"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଉଇକିକରଣ
ଟିକେNo edit summary
୬ କ ଧାଡ଼ି:
* '''ଅତି ପରିଚୟେ ସମ୍ମାନ ହାନୀ''' -
* '''ଯା ପିଲାକୁ ସାପ କାମୁଡିଥାଏ ତା ମା ପାଳ ଦଉଡି ଦେଖିଲେ ଡରେ''' -
* '''ଅଣ୍ଟିଛୁରୀ ତଣ୍ଟି କାଟେ''' -
* '''ଅନ୍ଧ ଦେଶେ ଗଲି ଦର୍ପଣ ବିକି''' -
* '''ଅନ୍ଧାରରେ ବାଡି ବୁଲାଇବା''' -
* '''ଅଭାବେ ସ୍ଵଭାବ ନଷ୍ଟ''' -
* '''ଅତି ଲେମ୍ବୁ ଚିପୁଡିଲେ ପିତା''' -
* '''ଅରକ୍ଷିତକୁ ଦଇବ ସାହା''' -
* '''ଅଳ୍ପ ବିଦ୍ୟା ଭୟଙ୍କରୀ''' - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
* '''ଗରଜିଲା ମେଘ ବରଷେ ନାହିଁ''' - ଅତ୍ୟଧିକ ଗର୍ଜ୍ଜନ/ପାଟି କରୁଥିବା ବ୍ୟକ୍ତି କିଛି କରିପାରେ ନାହିଁ ।
* '''ଗରିବ ମାଇପ ସବୁରି ଶାଳୀ''' -
* '''ଗାଁ ପରିମଳ ଧୋବା ତୁଠରୁ''' -
* '''ଗାଁ କନିଆ ସିଂଘାଣୀନାକୀ''' -
* '''ଗାଇକୁ ମାଇଲେ ମଲି, ଗାଇ ମାଇଲେ ମଲି''' -
* '''ଗୋଦରା କୋଡେ ଯେତେ ମାଡେ ସେତେ''' -
* '''ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ''' -
* '''ଘର ଢିଙ୍କି କୁମ୍ଭୀର''' - ନିଜ ଲୋକ ନିଜର ଶତ୍ରୁ ହେବା
* '''ଘୁଷୁରୀକୁ ପାଚିଲା କଦଳୀ ଗନ୍ଧାଏ''' -
* '''ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ''' - ପ୍ରକୃତି କେବେ ବଦଳେ ନାହିଁ
* '''ଚକେ ଗଲେ ବାରହାତ''' -
* '''ଚାଲୁଣୀ କହୁଚି ଛୁଞ୍ଚିକୁ''' -
 
=== ପୌରାଣିକ ===
* '''ଅତି ଗର୍ବେ ହତ ଲଙ୍କା''' -
* '''କୋପେ ବର ନ ହେଲେ ତପେ ବର''' -
* '''ଅତିରୁ ଇତି''' -
* '''ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ''' -
* '''ଝିମିଟି ଖେଳରୁ ମହାଭାରତ''' -
 
=== କିମ୍ବଦନ୍ତୀ ତଥା ଉପାଖ୍ୟାନ ===
* '''ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ''' -
* '''ତିନି ତୁଣ୍ଡରେ ଛେଳି କୁକୁର''' -
 
=== ଲୋକକଥା ===
* '''ଓଧ ସଙ୍ଗେ ଭୁଆଁ ବିରାଡି ବାଇ''' -ଚତୁର ବ୍ୟକ୍ତି ସହ ବୋକା ଲୋକ ବନ୍ଧୁତାସ୍ଥାପନ କରି ବିପଦରେ ପଡିବା ।
* '''ଅକାଳେ ଗୋଦରି କଲା ବେଉସା ,ଲାଭ ଖାଇଗଲା ଚୁଟିଆ ମୁଷା''' -ବ୍ୟବସାୟ ବାବଦରେ କିଛି ନ ଜାଣି ହଠାତ୍‌ ବ୍ୟବସାୟ କରି କ୍ଷତି ସହିବା ।
* '''ଅତି ଅଲାଜୁକ ନାଚିଯାଏ, ଅତି ପୋଡାମୁହାଁ ଗୀତଗାଏ''' - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା
 
କିଛି ଓଡ଼ିଆ ଢଗ ଢମାଳିର (ସେଗୁଡିକର ସଂକ୍ଷିପ୍ତ ଅର୍ଥ ସହ) ଏକ ଅସଂପୂର୍ଣ୍ଣ ତାଲିକା ହେବ ଏହିଭଳି ।<ref name=nuaodisha>{{cite web|title=ଓଡିଆ ଢଗ ଧମାଳି|url=http://www.nuaodisha.com/Odia-Dhaga-Dhamali-1.aspx|accessdate=2 November 2015}}</ref><ref name=odiaproverb>{{cite web|title=Common Odia Proverbs with their meaning|url=http://www.odiasantabanta.in/p/odia-dhaga-dhamali.html|accessdate=2 November 2015}}</ref><ref name=seshnag>{{cite web|title=Odia Proverb|url=http://www.filespump.net/15664630/Common-odia-proverbs-and-their-respective-english-meaning-pdf/|accessdate=2 November 2015}}</ref>
* '''ଅତି ଭକ୍ତି ଚୋର ଲକ୍ଷଣ''' -
* '''ଅତିରୁ ଇତି''' -
* '''ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ ସହିତ''' -
* '''ଅକାଳେ ଗୋଦରି କଲା ବେଉସା ,ଲାଭ ଖାଇଗଲା ଚୁଟିଆ ମୁଷା''' -ବ୍ୟବସାୟ ବାବଦରେ କିଛି ନ ଜାଣି ହଠାତ୍‌ ବ୍ୟବସାୟ କରି କ୍ଷତି ସହିବା ।
* '''ଅଣ୍ଟିଛୁରୀ ତଣ୍ଟି କାଟେ''' -
* '''ଅନ୍ଧ ଦେଶେ ଗଲି ଦର୍ପଣ ବିକି''' -
* '''ଅନ୍ଧାରରେ ବାଡି ବୁଲାଇବା''' -
* '''ଅଭାବେ ସ୍ଵଭାବ ନଷ୍ଟ''' -
* '''ଅତି ଲେମ୍ବୁ ଚିପୁଡିଲେ ପିତା''' -
* '''ଅରକ୍ଷିତକୁ ଦଇବ ସାହା''' -
* '''ଅଳ୍ପ ବିଦ୍ୟା ଭୟଙ୍କରୀ''' - କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ଭୟଙ୍କର ପରିଣାମ ମିଳେ ।
* '''ଅତି ଅଲାଜୁକ ନାଚିଯାଏ, ଅତି ପୋଡାମୁହାଁ ଗୀତଗାଏ''' - ନିଜର ଭୁଲକୁ ଠିକ୍‌ ବୋଲି ଦର୍ଶାଇ ଆନନ୍ଦିତ ହେବା
* '''ଆକାଶ କଇଁଆ, ଚିଲିକା ମାଛ''' -
* '''ଆ ବଳଦ ମୋତେ ବିନ୍ଧ୍‌''' -
Line ୫୬ ⟶ ୭୦:
* '''ଖଜୁରୀ ଗଛର କି ଗୁଣ ଗାଇବି ସେ ତ ମୂଳରୁ ପାହାଚ ପାହାଚ''' -
* '''ଗୋଦରା କୋଡେ ଯେତେ ମାଡେ ସେତେ''' -
* '''ଗରଜିଲା ମେଘ ବରଷେ ନାହିଁ''' - ଅତ୍ୟଧିକ ଗର୍ଜ୍ଜନ/ପାଟି କରୁଥିବା ବ୍ୟକ୍ତି କିଛି କରିପାରେ ନାହିଁ ।
* '''ଗରିବ ମାଇପ ସବୁରି ଶାଳୀ''' -
* '''ଗାଁ ପରିମଳ ଧୋବା ତୁଠରୁ''' -
* '''ଗାଁ କନିଆ ସିଂଘାଣୀନାକୀ''' -
* '''ଗାଇକୁ ମାଇଲେ ମଲି, ଗାଇ ମାଇଲେ ମଲି''' -
* '''ଗୋଦରା କୋଡେ ଯେତେ ମାଡେ ସେତେ''' -
* '''ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ''' -
* '''ଘର ଢିଙ୍କି କୁମ୍ଭୀର''' - ନିଜ ଲୋକ ନିଜର ଶତ୍ରୁ ହେବା
* '''ଘୁଷୁରୀକୁ ପାଚିଲା କଦଳୀ ଗନ୍ଧାଏ''' -
* '''ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ''' - ପ୍ରକୃତି କେବେ ବଦଳେ ନାହିଁ
* '''ଚକେ ଗଲେ ବାରହାତ''' -
* '''ଚାଲୁଣୀ କହୁଚି ଛୁଞ୍ଚିକୁ''' -
* '''ଚୋର ମନ ଗଣ୍ଠିରେ''' -
* '''ଚିହ୍ନା ବ୍ରାହ୍ମଣର ପଇତା ଲୋଡା ନାହିଁ''' -
* '''ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ''' - ଜାଣିଶୁଣି ନ ଜାଣିଲା ପରି ବ୍ୟବହାର କରିବା
* '''ଚାଲି ନ ଜାଣି ବାଟର ଦୋଷ''' -କାମ ନ ଜାଣି ଅନ୍ୟକୁ ଦୋଷ ଦେବା ।
* '''ଝିମିଟି ଖେଳରୁ ମହାଭାରତ''' -
* '''ଝିଣ୍ଟିକା ମାରି ବଣି ପୋଷିବା''' -
* '''ଢିଙ୍କି ସ୍ଵର୍ଗକୁ ଗଲେ ବି ଧାନ କୁଟେ''' -
* '''ତଳ ବରଡା ଖସୁଛି, ଉପର ବରଡା ହସିଛି, ମଝି ବରଡା ଥାଇ କହୁଛି, ତୋ ବେଳକାଳ ଆସୁଛି''' -
* '''ତିଳକୁ ତାଳ କରିବା''' -
* '''ତିନି ତୁଣ୍ଡରେ ଛେଳି କୁକୁର''' -
* '''ତୁଳସୀ ଦୁଇ ପତ୍ରରୁ ବାସେ''' - ପିଲାଟି ଦିନରୁ ବ୍ୟକ୍ତିର ଭଲଗୁଣ ବାରି ହୋଇପଡେ ।
* '''ଦୀପ ତଳ ଅନ୍ଧାର''' -
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି