"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଚିକିତ୍ସା: ଲେଖା ଆରମ୍ଭ କରାଗଲା
→‎ଲୌହ ଇଞ୍ଜେକସନ: ତ‌ଥ୍ୟ ଦିଆଗଲା
୨୧୭ କ ଧାଡ଼ି:
 
===ଲୌହ ଇଞ୍ଜେକସନ===
ଇଞ୍ଜେକସନ ଆକାରରେ ଲୌହ ଦିଆଯାଏ ଯେତେବେଳେ ପାଟିବାଟେ ଦିଆଯାଉତିବା ଲୌହ ଫଳପ୍ରଦ ହୁଏନି, ଧୀରେ କାମ କରେ (ଅପରେଶନ ପୂର୍ବରୁ) ବା ତାହାର ଅବଶୋଷଣ ବାଧାପ୍ରାପ୍ତ(ପ୍ରଦାହ ଥିଲେ) ହୁଏ । ଶରୀର ଖାଦ୍ୟନଳୀରୁ ଦୈନିକ ୬ ମିଗ୍ରା ଲୌହ ଅବଶୋଷଣ କରିପାରେ । ରୋଗୀର ୧,୦୦୦ ମିଗ୍ରା ଲୌହ ଅଭାବ ଥିଲେ ପୂରଣ କରିବାକୁ ଅନେକ ମାସ ଲାଗିଯାଏ । ଅଧିକ ରକ୍ତକଣିକା ସୃଷ୍ଟି ନିମନ୍ତେ ଏହା ସ‌ହିତ [[ଏରିଥ୍ରୋପଏଟିନ]] ଦିଆଯାଏ ।
 
===ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ===
କୌଣସି ଲକ୍ଷଣ ନ ଥିଲେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ ନାହିଁ, ଦିଆଯାଏ ଯଦି ହେମୋଗ୍ଲୋବିନ ସ୍ତର ୬୦ ରୁ ୮୦&nbsp;ଗ୍ରା/ଲି (୬ ରୁ ୮&nbsp;ଗ୍ରା/ଡେଲି) କମ ଥାଏ ।<ref name=EBM2013/> ହେମୋଗ୍ଲୋବିନ ସ୍ତର ୬୦ ରୁ ୮୦&nbsp;ଗ୍ରା/ଲି (୬ ରୁ ୮&nbsp;ଗ୍ରା/ଡେଲି) କମ ଥିଲେ କାରୋନାରି ହୃଦରୋଗରେ ରକ୍ତସ୍ରାବ ହେଉ ନ ଥିଲେ ମଧ୍ୟ ଦିଆଯାଏ ।<ref name=Amir2013/> ପୂର୍ବରୁ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦେଲେ ମଧ୍ୟ ବଞ୍ଚିବା ଆଶା ବଢ଼ିଯାଏନି ।<ref name=Kan2013>{{cite journal | author = Kansagara D, Dyer E, Englander H, Fu R, Freeman M, Kagen D | title = Treatment of anemia in patients with heart disease: a systematic review | journal = Annals of internal medicine | volume = 159 | issue = 11 | pages = 746–57 | date = Dec 3, 2013 | pmid = 24297191 | doi=10.7326/0003-4819-159-11-201312030-00007| last2 = Dyer | last3 = Englander | last4 = Fu | last5 = Freeman | last6 = Kagen }}</ref>
 
ଅସନ୍ତୁଳିତ ହୃଦରକ୍ତନଳୀ ରୋଗରେ ରକ୍ତ ଟ୍ରାନ୍‌ସ୍‌ଫ୍ୟୁଜନ ଦିଆଯାଏ । <ref>{{cite journal | author = Goddard AF, James MW, McIntyre AS, Scott BB | title = Guidelines for the management of iron deficiency anaemia | journal = Gut | volume = 60 | issue = 10 | pages = 1309–1316 | year = 2011 | pmid = 21561874 | pmc = | doi = 10.1136/gut.2010.228874 | author5 = British Society of Gastroenterology | last2 = James | last3 = McIntyre | last4 = Scott }}</ref>
 
===ଏରିଥ୍ରୋପଏସିସ ସ୍ଟିମୁଲେଟିଙ୍ଗ ଏଜେଣ୍ଟ===
 
== ଆଧାର ==