"ଜଗନମୋହ‌ନ ଲାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଜଗନ୍‌ମୋହ‌ନ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
'''ଜଗନ୍‌ମୋହ‌ନ ଲାଲ''' ଓଡ଼ିଶାରେ ପ୍ରଥମ ନାଟ୍ୟକାର ଭାବରେ ପରିଚିତ ।<ref>{{cite news|last=ଲାଲ|first=ଜଗନ୍‌ମୋହ‌ନ|title=ଆଦି ନାଟ୍ୟକାର ଜଗନ୍‌ମୋହ‌ନ|accessdate=୨୫/୧୧/୨୦୧୫|newspaper=ସମ୍ବାଦ|date=,ତାରିଖ ୨୫/୧୧/୨୦୧୫,ପୃଷ୍ଠା ୨}}</ref> ସେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ ।
{{ଲେଖା ଚାଲିଛି}}
 
ଜଗନ୍‌ମୋହ‌ନ ଲାଲ ଓଡ଼ିଶାରେ ପ୍ରଥମ ନାଟ୍ୟକାର ଭାବରେ ପରିଚିତ ।<ref>{{cite news|last=ଲାଲ|first=ଜଗନ୍‌ମୋହ‌ନ|title=ଆଦି ନାଟ୍ୟକାର ଜଗନ୍‌ମୋହ‌ନ|accessdate=୨୫/୧୧/୨୦୧୫|newspaper=ସମ୍ବାଦ|date=୨୫/୧୧/୨୦୧୫}}</ref> ସେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ ।
 
== ଶିକ୍ଷା ==
ରେଭେନ୍‌ସା କଲିଜିଏଟ୍ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିଲେ ।
 
== ପରିବାର ==
ତାଙ୍କର ପୂର୍ବ ପୁରୁଷ ଫତେଚାନ୍ଦ ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାର ମାହାଙ୍ଗାରେ ଲାଲ ବଂଶ ପ୍ରତିଷ୍ଠା କରିଥିଲେ । ତାଙ୍କର ତ୍ରୟୋଦଶ ଉତ୍ତରାଧିକାରୀ ଥିଲେ ଜଗନ୍‌ମୋହ‌ନ ।
 
== କର୍ମ ଜୀବନ ==
ସ୍କୁଲ ଶିକ୍ଷା ପରେ ଜମିଦାରୀ ଥିଲେ ମଧ୍ୟ ସରକାରୀ ଚାକିରିରେ ଯୋଗ ଦେଇଥିଲେ । ବ୍ରିଟିଶ ଶାସନ କାଳରେ ସେ ଡେପୁଟି କଲେକ୍ଟର ପଦବୀ ପର୍ଯ୍ୟନ୍ତ ଯାଇପାରିଥିଲେ । ତାଙ୍କର ରଚିତ 'ଭ୍ରମ ଭଞ୍ଜନ'(୧୮୬୮) ସେତେବେଳେ ବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିଲା । ତାଙ୍କର ଯାତ୍ରା, ସୁଆଙ୍ଗ ଓ ନାଟକ ପ୍ରତି ବିଶେଷ ରୁଚି ଥିଲା । କଟକରେ ପାଠ ପଢ଼ୁଥିବା ସମୟରେ ଇଂରାଜୀ ଓ ବଙ୍ଗଳା ନାଟକମାନ ଦେଖି ମଞ୍ଚକଳା ପ୍ରତି ଆକର୍ଷିତ ହୋଇଥିଲେ । ସନ ୧୮୭୫ରେ ସେ ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ । ଅନୁବାଦ ନାଟକ କରି ସନ୍ତୁଷ୍ଟ ନ ହେବାରୁ ସେ ବାବାଜୀ ନାଟକ ରଚନା କରି ୧୮୭୭ରେ ମଞ୍ଚସ୍ଥ କରିଥିଲେ । ଏଥିରେ ସେ ଅଭିନେତା ତ‌ଥା ନିର୍ଦ୍ଦେଶକ ଥିଲେ । କୁସଂସ୍କାର ବିରୁଦ୍ଧରେ ନାଟକରେ ପ୍ରତିବାଦ କରୁଥିଲେ । ନିଜେ ଜମିଦାର ହୋଇ ମଧ୍ୟ ଜମିଦାରଙ୍କ ଗର୍ବ, ଅହ‌ଙ୍କାର ଓ କୁକର୍ମ ବିରୁଦ୍ଧରେ କଲମ ଚାଳନା କରିଥିଲେ
 
 
 
 
== ସାରସ୍ୱତ ଦାନ ==
# ବାବାଜୀ (ନାଟକ-୧୮୭୭)-ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ । (ଏହି ନାଟକର ଇଂରାଜୀ ରୂପାନ୍ତର 'The holy man, a play' ଡକ୍‌ଟର ଗଣେଶ୍ୱର ମିଶ୍ରଙ୍କଦ୍ୱାରା ରଚିତ ହୋଇଥିଲା ।
# ସତୀ - ବିଧବା ବିବାହ ସପକ୍ଷରେ ଲିଖିତ ।
# ବୃଦ୍ଧ ବିବାହ - ଅଳ୍ପ ବୟସର କନ୍ୟାଙ୍କୁ ବୃଦ୍ଧଙ୍କ ସ‌ହ ବିବାହ ବିରୁଦ୍ଧରେ ଲିଖିତ ।
# ପ୍ରିତୀ - ଜମିଦାରମାଙ୍କର କୁକର୍ମ ବିରୁଦ୍ଧରେ ଲିଖିତ ।
 
== ଆଧାର ==