"ପକ୍ଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଦେବୀ ପକ୍ଷ ପ୍ରସଙ୍ଗର ତଥ୍ୟ ମିଶାଗଲା
୮ କ ଧାଡ଼ି:
== ଅପରପକ୍ଷ ==
[[ହିନ୍ଦୁ ଧର୍ମ]] ପରମ୍ପରା ଅନୁଯାୟୀ [[ଆଶ୍ୱିନ]] [[ମାସ]] କୃଷ୍ଣପକ୍ଷ ପ୍ରତିପଦ ଠାରୁ ଅମାବାସ୍ୟା ପଯ୍ୟନ୍ତ 'ଅପରପକ୍ଷ' ବା 'ପିତୃପକ୍ଷ' ପାଳନ କରାଯାଏ ।
 
==ଦେବୀ ପକ୍ଷ ==
ଆଶ୍ଵିନ ଶୁକ୍ଳ ପକ୍ଷକୁ ‘ଦେବୀ ପକ୍ଷ' ମଧ୍ୟ କହାଯାଏ । ଏହି ପକ୍ଷରେ [[ନବରାତ୍ରି]] ଓ ଦୁର୍ଗା ପୂଜା ପାଳନ କରାଯାଏ ।<ref name=sambadepaper>{{cite news|title=ଦେବୀ ପକ୍ଷ|url=http://sambadepaper.com/epapermain.aspx?edcode=34&eddate=10/16/2015&querypage=2#|accessdate=16 October 2015|newspaper=Sambad|date=16 October 2015}}</ref>
 
=== ଧାର୍ମିକ ମହତ୍ତ୍ଵ ===
[[ମହାଳୟା]] ଅମାବାସ୍ୟା ଦିନ ପିତୃ ପକ୍ଷ ଶେଷ ହେବା ସହ ଏହି ପକ୍ଷ ଆରମ୍ଭ ହୁଏ । ଏହି ଦିନରେ ଦେବ, ଦେବୀମାନେ ମଧ୍ୟ ଦୁର୍ଗା ପୂଜା ଲାଗି ପ୍ରସ୍ତୁତି ଆରମ୍ଭ କରୁଥିବା ଏକ ହିନ୍ଦୁ ଧାମିକ ବିଶ୍ୱାସ । ଦେବୀ ପକ୍ଷର ପ୍ରଥମ ଦିନ ମାଆ ଦୁର୍ଗାଙ୍କର ପୃଥିବୀ ଯାତ୍ରା ଆରମ୍ଭ ହୁଏ । ପ୍ରଭୁ ରାମଚନ୍ଦ୍ରଙ୍କ ପୂର୍ବରୁ ଚୈତ୍ର ମାସରେ ମାଆଙ୍କ ପୂଜା କରାଯାଉଥିଲା, ଯାହା ବାସନ୍ତୀ ଦୂର୍ଗା ପୂଜା ଭାବେ ଏବେ ବି ପ୍ରଚଳିତ । ରାମଚନ୍ଦ୍ର ହିଁ ଶାରଦୀୟ ଦୂର୍ଗା ପୂଜା ଆରମ୍ଭ କରିଥିଲେ। ଲଙ୍କାନରେଶ ରାବଣଙ୍କ ଉପରେ ବିଜୟ ପ୍ରାପ୍ତି ପାଇଁ ସେ ଅସମୟରେ ଦୂର୍ଗାଙ୍କୁ ଆବାହନ କରିଥିଲେ । ତେଣୁ, ଶାରଦୀୟ ଦୁର୍ଗା ପୂଜାକୁ ‘ଅକାଳ ବୋଧନ’ ମଧ୍ୟ କହାଯାଏ ।
 
== ଆଧାର ==
"https://or.wikipedia.org/wiki/ପକ୍ଷ"ରୁ ଅଣାଯାଇଅଛି