"ଲଳିତଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
No edit summary
୬୧ କ ଧାଡ଼ି:
{{BuddhasHolySites}}
''' ଲଲିତଗିରି ''' (ନଳିତଗିରି ନାମରେ ମଧ୍ୟ ଜଣା) [[ଓଡ଼ିଶା]]ର କେତେକ ମୁଖ୍ୟ ଓ ପୁରାତନ [[ବୌଦ୍ଧ ବାଦ|ବୌଦ୍ଧ]] [[ସ୍ତୂପ]] ଓ [[ବିହାର]]ର ସମାହାର । ଏହା [[ଓଡ଼ିଶା]]ର [[ରତ୍ନଗିରି]] ଭଳି ଏକ ପୁରାତନ କୀର୍ତ୍ତିରାଜି । ଲଳିତଗିରି, [[ଉଦୟଗିରି]] ଓ [[ରତ୍ନଗିରି]] ପୁରାତନ [[ପୁଷ୍ପଗିରି ବିଶ୍ଵବିଦ୍ୟାଳୟ]]ର ଏକ ଅଂଶ । ପୁରାତନ ଅନୁଶାସନ ଅନୁସାରେ ଏହାର ଐତିହାସିକ ନାମ ମାଧବପୁର ମହାବିହାର ଥିଲା । <ref> http://asi.nic.in/asi_exca_2005_orissa.asp [[ଭାରତୀୟ ପ୍ରତ୍ନତାତ୍ଵିକ ସର୍ଭେ|ଏ.ଏସ.ଆଇ.]]<!--[[Archaeological Survey of India|A.S.I.]]--></ref>
 
 
[[ଗୌତମ ବୁଦ୍ଧ]]ଙ୍କ ଅସ୍ଥି-ସମ୍ବଳିତ ଏକ ପୁରାତନ ଆଧାର ରଖାଯାଇ ଏକ ଜାଦୁଘର ଏଠାରେ ନିର୍ମାଣ କରାଯାଇଅଛି । ତାହା ସହ ବାକି ଅନେକ ପ୍ରତ୍ନତତ୍ତ୍ଵିକ ବସ୍ତୁ ମଧ୍ୟ ଏଠାରେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଅଛି । ୧୯୮୫-୯୨ ଭିତରେ ଏହା [[ଭାରତୀୟ ପ୍ରତ୍ନତାତ୍ଵିକ ସର୍ଭେ|ଏ.ଏସ.ଆଇ.]] ଦେଇ ବହୁଭାବରେ ଖନନ କରାଯାଇଥିଲା । ଏଥିରୁ ଏକ ବିଶାଳ ସ୍ତୂପର ଅବଶେଷ, ଖୋଣ୍ଡାଲାଇଟ, ଷ୍ଟାଲାଇଟ, ସୁନା ଓ ରୂପରେ ତିଆରି ପୁରାତନ ଆଧାର ଆଦି ଏଠାରୁ ମିଳିଅଛି ।<!--khondalite, [[steatite]]--> <ref>[http://www.inewsone.com/2011/04/25/buddhist-relics-to-be-housed-in-orissa-museum/45830 Buddhist relics to be housed in Orissa Museum]</ref>
"https://or.wikipedia.org/wiki/ଲଳିତଗିରି"ରୁ ଅଣାଯାଇଅଛି