"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଅଧିକ ତ‌ଥ୍ୟ ଦିଆଗଲା
(ଅଧିକ ତ‌ଥ୍ୟ ଦିଆଗଲା)
(ଅଧିକ ତ‌ଥ୍ୟ ଦିଆଗଲା)
==ରୋଗ ନିର୍ଣ୍ଣୟ==
[[File:Iron deficiency anemia.jpg|thumb|Peripheral blood smear microscopy of a patient with [[ଲୌହ ଅଭାବ ଆନିମିଆ]]]]
[[ସମ୍ପୁର୍ଣ୍ଣ ରକ୍ତ ଗଣନା]]([[complete blood count]]) ଆଧାରରେ ଆନିମିଆ ରୋଗ ନିର୍ଣ୍ଣୟ କରାଯାଏ ।ଲୋହିତ ରକ୍ତ କଣିକା ସଂଖ୍ୟା ନିର୍ଣ୍ଣୟ ଓ ହେମୋଗ୍ଲୋବିନ ପରିମାନ ସ‌ହିତ [[ଅଟୋମେଟେଦ ଆନାଲାଇଜର|ଅଟୋମେଟିକ କାଉଣ୍ଟର]]ରେ [[ଫ୍ଲୋ ସାଇଟୋମେଟ୍ରି]] ସାହାଯ୍ୟରେ ଲୋହିତ ରକ୍ତ କଣିକାର ଆକାରର ମାପ ନେଇ ଆନିମିଆର କାରଣ ଜାଣିହୁଏ । ଯେଉଁ ସ୍ଥାନରେ ଏହିଭଳି ଯନ୍ତ୍ରର ସୁବିଧା ନାହିଁ, ସେଠାରେ ରକ୍ତ ସ୍ମିଅର ନେଇ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯାଏ ।
 
ଆଧୁନିକ କାଉଣ୍ଟରରେ ୪ଟି ମାନ‌ଦଣ୍ଡ ନିଆଯାଏ: ଲୋହିତ ରକ୍ତ କଣିକା ସଂଖ୍ୟା, ହେମୋଗ୍ଲୋବିନ ଗାଢ଼ତା, ଏମସିଭି ଓ ଆରଡିଡବ୍ଲ୍ୟୁ ମାପ କରାଯାଏ ଓ ବୟସ ତ‌ଥା ଲିଙ୍ଗ ଅନୁପାତରେ ମାନ‌କ ଥିବା ସଂଖ୍ୟା ସ‌ହ ତୁଳନା କରାଯାଏ ।
{| class="wikitable"
|+ ଅନିମିଆ ନିମନ୍ତେ ଡବ୍ଲ୍ୟୁଏଚଓ ସୀମାରେଖା ।<ref>{{cite book |author=World Health Organization |title=Worldwide prevalence of anaemia 1993–2005 |year=2008 |isbn=978-92-4-159665-7 |url=http://whqlibdoc.who.int/publications/2008/9789241596657_eng.pdf |accessdate=2009-03-25 |publisher=World Health Organization |location=Geneva| archiveurl= https://web.archive.org/web/20090312111339/http://whqlibdoc.who.int/publications/2008/9789241596657_eng.pdf| archivedate= 12 March 2009 <!--DASHBot-->| deadurl= no}}</ref>
(୧&nbsp;ଗ୍ରା/ଡେଳି&nbsp;=&nbsp;୦.୬୨୦୬&nbsp;ମିମୋଲ/ଲି)
|-
! ବୟସ ବା ଲିଙ୍ଗ ଦଳ
! ହେମୋଗ୍ଲୋବିନ ସୀମାରେଖା (ଗ୍ରା/ଡେଲି)
! ହେମୋଗ୍ଲୋବିନ ସୀମାରେଖା (ମିମୋଲ/ଲି)
|-
| ପିଲା (୦.୫–୫.୦ ବର୍ଷ)
| ୧୧.୦
| ୬.୮
|-
| ପିଲା (୫–୧୨ ବର୍ଷ)
| 11.5
| 7.1
|-
| Teens (12–15 yrs)
| 12.0
| 7.4
|-
| Women, non-pregnant (>15yrs)
| 12.0
| 7.4
|-
| Women, pregnant
| 11.0
| 6.8
|-
| Men (>15yrs)
| 13.0
| 8.1
|}
 
 
 
 
 
== ଆଧାର ==
୧୧,୩୭୭

ଗୋଟି ସମ୍ପାଦନା