"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

→‎ଡାଇମର୍ଫିକ: ଓ ଅନ୍ୟାନ୍ୟ ଆନିମିଆ ବିଷୟ ଲେଖାଗଲା
(→‎ନର୍ମୋସାଇଟିକ: ଆନିମିଆ ଲେଖାଗଲା)
(→‎ଡାଇମର୍ଫିକ: ଓ ଅନ୍ୟାନ୍ୟ ଆନିମିଆ ବିଷୟ ଲେଖାଗଲା)
* [[ହେମୋଲାଇଟିକ ଆନିମିଆ]]
=== ଡାଇମର୍ଫିକ ===
ବେଳେ ବେଳେ ରକ୍ତ ସ୍ମିଅରରେ ଦୁଇ ପ୍ରକାର ଲୋହିତ ରକ୍ତ କଣିକା ଦେଖାଯାଆନ୍ତି । ଉଦାହରଣ ସ୍ୱରୁପ ଲୌହ ଅଭାବ ଆନିମିଆ ରୋଗୀର ଛୋଟ, ଫିକା ଲୋରକ ସ‌ହିତ ରକ୍ତ ଟ୍ରାନ୍ସଫ୍ୟୁଜନ ନେଇଥିଲେ ସାଧାରଣ ଲୋହିତ ରକ୍ତ କଣିକା ଦେଖାଯାଏ । ଏହି ଭଳି ଅବସ୍ଥା ଫୋଲେଟ ବା ଭିଟାମିନ ବି୧୨ ଅଭାବ ଜନିତ ଆନିମିଆ(ରୋଗୀର ବଡ଼ ଓ ଫିକା ଲୋରକ ସ‌ହିତ ସାଧାରଣ ଲୋରକ) ଓ ସିଡେରୋବ୍ଲାସ୍ଟିକ(ହେମ ତିଆରି ତୃଟି) ଆନିମିଆରେ ମଧ୍ୟ ଦେଖାଯାଏ ।
 
=== ହେଞ୍ଜ ବଡି ଆନିମିଆ ===
ଏହି ରୋଗରେ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖିଲେ ଲୋହିତ ରକ୍ତ କଣିକାର ସାଇଟୋପ୍ଲାଜ୍ମରେ କ୍ଷୁଦ୍ର କଳା ବିନ୍ଦୁ ଦେଖାଯାଏ । ଡ୍ରଗ ସେବନ, ଆସେଟାମିନୋଫେନ ଇତ୍ୟାଦି ଏହା ସୃଷ୍ଟି କରେ । କୁକୁର ପିଆଜ ବା ଜିଙ୍କ ଖାଇଲେ, ଘୋଡ଼ା ରେଡ ମ୍ୟାପ୍ଲ ପତ୍ର ଖାଇଲେ, ବିଲେଇ ପିଆଜ ଖାଇଲେ <ref>{{cite web|url=http://www.peteducation.com/article.cfm?cls=0&cat=1763&articleid=1108 |title=Onions are Toxic to Cats |publisher=Peteducation.com |date= |accessdate=2010-08-24| archiveurl= https://web.archive.org/web/20100903022041/http://www.peteducation.com/article.cfm?cls=0&cat=1763&articleid=1108| archivedate= 3 September 2010 <!--DASHBot-->| deadurl= no}}</ref> ସେମାନଙ୍କ ଦେହରେ ଏହା ସୃଷ୍ଟି ହୁଏ ।
=== ହାଇପରଆନିମିଆ ===
ହେମାଟୋକ୍ରିଟ ୧୦ %ରୁ କମ ଥାଏ ଓ ଏହା ଏକ ପ୍ରକାର ଗମ୍ଭୀର ଧରଣର ଆନିମିଆ ।
 
=== ରିଫ୍ରାକ୍‌ଟରି ଆନିମିଆ ===
ରିଫ୍ରାକ୍‌ଟରି ଆନିମିଆରେ [[ଥେରାପି|ଚିକିତ୍ସା]] ସତ୍ତ୍ୱେ କୌଣସି ସୁଫଳ ମିଳେନାହିଁ, <ref>{{cite web|author=|url=http://www.medterms.com/script/main/art.asp?articlekey=5275 |title=MedTerms Definition: Refractory Anemia |publisher=Medterms.com |date=2011-04-27 |accessdate=2011-10-31}}</ref> ଏହା [[ମାୟେଲୋଡିସପ୍ଲାସ୍ଟିକ ସିଣ୍ଡ୍ରୋମ]]ର ଉପଲକ୍ଷଣ ହୋଇପାରେ ।<ref>{{cite web|url=http://atlasgeneticsoncology.org/Anomalies/RAID1104.html |title=Good Source for later |publisher=Atlasgeneticsoncology.org |date= |accessdate=2011-10-31}}</ref>
ପାକସ୍ଥଳୀ-ଅନ୍ତନଳୀ ରୋଗମାନଙ୍କରେ ଲୌହ ଅଂଶ ଅବଶୋଷଣ ହୋଇପାରୁ ନ ଥିବାରୁ ବା ଓକଲ୍ଟ ରକ୍ତସ୍ରାବ ଯୋଗୁ ହେଉଥିବା [[ଲୌହ ଅଭାବ ଆନିମିଆ]]ରେ ମଧ୍ୟ ଚିକିତ୍ସା ଫଳପ୍ରଦ ହୁଏନାହିଁ ।
<ref name="pmid12571473">{{cite journal | author = Mody RJ, Brown PI, Wechsler DS | title = Refractory iron deficiency anemia as the primary clinical manifestation of celiac disease | journal = J. Pediatr. Hematol. Oncol. | volume = 25 | issue = 2 | pages = 169–72 | date = February 2003 | pmid = 12571473 | doi = 10.1097/00043426-200302000-00018 | url = http://meta.wkhealth.com/pt/pt-core/template-journal/lwwgateway/media/landingpage.htm?issn=1077-4114&volume=25&issue=2&spage=169 | last2 = Brown | last3 = Wechsler }}</ref>
 
== ଆଧାର ==
୧୧,୩୭୭

ଗୋଟି ସମ୍ପାଦନା