"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୪୨ କ ଧାଡ଼ି:
=== ତିଆରି ବନାମ ନଷ୍ଟ ବା କ୍ଷତି ===
ସବୁଠାରୁ ଅଧିକ ପ୍ରାସଙ୍ଗିକ ବର୍ଗୀକରଣ ଏକାଧିକ ମାନ‌ଦଣ୍ଡକୁ ନେଇ କରାଯାଏ ବିଶେଷତଃ ରେଟିକୁଲୋସାଇଟ କାଉଣ୍ଟ ବା ହିସାବ । ଏହାଦ୍ୱାରା ଅଧିକ ତିଆରି ବା ଅଧିକ ନଷ୍ଟ/କ୍ଷତି ଜଣାଯାଏ । ନଷ୍ଟ/କ୍ଷତି ହୋଇଥିଲେ ପ୍ରାନ୍ତୀୟ ରକ୍ତ ସ୍ମିଅର(ପେରିଫାରାଲ ବ୍ଲଡ଼ ସ୍ମିଅର) ପରୀକ୍ଷାରେ ତୃଟି ଦେଖାଯାଏ ଯେପରିକି ଅଧିକ ଏଲଡିଏଚ ଥିଲେ ଜୀବକୋଷ ନଷ୍ଟ; କିମ୍ବା ରକ୍ତସ୍ରାବ ଚିହ୍ନ ଯେପରିକି ଗୁଆଇଆକ-ପଜିଟିଭ ଝାଡ଼ା, ଏକ୍ସ‌-ରେ ଦର୍ଶନ ଓ ଖୋଲା ରକ୍ତସ୍ରାବ ।
କାଇନେଟିକ ଦୃଷ୍ଟିକୋଣ ନୈଦାନିକ ଅନୁସାରେ ସବୁଠାରୁ ନିର୍ଭର‌ଯୋଗ୍ୟ ବର୍ଗୀକରଣ । ଏଥିରେ ଅନେକ ଗୁଡ଼ିଏ ପାରାମିଟର ଦେଖାଯାଏ ବିଶେଷତଃ ରକ୍ତ [[ରେଟିକୁଲୋସାଇଟ]] ଗଣନା ।
ସାଧାରଣ ବର୍ଗୀକରଣ ନିମ୍ନରେ ଦିଆଗଲା ।
{{familytree | | | | | | | | | A01 | | | | | | |A01=ଆନିମିଆ}}
{{familytree | | | | | | C01 | | | | C02 | | | |C01=[[ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ]] ଦେଖାଏ ଆନିମିଆରେ ସ୍ୱଳ୍ପ ତିଆରି ପ୍ରତିକ୍ରିୟା |C02=[[ରେଟିକୁଲୋସାଇଟ ପ୍ରୋଡକ୍‌ସନ ଇଣ୍ଡେକ୍ସ]] ଉପ‌ଯୁକ୍ତ ପ୍ରତିକ୍ରିୟା ଆନିମିଆ ନିମନ୍ତେ ଦେଖାଏ । = ହେମୋଲାଇସିସ ବା ରକ୍ତକ୍ଷୟ ଚାଲୁ ରହେ କୌଣସି ଲୋରକ ତିଆରି ସମସ୍ୟା ନ ଥାଇ }}
{{familytree | | E01 | | E02 | | E03 | |E01=ରକ୍ତକ୍ଷୟ ବା ହେମୋଲାଇସିସ ଥାଇ ମଧ୍ୟ କ୍ଲିନିକାଲ ଜ୍ଞାତବ୍ୟ ବିଷୟ ରହେନି:ନିର୍ମଳ ତିଆରି ସମସ୍ୟା ।|E02=କ୍ଲିନିକାଲ ନିସ୍କର୍ଷ '''ଓ''' ଅସାଧାରଣ ଏମସିଭି: ହେମୋଲାଇସିସ କିମ୍ବା କ୍ଷୟ '''ଓ''' କ୍ରନିକ ତିଆରି ସମସ୍ୟା *। |E03=କ୍ଲିନିକାଲ ନିସ୍କର୍ଷ '''ଓ''' ସାଧାରଣ ଏମସିଭି= '''ଆକ୍ୟୁଟ''' ହେମୋଲାଇସିସ ବା [[ଅସ୍ଥିମଜ୍ଜା]]ଦ୍ୱାରା ପୁନଃ ତିଆରି ପାଇଁ ସମୟ ଅଭାବ **।}}
{{familytree | | F01 | | F02 | | | F03 | | | | |F01=[[ମାକ୍ରୋସାଇଟିକ ଆନିମିଆ]] (ଏମସିଭି>୧୦୦)|F02=[[ନର୍ମୋସାଇଟିକ ଆନିମିଆ]] (୮୦<ଏମସିଭି<୧୦୦)|F03=[[ମାଇକ୍ରୋସାଇଟିକ ଆନିମିଆ]] (ଏମସିଭି<୮୦)}}
''*'' ''ଉଦାହାରଣ ସ୍ୱରୁପ ସିକ୍ଲ ସେଲ ଆନିମିଆ ସ‌ହିତ ଲୌହ ଅଭାବ; କ୍ରନିକ ପାକସ୍ଥଳୀ ରକ୍ତସ୍ରାବ ସ‌ହିତ ବି୧୨ ଓ ଫୋଲେଟ ଅଭାବ ଇତ୍ୟାଦି । <br>
''**'' ''ପୁନଶ୍ଚ ରେଟିକୁଲୋସାଇଟ ଗଣନା କରାଯାଏ: ଅଳ୍ପ ରେଟିକୁଲୋସାଇଟ ତିଆରି ଇଣ୍ଡେକ୍ସ, ସାଧାରଣ ଏମସିଭି ଓ ହେମୋଲାଇସିସ ବା ରକ୍ତକ୍ଷୟ ଦେଖାଯାଏ ଯଦି ଅସ୍ଥମଜ୍ଜା ଫେଲ ହେଉଥାଏ ବା କ୍ରନିକ ରୋଗ ଜନିତ ଆନିମିଆ ସ‌ହିତ ହେମୋଲାଇସିସ ବା ରକ୍ତକ୍ଷୟ । ''
ଆନିମିଆ ସ‌ହିତ ଏମସିଭି ସ୍କିମର ଆରମ୍ଭ :
{{familytree/start}}{{familytree | | | | | | | | | | | | A01 | | | | | | | | | A01=ଆନିମିଆ}}
{{familytree | | | | |,|-|-|-|-|-|-|-|+|-|-|-|-|-|-|-|.| |}}
{{familytree | | | | B01 | | | | | | B02 | | | | | | B03 | B01 = [[ମାକ୍ରୋସାଇଟିକ ଆନିମିଆ]] (MCV>100) | B02 = [[ନର୍ମୋସାଇଟିକ ଆନିମିଆ]] (MCV 80–100) | B03 = [[ମାଇକ୍ରୋସାଇଟିକ ଆନିମିଆ ]] (MCV<80)}}
{{familytree | | | | | | | | |,|-|-|-|^|-|-|-|.| | | | | |}}
{{familytree | | | | | | | | C01 | | | | | | C02 | | | | |C01=ଅଧିକ [[ରେଟିକୁଲୋସାଇଟ]] ଗଣନା|C02=ଅଳ୍ପ [[ରେଟିକୁଲୋସାଇଟ]] ଗଣନା}}
{{familytree/end}}
<br>
ପେରିଫେରାଲ ସ୍ମିଅର କେତେକ ମୂଲ୍ୟବାନ ସଙ୍କେତ ଦିଏ ଯଥା ଅସାଧାରଣ ଶ୍ୱେତ ରଲ୍ତ କଣିକା ଥିଲେ [[ଅସ୍ଥିମଜ୍ଜା]]ରେ କାରଣ ଥିବା ସନ୍ଦେହ କରାଯାଏ
 
====ମାଇକ୍ରୋସାଇଟିକ====
 
== ଆଧାର ==