"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ରୋଗ ନିର୍ଣ୍ଣୟ: କେତେକ ତ‌ଥ୍ୟ ଇଂରାଜୀରେ ଥିବାରୁ ଲିଭେଇ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୧୬୧ କ ଧାଡ଼ି:
 
====ମାଇକ୍ରୋସାଇଟିକ====
ମାଇକ୍ରୋସାଇଟିକ ଆନିମିଆ ରୋଗ ହେମୋଗ୍ଲୋବିନ ସଂଶ୍ଳେଷଣ ତୃଟି ବା ଅଭାବ ହେଲେ ହୁଏ ।ଏହାର କେତେ ଗୁଡ଼ିଏ କାରଣ ଦିଆଗଲା:
* ହେମ ସଂଶ୍ଳେଷଣ ତୃଟି
** [[ଲୌହ ଅଭାବ ଆନିମିଆ]]- ମାଇକ୍ରୋସାଇଟିକ ସର୍ବଦା ନ ଥାଇପାରେ ।
* ଗ୍ଲୋବିନ ସଂଶ୍ଳେଷଣ ତୃଟି
** ଆଲଫା-, ଓ ବିଟା- [[ଥାଲାସେମିଆ]]
** ଏଚବିଇ ସିଣ୍ଡ୍ରୋମ (HbC syndrome)
** ଅନେକ ଅସ୍ଥିର (unstable) ହେମୋଗ୍ଲୋବିନ ରୋଗ ।
* ସିଡେରୋବ୍ଲାସ୍ଟିକ ତୃଟି
** ହେରେଡିଟାରି ସିଡେରୋବ୍ଲାସ୍ଟିକ ଆନିମିଆ
** ଆକ୍ୱାୟାର୍ଡ଼ ସିଡେରୋବ୍ଲାସ୍ଟିକ ଆନିମିଆ (ସୀସା ବିଷମୟ)
** ରେଭର୍ସିବ୍ଲ ସିଡେରୋବ୍ଲାସ୍ଟିକ ଆନିମିଆ
 
 
 
 
 
 
== ଆଧାର ==