"ଜଗନମୋହ‌ନ ଲାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
'''ଜଗନ୍‌ମୋହ‌ନ ଲାଲ''' ଓଡ଼ିଶାରେ ପ୍ରଥମ ନାଟ୍ୟକାର ଭାବରେ ପରିଚିତ ।<ref>{{cite news|last=ଲାଲ|first=ଜଗନ୍‌ମୋହ‌ନ|title=ଆଦି ନାଟ୍ୟକାର ଜଗନ୍‌ମୋହ‌ନ|accessdate=୨୫/୧୧/୨୦୧୫|newspaper=ସମ୍ବାଦ,ତାରିଖ ୨୫/୧୧/୨୦୧୫,ପୃଷ୍ଠା ୨}}</ref> ସେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ ।
 
== ଜନ୍ମ ==
୨୫ ନଭେମ୍ବର ୧୮୩୮ ମସିହାରେ ଜଗନ୍‌ମୋହ‌ନ ଜନ୍ମ ଗ୍ରହଣ କରିଥିଲେ ।
 
== ଶିକ୍ଷା ==
Line ୧୨ ⟶ ୧୫:
== ସାରସ୍ୱତ ଦାନ ==
# ବାବାଜୀ (ନାଟକ-୧୮୭୭)-ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ । (ଏହି ନାଟକର ଇଂରାଜୀ ରୂପାନ୍ତର 'The holy man, a play' ଡକ୍‌ଟର ଗଣେଶ୍ୱର ମିଶ୍ରଙ୍କଦ୍ୱାରା ରଚିତ ହୋଇଥିଲା ।
# ସତୀ (ନାଟକ) - ବିଧବା ବିବାହ ସପକ୍ଷରେ ଲିଖିତ ।
# ବୃଦ୍ଧ ବିବାହ (ନାଟକ) - ଅଳ୍ପ ବୟସର କନ୍ୟାଙ୍କୁ ବୃଦ୍ଧଙ୍କ ସ‌ହ ବିବାହ ବିରୁଦ୍ଧରେ ଲିଖିତ ।
# ପ୍ରିତୀ (ନାଟକ) - ଜମିଦାରମାଙ୍କର କୁକର୍ମ ବିରୁଦ୍ଧରେ ଲିଖିତ ।
 
== ଆଧାର ==