିଆରି ଓ ଅଧିକ ଲୋ.ର.କ. ଭାଙ୍ଗିବା- ଏହି ତିନି କାରଣ ଯୋଗୁ ରୋଗ ହୁଏ । <!-- <ref name=EBM2013/> --> ରକ୍ତକ୍ଷୟର କାରଣ ମଧ୍ୟରେ [[ଆଘାତ]] [[ଖାଦ୍ୟନଳୀ ରକ୍ତସ୍ରାବ]] ପ୍ରଧାନ । ସ୍ୱଳ୍ପ ତିଆରି କାରଣମାନଙ୍କ ମଧ୍ୟରେ ଦେହରେ [[ଲୌହ ଅଭାବ]], [[ଭିଟାମିନ ବି<sub>୧୨</sub>]]ବି୧୨ ଅଭାବ]], [[ଥାଲାସେମିଆ]] ଓ ଅନେକ ଅସ୍ଥିମଜ୍ଜା ଅର୍ବୁଦ ପ୍ରଧାନ । <!-- <ref name=EBM2013/> --> ଅଧିକ ଭାଙ୍ଗିବା କାରଣ ମଧ୍ୟରେ [[ମ୍ୟାଲେରିଆ]] ଓ କେତେକ ଅଟୋଇମ୍ମ୍ୟୁନ ରୋଗ ପ୍ରଧାନ । <!-- <ref name=EBM2013/> --> ଲୋ.ର.କ.ର ଆକାର ([[mean corpuscular volume|size of red blood cells]]) ଓ ପ୍ରତି କଣିକାରେ ଥିବା ହେମୋଗ୍ଲୋବିନ ପରିମାଣ ([[mean corpuscular volume|amount of hemoglobin in each cell]]) ଅନୁସାରେ ଏହାକୁ ବର୍ଗୀକରଣ କରାଯାଏ । <!-- <ref name=EBM2013/> --> ଲୋ.ର.କ. ଛୋଟ ହେଲେ [[ମାଇକ୍ରୋସାଇଟିକ ଆନିମିଆ]], ବଡ଼ ହେଲେ [[ମାକ୍ରୋସାଇଟିକ ଆନିମିଆ]] ଓ ଅପରିବର୍ତ୍ତିତ ଥିଲେ [[ନର୍ମୋସାଇଟିକ ଆନିମିଆ]] କୁହାଯାଏ ।<!-- <ref name=EBM2013/> --> ଆନିମିଆ ରୋଗ ନିର୍ଣ୍ଣୟ କରିବା ନିମନ୍ତେ ହେମୋଗ୍ଲୋବିନ ପୁରୁଷଙ୍କଠାରେ ୧୩ରୁ୧୪ଗ୍ରା/ଡେ.ଲି. (130 to 140&nbsp;g/L ବା13 to 14&nbsp;g/dL) ଓ ମହିଳାଙ୍କଠାରେ ୧୨ରୁ ୧୩ଗ୍ରା/ଡେ.ଲି. (120 to 130&nbsp;g/L ବା 12 to 13&nbsp;g/dL)ରୁ କମ୍ ହେବା ଆବଶ୍ୟକ । <ref name=EBM2013/><ref name=Smith2010>{{cite journal|last1=Smith RE|first1=Jr|title=The clinical and economic burden of anemia.|journal=The American journal of managed care|date=Mar 2010|volume=16 SupplIssues|pages=S59-66|pmid=20297873}}</ref> ଆନିମିଆର ସଠିକ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଅଧିକ ପରୀକ୍ଷା ଆବଶ୍ୟକ ହୁଏ ।<ref name=EBM2013/>
 
<!-- ପ୍ରତିଷେଧ ଓ ଚିକିତ୍ସା -->
୧୧,୩୭୭

ଗୋଟି ସମ୍ପାଦନା