"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ଚିକିତ୍ସା: ଲେଖା ଆରମ୍ଭ କରାଗଲା
(== ଚିକିତ୍ସା == ଉପବିଭାଗ ଆରମ୍ଭ କରାଗଲା)
(→‎ଚିକିତ୍ସା: ଲେଖା ଆରମ୍ଭ କରାଗଲା)
 
== ଚିକିତ୍ସା ==
ଆନିମିଆ ରୋଗର କାରଣ ଓ ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ । ପାଟିରେ ଫଲିକ ଏସିଡ ଓ ଭିଟାମିନ ବି୧୨ ଦିଆଯାଏ । ମାଂସପେଶୀରେ ଭିଟାମିନ ବି୧୨ ଇଞ୍ଜେକସନ ଦିଆଯାଏ ।
=== ଲୌହ ପାଟିରେ ===
ବିକାଶଶୀଳ ଦେଶମାନଙ୍କରେ ପୌଷ୍ଟିକ ଲୌହ ଅଭାବ ବ‌ହୁଳ ଭାବରେ ଦେଖାଯାଏ । ଶିଶୁ ଓ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଏହି ରୋଗରେ ପିଡ଼ିତ ହୁଅନ୍ତି ଓ ଏମାନଙ୍କ ମଧ୍ୟରୁ ୧/୩ ଭାଗ ଗମ୍ଭୀର ଧରଣର ଆନିମିଆର ଶିକାର ହୋଇଥାନ୍ତି ।<ref name="pmid8901803">{{cite journal | author = West CE | title = Strategies to control nutritional anemia | journal = Am. J. Clin. Nutr. | volume = 64 | issue = 5 | pages = 789–90 | date = November 1996 | pmid = 8901803 | doi = | url = http://www.ajcn.org/cgi/pmidlookup?view=long&pmid=8901803 }}</ref> ପରୁଷମାନଙ୍କର ଓ ଋତୁବନ୍ଦ ମହିଳାଙ୍କର ଏହି ଲୌହ ଅଭାବ କ୍ୱଚିତ ଦେଖାଯାଏ । ଲୌହ ଅଭାବ ନିର୍ଣ୍ଣୟ କରିବା ପୂର୍ବରୁ ଏହାର ଉତ୍ସ ଖୋଜିବା ଆବଶ୍ୟକ ଯେପରିକି ଖାଦ୍ୟନଳୀ ଓ କୋଲୋନ କର୍କଟରୁ ରକ୍ତସ୍ରାବ । ସାମାନ୍ୟରୁ ମଧ୍ୟମ ଧରଣର ଆନିମିଆ ରୋଗୀଙ୍କୁ [[ଫେରସ୍ ସଲ୍‌ଫେଟ]], [[ଫେରସ୍ ଫ୍ୟୁମାରେଟ]] ବା [[ଫେରସ୍ ଗ୍ଲୁକୋନେଟ]] ଦିଆଯାଏ । ଲୌହ ଅଧିକ ଖାଇଲେ ପେଟ ଗୋଳମାଳ ଓ କଳା ଝାଡ଼ା ଅନୁଭବ ହୋଇପାରେ । ପେଟ ଗୋଳମାଳ ନ ହେବା ନିମନ୍ତେ ଖାଦ୍ୟ ସ‌ହିତ ଲୌହ ବଟିକା ଖାଇବାକୁ ଉପଦେଶ ଦିଆଯାଏ କିନ୍ତୁ ଏହାଦ୍ୱାରା ଲୌହ ଅବଶୋଷଣ କମିଯାଏ । [[ଭିଟାମିନ ଗ]] ଏହି ଅବଶୋଷଣକୁ ସାହାଯ୍ୟ କରେ, ତେଣୁ ଲୌହ ଔଷଧ ସାଥିରେ କମଳା ଜୁସ୍ ଦେଲେ ଉପକାର ମିଳେ ।
 
କ୍ରନିକ ରୋଗରେ ଥିବା ଆନିମିଆରେ ଲୋହିତ ରକ୍ତ କଣିକା ତିଆରି ପ୍ରୋତ୍ସାହିତ କରିବା ନିମନ୍ତେ [[ରିକମ୍ବିଟାଣ୍ଟ ପ୍ରୋଟିନ|ରିକମ୍ବିଟାଣ୍ଟ]] [[ଏରିଥ୍ରୋପଏଟିନ]] ବା [[ଏପୋଏଟିନ ଆଲ୍‌ଫା]] ଦେବା ପରେ ମଧ୍ୟ ଲୌହ ଇଞ୍ଜେକସନ ଦିଆଯାଏ ।<ref>http://guidance.nice.org.uk/CG114/Guidance/pdf/English</ref>
 
===ଲୌହ ଇଞ୍ଜେକସନ===
 
== ଆଧାର ==
୧୧,୩୭୭

ଗୋଟି ସମ୍ପାଦନା