"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୯ କ ଧାଡ଼ି:

ଏହି ରୋଗ ସହଜରେ ଧରା ପଡେ ନାହିଁ । ଏହାର ଲକ୍ଷଣ ଅତି କମ ଥାଏ ବା ଅସ୍ପଷ୍ଟ ଥାଏ । ଏହାର କାରଣ ଅନୁସାରେ ଲକ୍ଷଣ ଦେଖାଯାଏ ବା ରୋଗର ନିଜ ଲକ୍ଷଣ ପ୍ରକାଶ ପାଏ ।

ସାଧାରଣତଃ ଦୂର୍ବଳତା, ଥକ୍କା ଲାଗିବା, ଦେହ ଘୋଳି ହେବା, ଓ ମନ ନ ଲାଗିବା ଏହି ରୋଗର ଲକ୍ଷଣ । ଅଳ୍ପ ପରିଶ୍ରମ କଲେ [[ଅଣନିଶ୍ଵାସି]] (dyspnea) ଲାଗେ । ଅତ୍ୟଧିକ ଆନିମିଆ ଥିଲେ ସ୍ଵଳ୍ପ [[ଅମ୍ଳଜାନ]] ବହନ ଶକ୍ତିକୁ ଭରଣା କରିବା ନିମନ୍ତେ ହୃତପିଣ୍ଡ ଅଧିକ ରକ୍ତ ସରବରାହ କରେ । ଏଥି ଯୋଗୁ ଛାତି ଧଡ଼ଧଡ଼ ହୁଏ, ଆଗରୁ ହୃଦରୋଗ ଥିଲେ [[ଆଞ୍ଜିନା]] ହୁଏ ରହି ରହି [[କ୍ଲଡିକେସନ ହୁଏ]] ଓ [[ହୃଦଘାତ]] ଲକ୍ଷଣ ପ୍ରକାଶ ପାଏ ।

ରୋଗୀର [[ଚମ]], ମ୍ୟୁକୋସା([[Mucosa]]), ଆଖି ପତାର ଭିତର ପାଖ ([[Conjunctiva]]) ଓ [[ନଖ]] ଇତ୍ୟାଦି ଶେତା ଦେଖାଯାଏ । ଲୌହ ଅଭାବ ଜନିତ ଆନିମିଆ ଥିଲେ ନଖରେ କଏଲନିକିଆ ( [[koilonychia]]) ଦେଖାଯାଏ । ଅତ୍ୟଧିକ ରକ୍ତ କଣିକା ନଷ୍ଟ ହେଉଥିଲେ [[ହଳଦିଆ କାମଳ]] ବା [[ଜଣ୍ଡିସ]] ହୁଏ । [[ସିକ୍ଲ ସେଲ ଆନିମିଆ]], [[ଥାଲାସେମିଆ]] ଓ [[ହେମୋଲାଇଟିକ ଆନିମିଆ]]ରେ [[ରକ୍ତ କଣିକା]] ନଷ୍ଟ ହୋଇ ଜଣ୍ଡିସ ହୁଏ ।

ଅତ୍ୟଧିକ ଆନିମିଆ ଥିଲେ ଦୃତ ହୃତପିଣ୍ଡ ଗତି ହୁଏ, ନାଡ଼ି ଫୁଲି ଉଠେ, ହୃତପିଣ୍ଡରୁ ମର୍‌ମର୍ ([[Murmur]], ଏକ ପ୍ରକାର ଶବ୍ଦ) ଶୁଣାଯାଏ, ନିଳୟ ବଡ ହୋଇଯାଏ ଓ ହୃତପିଣ୍ଡ ବନ୍ଦ ହୋଇଯାଏ ।

ପିଲାମାନଙ୍କର ସ୍ଥାୟୀ ଆନିମିଆ ଥିଲେ [[ସ୍ନାୟୁ]] ସଠିକ ଭାବେ ତିଆରି ନ ହୋଇ ପାରି ବ୍ୟବ‌ହାରିକ ଗୋଳମାଳ ହୁଏ, ସ୍କୁଲରେ ଶିକ୍ଷା ଗ୍ରହଣ ଶକ୍ତି କମିଯାଏ ଓ ପରୀକ୍ଷା ଫଳ ଭଲ ହୁଏ ନାହିଁ । ଲୌହ ଅଭାବ ଆନିମିଆରେ ରେସ୍ଟଲେସ ଲେଗ ସିଣ୍ଡ୍ରୋମ ଅଧିକ ଦେଖାଯାଏ ।

== କାରଣ ==
ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି [[ହେମୋଲାଇଟିକ ଆନିମିଆ]]ରେ ହୁଏ ।), ୩. [[ରକ୍ତ କ୍ଷୟ]] ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ ଯଦି ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ ]] ନ ଥାଏ ଓ ଏହା ସାଧାରଣତଃ ଲୌହ ଅଭାବ ଯୋଗୁ ହୁଏ ।<ref>[http://www.nhlbi.nih.gov/health/dci/Diseases/anemia/anemia_causes.html National Heart Lung and Blood Institute > What Causes Anemia?] Retrieved on June 9, 2010</ref>) ଯୋଗୁ ଅଧିକାଂଶ ଆନିମିଆ ହୁଏ ।

=== ତୃଟିଯୁକ୍ତ ତିଆରି ===
*ସ୍ଟେମ ସେଲ ବିକାଶ ବେଳେ ଓ ଭିନ୍ନ କୋଷ ତିଆରି ବେଳେ ହେଉଥିବା ରୋଗ ସମୂହ ।

Line ୫୬ ⟶ ୫୭:
=== ଅତ୍ୟଧିକ ନଷ୍ଟ ===
ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ [[ହେମୋଲାଇଟିକ ଆନିମିଆ]] କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା [[କାମଳ]] ସହ [[ଲାକ୍ଟେଟ ଡିହାଡ୍ରୋଜେଜେନ]] ପରିମାଣ ବୃଦ୍ଧି ପାଏ ।

* ଲୋହିତ ରକ୍ତ କଣିକା ଆଭ୍ୟନ୍ତରିଣ ଅବ୍ୟବସ୍ଥା<ref> Jump up to: a b c d e f g h i j k l m n o p q r s t u v w x y z aa Table 12-1 in: Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson. Robbins Basic Pathology. Philadelphia: Saunders. ISBN 1-4160-2973-7. 8th edition.</ref>: ଏହା ଦ୍ଵାରା କଣିକାଗୁଡିକ ସମୟ ପୂର୍ବରୁ ନଷ୍ଟ ହୋଇଯାଏ । [[ପାରୋକ୍ସିମାଲ ନୋକ୍ଚରନାଲ ହେମୋଗ୍ଲୋବିନୁରିଆ]] ବ୍ୟତିତ ଅନ୍ୟ ରୋଗ ସବୁ ବଂଶାନୁକ୍ରମିକ ଜେନେଟିକ ରୋଗ<ref name=Robbins432>Kumar, Vinay; Abbas, Abul K.; Fausto, Nelson; & Mitchell, Richard N. (2007). ''Robbins Basic Pathology'' (8th ed.). Saunders Elsevier. p. 432 ISBN 978-1-4160-2973-1</ref>
** [[ହେରେଡିଟାରି ସ୍ଫିରୋସାଇଟୋସିସ]]: ଏହି ରୋଗରେ କଣିକାର ବାହାର ଆସ୍ତରଣ ଠିକ୍ ନ୍ ଥାଏ, ଏଣୁ ପ୍ଲିହା ଦ୍ଵାରା ଲୋହିତ ରକ୍ତ କଣିକା ସମସ୍ତଖଣ୍ଡ ଖଣ୍ଡ ହୋଇ ନଷ୍ଟ ହୋଇଯାଏ ।

** [[ହେରେଡିଟାରି ଏଲିପ୍ଟୋସାଇଟୋସିସ]]<ref name=Robbins12-1/>: ଆସ୍ତରଣ ପ୍ରୋଟିନ ଠିକ ନ ଥାଏ ।

** ଆବିଟାଲାପୋପ୍ରିଟିନେମିଆ[[ଆବିଟାଲିପ୍ରୋଟିନେମିଆ]]<ref name=Robbins12-1/>: ଆସ୍ତରଣ ଲିପିଡ ଖରାପ ଥାଏ ।

** ଏଞ୍ଜାଇମ ଅଭାବ

*** [[ପାଇରୁଭେଟ କାଇନେଜ]][[ହେକ୍ସୋକାଇନେଜ]] ଅଭାବ ଯୋଗୁ ଗ୍ଲାଇକୋଲାଇସିସ ହୋଇପାରେ ନାହିଁ ।

*** [[ଗ୍ଲୁକୋଜ ୬ ଫସଫେଟ ଡିହାଇଡ୍ରୋଜେନେଜ ଅଭାବ]][[ଗ୍ଲୁଟାଥାୟୋନିନ୍ ସିନଥେଟେଜ୍]] ଅଭାବ<ref name=Robbins12-1/> ଯୋଗୁ ଅକ୍ସିଡେଟିଭ ସ୍ଟ୍ରେସ ଅଧିକ ହୁଏ ।

** ହେମୋଗ୍ଲୋବିନୋପାଥିଜ

*** [[ସିକ୍ଲ ସେଲ ଆନିମିଆ]]<ref name=Robbins12-1/>

*** ହେମୋଗ୍ଲୋବିନୋପାଥିଜ୍ ଯୋଗୁ ଅସନ୍ତୁଳିତ ହେମୋଗ୍ଲୋବିନ ଥାଏ ।<ref name=Robbins12-1/>

** [[ପାରୋକ୍ସିସମାଲ ନୋକ୍ଚରନାଲ ହେମୋଗ୍ଲିନୁରିଆହେମୋଗ୍ଲୋବିନୁରିଆ]]<ref name=Robbins12-1/>

== ଆଧାର ==