"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ନର୍ମୋସାଇଟିକ: ଆନିମିଆ ଲେଖାଗଲା
୧୯୦ କ ଧାଡ଼ି:
[[ଉଇଲିଅମ ମର୍ଫି (ବୈଜ୍ଞାନିକ)|ଉଇଲିଅମ ମର୍ଫି]], କୁକୁରମାନଙ୍କର ରକ୍ତସ୍ରାବ କରାଇବା ପରେ ବିଭିନ୍ନ ଖାଦ୍ୟ ଖୁଆଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ କେଉଁ ଖାଦ୍ୟ ଉପକାର କରୁଛି ଜାଣିହେବ ଓ ସେ ଅବିଷ୍କାର କଲେ ଯକୃତ ଖାଇଲେ ଉପଶମ ହେଉଛି । ପରେ [[ଜର୍ଜ ରିଚାର୍ଡ଼ ମିନୋଟ|ଜର୍ଜ ମିନୋଟ]] ଓ [[ଜର୍ଜ ହୁଇପ୍ଲ]] ରାସାୟନିକ ପଦ୍ଧତିରେ ଏହାର ଆରୋଗ୍ୟକାରୀ ପଦାର୍ଥ [[ଭିଟାମିନ ବି୧୨|ଭିଟାମିନ ବି<sub>୧୨</sub>]] ଯକୃତରୁ ପୃଥକ କରିଥିଲେ । ସେହି ତନିଜଣ ସନ ୧୯୩୪ରେ ମେଡିସିନ ବିଭାଗରେ [[ନୋବେଲ ପୁରସ୍କାର]] ପାଇଥିଲେ । <ref>{{cite web|url=http://nobelprize.org/nobel_prizes/medicine/laureates/1934/press.html |title=Physiology or Medicine 1934 – Presentation Speech |publisher=Nobelprize.org |date=1934-12-10 |accessdate=2010-08-24| archiveurl= https://web.archive.org/web/20100828134134/http://nobelprize.org/nobel_prizes/medicine/laureates/1934/press.html| archivedate= 28 August 2010 <!--DASHBot-->| deadurl= no}}</ref>
=== ନର୍ମୋସାଇଟିକ ===
{{main|Normocytic anemia}}
ଏହି ପ୍ରାକାର ଆନିମିଆ ହୁଏ ଯେତେବେଳେ ଦେହର ସମୁଦାୟ ହେମଗ୍ଲୋବିନ ସ୍ତର କମିଯାଏ, କିନ୍ତୁ ଲୋରକ ଆକାର ([[ମିନ କର୍ପସ୍‌କୁଲାର ଭଲ୍ୟୁମ]]) ଅପରିବର୍ତ୍ତିତ ରହେ । ଏହାର କାରଣ ଗୁଡ଼ିକର ନାମ:
* [[ଆକ୍ୟୁଟ ରକ୍ତକ୍ଷୟ|ରକ୍ତସ୍ରାବ]] ।
* [[କ୍ରନିକ ରୋଗରେ ହେଉଥିବା ଆନିମିଆ]]
* [[ଆପ୍ଲାସ୍ଟିକ ଆନିମିଆ]] (ଅସ୍ଥିମଜ୍ଜା ଫେଲ)
* [[ହେମୋଲାଇଟିକ ଆନିମିଆ]]
=== ଡାଇମର୍ଫିକ ===
 
== ଆଧାର ==