"ନବକୃଷ୍ଣ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୭ କ ଧାଡ଼ି:
}}
 
'''ନବକୃଷ୍ଣ ଚୌଧୁରୀ''' ୨୩(୧୯୦୧ ନଭେମ୍ବର ୧୯୦୧ରେ୨୩ - ୧୯୮୪ ଜୁନ ୨୪) [[ଓଡ଼ିଶା|ଓଡ଼ିଶାର]] [[କଟକ]] ଠାରେରେ ଜନ୍ମିତ ଜଣେ ରାଜନେତା, ସ୍ୱାଧୀନତାକର୍ମୀଲେଖକ ଥିଲେ । ସେ ୧୨ ମଇ ୧୯୫୦ ଠାରୁ ୧୯ ଅକ୍ଟୋବର ୧୯୫୬ ଯାଏଁ ସେ [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କର ତାଲିକା|ଓଡ଼ିଶାର ମୁଖ୍ୟମନ୍ତ୍ରୀ]] ଭାବରେ ଦାୟିତ୍ଵ ତୁଲାଇଥିଲେ ।
 
== ଜୀବନୀ ==
ସେନବକୃଷ୍ଣ ଚୌଧୁରୀ [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁରର]] [[ଖେରସା]] ଗାଁରେ ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ ଜନ୍ମ ନେଇଥିଲେ । ତାଙ୍କର ପିତା ଗୋକୁଳାନନ୍ଦ ଚୌଧୁରୀ ଜଣେ ଓକିଲ ଭାବରେ କାମ କରୁଥିଲେ । ନବକୃଷ୍ଣ [[ପ୍ୟାରୀମୋହନ ଏକାଡେମି]] ୧୪ ବର୍ଷ ବୟସରେ ଶିକ୍ଷା ସମାପନ କରିଥିଲେ । ନବକୃଷ୍ଣ ଶୈଶବରେ ଖେଳ-କସରତ ପ୍ରିୟ ଥିଲେ । ଆଉ ପିତା ତାଙ୍କୁ ଏହି ଦିଗରେ ଉତ୍ସାହିତ କରୁଥିଲେ, ସ୍ଵତନ୍ତ୍ର ଭାବେ ତାଲିମ ଦେବା ନିମନ୍ତେ ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଥିଲେ । ପରେ ପାଠ ପଢିବା ପାଇଁ ତାଙ୍କ ଆଗ୍ରହ ଦେଖି ତାଙ୍କୁ [[କଟକ]] ସ୍ଥିତ ପ୍ୟାରୀମୋହନ ଏକାଡେମୀରେ ଭର୍ତ୍ତିକରାଯାଇଥିଲା ।
ହାଇସ୍କୁଲ ପରୀକ୍ଷାରେ କୃତ୍ତିତ୍ଵର ସହ ଉତ୍ତିର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ହେଲେ ପରାଧୀନ [[ଭାରତ|ଭାରତର]] ଦୁରବସ୍ଥା ତାଙ୍କୁ ସର୍ବଦା ବିଚଳିତ କରୁଥିଲା ଏବଂ ଅଧାରୁ ପାଠପଢା ଛାଡି ସେ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଲେ । [[ସାବରମତୀ ଆଶ୍ରମ]]ରେ ଦଶମାସର ରହଣି ତାଙ୍କୁ ସଚ୍ଚୋଟ ଲୋକସେବକ ହେବାରେ ସାହାଯ୍ୟ କରିଥିଲା ଏବଂ [[ଓଡ଼ିଶା]] ଫେରି ଆସି ସାଧାରଣ ଲୋକଙ୍କ ବିକାଶ କାର୍ଯ୍ୟରେ ଲାଗିଥିଲେ । ଅଧାରୁ ଛାଡିଥିବା ଉଚ୍ଚଶିକ୍ଷା ସମାପନ ପାଇଁ ସେ [[ଶାନ୍ତି ନିକେତନ]] ଯାଇ ସେଠାରେ ତାଙ୍କ [[ମାଳତୀ ଚୌଧୁରୀ|ମାଳତୀ ସେନଙ୍କ]] ସହ ପରିଚୟ ହୋଇଥିଲା ।<ref>http://www.indiaelections.co.in/chief-ministers/orissa/nabakrushna-choudhury/</ref> ବିବାହ ପରେ ଦୁହେଁ ଆସି ଜଗତସିଂହପୁର ଅନ୍ତର୍ଗତ ତରିକୁଦ ଗ୍ରାମରେ ବାସ କରିଥିଲେ । ସେଠାରେ ସେମାନେ ସାଧାରଣ ଲୋକଙ୍କ ସହ ମିଶି କୃଷି କାର୍ଯ୍ୟ କରୁଥିଲେ, ଶିକ୍ଷା ଦେଉଥିଲେ, ସ୍କୁଲ ଚଳଉଥିଲେ । କୃଷକ ଓ ସାଧାରଣ ଲୋକଙ୍କ ପାଇଁ ପ୍ରଥମେ '''ସାରଥୀ''' ଏବଂ ତା ପରେ '''କୃଷକ''' ନାମକ ପତ୍ରିକା ବାହାର କରିଥିଲେ ।
== ରାଜନୀତି ==