"ରକ୍ତହୀନତା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
→‎ତୃଟିଯୁକ୍ତ ତିଆରି: ଅଧିକ ତ‌ଥ୍ୟ ଦିଆଗଲା
୩୬ କ ଧାଡ଼ି:
ଆନିମିଆ ହେବାର ମୋଟାମୋଟି ୪ଟି କାରଣ ଅଛି : ୧. ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଲୋ.ର.କ)ତିଆରି, ୨. ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ (ଯେପରିକି [[ହେମୋଲାଇଟିକ ଆନିମିଆ]]ରେ ହୁଏ ।), ୩. [[ରକ୍ତ କ୍ଷୟ]] ଓ ୪. ଅତ୍ୟଧିକ ତରଳ ପଦାର୍ଥ ଶୀରାରେ ପ୍ରବେଶ କରେଇ ଦେବା (Hypervolemia) । ଏମାନଙ୍କ ମଧ୍ୟରୁ କେତେକ କାରଣ ମିଳିମିଶି ମଧ୍ୟ ଆନିମିଆ କରନ୍ତି । ରକ୍ତ କ୍ଷୟ ଜନିତ ଆନିମିଆ ଦୀର୍ଘ ସ୍ଥାୟୀ ନୁହେଁ । ତୃଟିଯୁକ୍ତ ଲୋହିତ ରକ୍ତ କଣିକା (ଯଥା [[ଲୌହ ଅଭାବ ]]<ref>[http://www.nhlbi.nih.gov/health/dci/Diseases/anemia/anemia_causes.html National Heart Lung and Blood Institute > What Causes Anemia?] Retrieved on June 9, 2010</ref>) ଯୋଗୁ ଅଧିକାଂଶ ଆନିମିଆ ହୁଏ ।

=== ତୃଟିଯୁକ୍ତ ତିଆରି ===
*ସ୍ଟେମ ସେଲ ସଂଖ୍ୟା ବଢେଇବାବିକାଶ ବେଳେ ଓ ଭିନ୍ନ କୋଷ ତିଆରି ବେଳେ ହେଉଥିବା ରୋଗ ସମୂହ ।

** ବିଶୁଦ୍ଧ ତୃଟି ପୂର୍ଣ୍ଣସମ୍ପର୍ଣ୍ଣ ଲୋହିତ ରକ୍ତ କଣିକା<ref name=Robbins12-1>Table 12-1 in: {{cite book |author=Mitchell, Richard Sheppard; Kumar, Vinay; Abbas, Abul K.; Fausto, Nelson |title=Robbins Basic Pathology|publisher=Saunders|location=Philadelphia |year= |pages= |isbn=1-4160-2973-7 |oclc= |doi=}} 8th edition.</ref>

** [[ଆପ୍ଲାସ୍ଟିକ ଆନିମିଆ]]<ref name=Robbins12-1/>: ଏହାଏଥିରେ ସବୁ ପ୍ରକାର ରକ୍ତ କଣିକାକଣିକାରେ କ୍ଷତିତୃଟି କରେଥାଏ । [[ଫାଙ୍କୋନି ସିଣ୍ଡ୍ରୋମ]] ଏକ ବଂଶଗତ ରୋଗ ଓ ଏଥିରେ ରେ ଆପ୍ଲାସ୍ଟିକ ଆନିମିଆ ସହ ଅନ୍ୟାନ୍ୟ ଲକ୍ଷଣ ଥାଏ ।

** ବୃକ୍‌କ ବିଫଳତା ଆନିମିଆ<ref name=Robbins12-1/> (Kidney failure): ସ୍ଵଳ୍ପ [[ଏରିଥ୍ରୋପଏଟିନ]] ତିଆରି ଯୋଗୁ ।

** ଅନ୍ତସ୍ରାବୀ ଗ୍ରନ୍ଥି ତୃଟି
** ବିନ୍ଦୁ ଦିଆ ତାଲିକା ବସ୍ତୁ
*[[ଏରିଥ୍ରୋବ୍ଲାଷ୍ଟ]] ସଂଖ୍ୟ ବୃଦ୍ଧି ଓ ପୂର୍ଣ୍ଣାଙ୍ଗ ପ୍ରାପ୍ତି ସମୟରେ ତୃଟି ।

** [[ପର୍ଣ୍ଣିସିଅସ ଆନିମିଆ]] (ଭିଟାମିନ ବି୧୨ ଅଭାବ)

Line ୪୯ ⟶ ୪୮:
** [[ଥାଲାସେମିଆ]]

** [[କନଜେନିଟାଲ ଡିସଏରିଥ୍ରୋପଏଟିକ ଆନିମିଆ]]

** ବୃକ୍‌କ ବିଫଳତା ଆନିମିଆ: ତୃଟି ପୂର୍ଣ୍ଣ ସ୍ଟେମ ସେଲ ତୃଟିତିଆରି ପୂର୍ଣ୍ଣହୁଏ କାମ

* ତୃଟିପୂର୍ଣ୍ଣ ଲୋହିତ ରକ୍ତ କଣିକା ତିଆରିରତିଆରି ଅନ୍ୟାନ୍ୟ ଅସୁବିଧା

** [[ମାଏଲଫଥିସିକ ଆନିମିଆ]] ଏକ ଗମ୍ଭୀର ଧରଣର ଆନିମିଆ ଯାହା ମାଲିଗନାଣ୍ଟ ଅର୍ବୁଦ ବା ଗ୍ରାନୁଲୋମା ଦ୍ୱାରା ଅସ୍ଥିମଜ୍ଜା ନଷ୍ଟ ହେବା ଯୋଗୁ ହୁଏ ।

** [[ମାଏଲଫଥିସିକ ଆନିମିଆ]]

**[[ମାଏଲୋବ୍ଳାସ୍ଟିକମାଏଲୋଡିସପ୍ଲାସ୍ଟିକ୍ ସିଣ୍ଡ୍ରୋମ]]

**[[ସ୍ଥାୟୀ ପ୍ରଦାହ ଜନିତ ଆନିମିଆ]]

=== ଅତ୍ୟଧିକ ନଷ୍ଟ ===
ଅତ୍ୟଧିକ ଲୋହିତ ରକ୍ତ କଣିକା ନଷ୍ଟ ହୋଇ ଯେଉଁ ଆନିମିଆ ହୁଏ ତାହାକୁ [[ହେମୋଲାଇଟିକ ଆନିମିଆ]] କୁହାଯାଏ । ଏହି ଅବସ୍ଥାରେ ଜଣ୍ଡିସ ବା [[କାମଳ]] ସହ [[ଲାକ୍ଟେଟ ଡିହାଡ୍ରୋଜେଜେନ]] ପରିମାଣ ବୃଦ୍ଧି ପାଏ ।