"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ମାଇକ୍ରୋସାଇଟିକ: ଅଧିକ ତ‌ଥ୍ୟ ଦିଆଗଲା
→‎ମାଇକ୍ରୋସାଇଟିକ: ଅଧିକ ତ‌ଥ୍ୟ ଦିଆଗଲା
୧୭୩ କ ଧାଡ଼ି:
** ରେଭର୍ସିବ୍ଲ ସିଡେରୋବ୍ଲାସ୍ଟିକ ଆନିମିଆ
ଲୌହ ଅଭାବ ଆନିମିଆ ସର୍ବାଧିକ ସାଧାରଣ ଆନିମିଆ ଓ ଏହାର ଅନେକ ଗୁଡ଼ିଏ କାରଣ ଅଛି । ଅଣୁବୀକ୍ଷଣ ଯନ୍ତ୍ରରେ ଲୋହିତ ରକ୍ତ କଣିକା ଅଧିକାଂଶ ସମୟରେ ହାଇପୋକ୍ରୋମିକ (ଫିକା) ଓ ମାଇକ୍ରୋସାଇଟିକ (ଛୋଟ) ଦେଖାଯାଏ ।
* ଲୌହ ଅଭାବ ଆନିମିଆ: ଖାଦ୍ୟରେ ଲୌହ ଅଭାବ ବା ଲୌହ ଅବଶୋଷଣ ସମୟରେ ତୃଟି ଯୋଗୁ ଦେହର ଆବଶ୍ୟକତା ମେଣ୍ଟାଇ ନ ପାରିଲେ ହୁଏ । ଶିଶୁ ଓ ଗର୍ଭବତୀ ମହିଳାଙ୍କର ଅଧିକ ଆବଶ୍ୟକତା ଥାଏ । ଖାଦ୍ୟନଳୀ ରୋଗ, ବାରମ୍ବାର ରକ୍ତଦାନ ଓ [[ମେନୋରେଜିଆ|ଅତ୍ୟଧିକ ଋତୁସ୍ରାବ]] ଇତ୍ୟାଦି ଅବସ୍ଥାରେ ଅଧିକ ଲୋହ ଥିବା ଖାଦ୍ୟ ଆବଶ୍ୟକ ହୁଏ ।<ref name=irond>[http://www.cdc.gov/nccdphp/dnpa/nutrition/nutrition_for_everyone/iron_deficiency/index.htm Recommendations to Prevent and Control Iron Deficiency in the United States] MMWR 1998;47 (No. RR-3) p. 5</ref> ହେମୋଗ୍ଲୋବିନର ଏକ ଅତ୍ୟବଶ୍ୟକ ଅଂଶ ହେଉଛି ଲୌହ, ଫଳରେ ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ଅଂଶ କମିଯାଏ । ଆମେରିକୀୟ ଦେଶମାନଙ୍କରେ ସନ୍ତାନ ଜନ୍ମକ୍ଷମ ମହିଳାଙ୍କ ମଧ୍ୟରେ ୧୨ % ମହିଳାଙ୍କର ଲୌହ ଅଭାବ ଥାଏ, ଏହି ବୟସରେ ମାତ୍ର ୨ % ପୁରୁଷମାନଙ୍କର ଉକ୍ତ ଅଭାବ ଥାଏ । ଆଫ୍ରିକୀୟ ଆମେରିକା ଓ ମେକ୍‌ସିକୋ ଆମେରିକୀୟ ମହିଳାଙ୍କ ମଧ୍ୟରୁ ୨୦ % ମହିଳାଙ୍କର ଏହି ଅଭାବ ଥାଏ ।<ref>{{cite journal|title=Iron Deficiency --- United States, 1999--2000|journal=MMWR|date=October 11, 2002|volume=51|issue=40|pages=897–899|url=http://www.cdc.gov/mmwr/preview/mmwrhtml/mm5140a1.htm|accessdate=21 April 2012}}</ref> ଅନୁଶୀଳନରେ ଦେଖାଯାଇଛି ଆନିମିଆ ନ ଥିଲେ ମଧ୍ୟ କିଶୋରୀଙ୍କର ସ୍କୁଲରେ ପ୍ରଦର୍ଶନ ଓ ଆଇକ୍ୟୁ (IQ) କମ ଥାଏ ଯଦିଓ ଏହା ସାମାଜିକ ଅର୍ଥନୈତିକ କାରଣ ଯୋଗୁ ହୁଏ ।<ref name=halterman1>{{cite journal | author = Halterman JS, Kaczorowski JM, Aligne CA, Auinger P, Szilagyi PG | title = Iron Deficiency and Cognitive Achievement Among School-Aged Children and Adolescents in the United States | journal = Pediatrics | volume = 107 | issue = 6 | pages = 1381–1386 | year = 2001 | pmid = 11389261 | doi = 10.1542/peds.107.6.1381 }}</ref><ref name=mcgregor1>{{cite journal | author = Grantham-McGregor S, Ani C | title = Iron-Deficiency Anemia: Reexamining the Nature and Magnitude of the Public Health Problem | journal = J Nutr | volume = 131 | issue = 2 | pages = 649S–668S | year = 2001 | pmid = 11160596 | url = http://jn.nutrition.org/content/131/2/649S.full }}</ref> ଲୌହ ଅଭାବ ଏକ ପୃଥିବୀବ୍ୟାପି ସମସ୍ୟା । ଏହା ଦ୍ୱାରା ବେଳେବେଳେ ଓଠ କଣ ଫାଟିଯାଏ ଯାହାକୁ ଆଙ୍ଗୁଲାର ସ୍ଟୋମାଟାଇଟିସ କୁହାଯାଏ ।
* ଆମେରିକାରେ ଲୌହ ଅଭାବ ଆନିମିଆର ସବୁଠାରୁ ସାଧାରଣ କାରଣ ହେଉଛି ରକ୍ତକ୍ଷରଣ ବିଶେଷତଃ [[ପାକସ୍ଥଳୀଅନ୍ତନଳୀ]]ରୁ । ମଳ ଓକଲ୍ଟ ରକ୍ତ ପରୀକ୍ଷା, [[ଉର୍ଦ୍ଧ୍ୱ ଏଣ୍ଡୋସ୍କୋପି]] ଓ [[କଲୋନୋସ୍କୋପି|ନିମ୍ନ ଏଣ୍ଡୋସ୍କୋପି]] କରି ରକ୍ତ କ୍ଷରଣର ସଠିକ ସ୍ଥାନ ନିର୍ଣ୍ଣୟ କରାଯାଏ । ଅଧିକ ବୟସର ଲୋକଙ୍କର କଲୋନ ପଲିପ ବା କଲୋରେକ୍ଟାଲ ପଲିପ ବା [[କଲୋରେକ୍ଟାଲ କର୍କଟ]] ଯୋଗୁ ଏହି ରକ୍ତସ୍ରାବ ହୁଏ ।
* ପୃଥିବୀରେ ଲୌହ ଅଭାବ ଆନିମିଆର ସବୁଠାରୁ ଅଧିକ କାରଣ ପରଜୀବୀମାନଙ୍କଦ୍ୱାର ହୁଏ ଯଥା:- [[ଅଙ୍କୁଶକୃମି]], [[ଆମିବାୟାସିସ]], [[ସିସ୍ଟୋସୋମିଆସିସ]] ଓ [[ଟ୍ରାଇଚୁରିସ ଟ୍ରାଇଚୁରିଆ]] ସଂକ୍ରମଣ ।<ref>{{cite web|url=http://www.who.int/nutrition/publications/en/ida_assessment_prevention_control.pdf |title=Iron Deficiency Anaemia: Assessment, Prevention, and Control: A guide for programme managers |format=PDF |date= |accessdate=2010-08-24}}</ref>
ଲୌହ ଅଭାବ ଯୋଗୁ ମାଇକ୍ରୋସାଇଟିକ ଆନିମିଆ ଥିବା ସମ୍ଭାବନା [[ମେଞ୍ଜର ଇଣ୍ଡେକ୍ସ]] (ମିନ କୋଷ ଆୟତନ ହରଣ ଲୋହିତ ରକ୍ତ କଣିକା) ପରୀକ୍ଷାଦ୍ୱାରା ଜଣାଗଲେ ମଧ୍ୟ ଅଧିକ ପରୀକ୍ଷା ନିଧର୍ଯ୍ୟ କରିବାକୁ ଆବଶ୍ୟକ ହୁଏ ।
=== ମାକ୍ରୋସାଇଟିକ ===
 
== ଆଧାର ==