"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ରୋଗାନୁଶୀଳନ: ଓ ଇତିହାସ ଲେଖାଗଲା
(ଅଧିକ ତ‌ଥ୍ୟ ଦିଆଗଲା)
(→‎ରୋଗାନୁଶୀଳନ: ଓ ଇତିହାସ ଲେଖାଗଲା)
 
== ରୋଗାନୁଶୀଳନ ==
ମଧ୍ୟମ ଧରଣର ଲୌହ ଅଭାବ ଆନିମିଆ ପୃଥିବୀର ୬୧୦ନିୟୁତ (ଜନ ସଂଖ୍ୟାର ୮.୮%) ଲୋକଙ୍କୁ ହୋଇଥଲେ ।<ref name=LancetEpi2012/> ଏହି ରୋଗ ପୁରୁଷମାନଙ୍କ(୭.୮%) ଅପେକ୍ଷା ମହିଳାମାନଙ୍କର(୯.୯%) ସାମାନ୍ୟ ଅଧିକ ହୁଏ ।<ref name=LancetEpi2012/> ସାମାନ୍ୟ ଧରଣର ଲୌହ ଅଭାବ ଆନିମିଆ ୩୭୫ନିୟୁତ ଅଧିକ ଲୋକଙ୍କୁ ହୁଏ ।<ref name=LancetEpi2012/>
 
== ଇତିହାସ ==
୪୦୦୦ ବର୍ଷ ପୂର୍ବରୁ ଆନିମିଆ ରୋଗ ପୃଥିବୀରେ ଥିବା ଜଣାଯାଏ ।<ref>{{cite journal|last1=Tayles|first1=N|title=Anemia, genetic diseases, and malaria in prehistoric mainland Southeast Asia|journal=American Journal of Physical Anthropology|date=Sep 1996|volume=101|issue=1|pages=11–27|pmid=8876811|doi=10.1002/(SICI)1096-8644(199609)101:1<11::AID-AJPA2>3.0.CO;2-G}}</ref>
 
== ଆଧାର ==
୧୧,୩୭୭

ଗୋଟି ସମ୍ପାଦନା