"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଉଇକିକରଣ
୧ କ ଧାଡ଼ି:
{{Lead too short}}
{{Sections}}
== ଇତିହାସ ==
ଓଡ଼ିଆ ସମାଜିକ ଚାଲିଚଲଣିରେ ଅକ୍ଷେପ, ଉପଦେଶ, ମନ୍ତବ୍ୟ ପାଇଁ ମୁଖ ନିସୃତ ଲୋକ କଥା ଯାହା ଋଢୀ, ପଦ, କବ୍ୟାଂଶ, ଲୋକ [[ଗୀତ]]ର ଅଂଶ ବିଶେଷ ଅଟେ ଏବଂ ଗଦ୍ୟ କିମ୍ବା ପଦ୍ୟ ଭାବେ ପ୍ରକାଶ ହୋଇଥାଏ ।
ଓଡ଼ିଆ ସମାଜିକ ଚାଲିଚଲଣିରେ ଆକ୍ଷେପ, ଉପଦେଶ, ମନ୍ତବ୍ୟ ପାଇଁ ମୁଖ ନିସୃତ ଲୋକ କଥା ଯାହା ଋଢୀ, ପଦ, କବ୍ୟାଂଶ, ଲୋକ [[ଗୀତ]]ର ଅଂଶ ବିଶେଷ ଅଟେ ଏବଂ ଗଦ୍ୟ କିମ୍ବା ପଦ୍ୟ ଭାବେ ପ୍ରକାଶ ହୋଇଥାଏ । ଲୋକକଥା, ଢଗ ଢମାଳି ତଥା ଋଢୀ ପ୍ରୟୋଗର ବ୍ୟାବହାରିକ, ସାମାଜିକ, ସାଂସ୍କୃତିକ ତଥା ଭାଷାଗତ ମୂଲ୍ୟ କିଛି କମ୍‌ ନୁହେଁ । ମାନବ ସମାଜରେ ଭାବର ଏହି ବ୍ୟଙ୍ଗାତ୍ମକ ପରିପ୍ରକାଶରେ ସାଂସ୍କୃତିକ, ପୌରାଣିକ ତଥା ସାମାଜିକ ପରମ୍ପରାର ଝଲକ ଦେଖିବାକୁ ମିଳେ । ଆମ ଦୈନନ୍ଦିନ ଜୀବନର ନିତିଦିନିଆ ଘଟଣାକୁ ଏକ ରଚନାତ୍ମକ ତଥା ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରକାଶ କରିବାର ଏହି ଅଭିନବ ଶୈଳୀ ଆମ ସାହିତ୍ୟକୁ ଋଦ୍ଧିମନ୍ତ କରିଛି । ଅନ୍ୟ ଭାଷା ଭଳି [[ଓଡ଼ିଆ]] ଭାଷାରେ ଢଗ ଢମାଳିର ସଂଖ୍ୟା କିଛି କମ୍‌ ନୁହେଁ । ତେବେ ବ୍ୟାବହାରିକ ତଥା ଶୈଳୀଗତ ଦୃଷ୍ଟିରୁ ଓଡ଼ିଆ ଢଗ ଢମାଳିଗୁଡିକୁ ନିମ୍ନମତେ ଭାଗ କରାଯାଇପାରେ:<ref name=indianfolklore>{{cite web|last=Pratap Kumar Dash|first=Dr.|title=Socio-cultural Praxis and Stylistics in Selected Odia Proverbs|url=http://www.indianfolklore.org/journals/index.php/Lok/article/download/1213/1410|accessdate=2 November 2015}}</ref>
କିଛି ଓଡ଼ିଆ ଢଗ ଢମାଳିର (ସେଗୁଡିକର ସଂକ୍ଷିପ୍ତ ଅର୍ଥ ସହ) ଏକ ଅସଂପୂର୍ଣ୍ଣ ତାଲିକା ହେବ ଏହିଭଳି ।<ref name=nuaodisha>{{cite web|title=ଓଡିଆ ଢଗ ଧମାଳି|url=http://www.nuaodisha.com/Odia-Dhaga-Dhamali-1.aspx|accessdate=2 November 2015}}</ref><ref name=odiaproverb>{{cite web|title=Common Odia Proverbs with their meaning|url=http://www.odiasantabanta.in/p/odia-dhaga-dhamali.html|accessdate=2 November 2015}}</ref><ref name=seshnag>{{cite web|title=Odia Proverb|url=http://www.filespump.net/15664630/Common-odia-proverbs-and-their-respective-english-meaning-pdf/|accessdate=2 November 2015}}</ref><ref name=indianfolklore>{{cite web|last=Pratap Kumar Dash|first=Dr.|title=Socio-cultural Praxis and Stylistics in Selected Odia Proverbs|url=http://www.indianfolklore.org/journals/index.php/Lok/article/download/1213/1410|accessdate=2 November 2015}}</ref>
=== ବ୍ୟାବହାରିକ ===
== ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ ==
* '''ଅତି ଗର୍ବେ ହତ ଲଙ୍କା''' -
* '''ଅତି ପରିଚୟେ ସମ୍ମାନ ହାନୀ''' -
* '''ଯା ପିଲାକୁ ସାପ କାମୁଡିଥାଏ ତା ମା ପାଳ ଦଉଡି ଦେଖିଲେ ଡରେ''' -
 
=== ପୌରାଣିକ ===
* '''ଅତି ଗର୍ବେ ହତ ଲଙ୍କା''' -
* '''କୋପେ ବର ନ ହେଲେ ତପେ ବର''' -
 
=== କିମ୍ବଦନ୍ତୀ ତଥା ଉପାଖ୍ୟାନ ===
* '''ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ''' -
 
=== ଲୋକକଥା ===
* '''ଓଧ ସଙ୍ଗେ ଭୁଆଁ ବିରାଡି ବାଇ''' -ଚତୁର ବ୍ୟକ୍ତି ସହ ବୋକା ଲୋକ ବନ୍ଧୁତାସ୍ଥାପନ କରି ବିପଦରେ ପଡିବା ।
 
କିଛି ଓଡ଼ିଆ ଢଗ ଢମାଳିର (ସେଗୁଡିକର ସଂକ୍ଷିପ୍ତ ଅର୍ଥ ସହ) ଏକ ଅସଂପୂର୍ଣ୍ଣ ତାଲିକା ହେବ ଏହିଭଳି ।<ref name=nuaodisha>{{cite web|title=ଓଡିଆ ଢଗ ଧମାଳି|url=http://www.nuaodisha.com/Odia-Dhaga-Dhamali-1.aspx|accessdate=2 November 2015}}</ref><ref name=odiaproverb>{{cite web|title=Common Odia Proverbs with their meaning|url=http://www.odiasantabanta.in/p/odia-dhaga-dhamali.html|accessdate=2 November 2015}}</ref><ref name=seshnag>{{cite web|title=Odia Proverb|url=http://www.filespump.net/15664630/Common-odia-proverbs-and-their-respective-english-meaning-pdf/|accessdate=2 November 2015}}</ref><ref name=indianfolklore>{{cite web|last=Pratap Kumar Dash|first=Dr.|title=Socio-cultural Praxis and Stylistics in Selected Odia Proverbs|url=http://www.indianfolklore.org/journals/index.php/Lok/article/download/1213/1410|accessdate=2 November 2015}}</ref>
* '''ଅତି ଭକ୍ତି ଚୋର ଲକ୍ଷଣ''' -
* '''ଅତିରୁ ଇତି''' -
Line ୩୦ ⟶ ୪୩:
* '''ଏ ଘର ମାଉସୀ ସେ ଘର ପୀଉସୀ''' -
* '''ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମ ହତ୍ୟା'''
* '''ଓଧ ସଙ୍ଗେ ଭୁଆଁ ବିରାଡି ବାଇ''' -ଚତୁର ବ୍ୟକ୍ତି ସହ ବୋକା ଲୋକ ବନ୍ଧୁତାସ୍ଥାପନ କରି ବିପଦରେ ପଡିବା ।
 
== କ, ଖ, ଗ, ଘ, ଙ ==
* '''କଟାଘା'ରେ ଚୁନ ଦେବା''' -
* '''କଥା ମାଜିଲେ ମୋଟ, ସୁତା ମାଜିଲେ ସରୁ''' -
Line ୩୯ ⟶ ୪୯:
* '''କହି ଦେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ''' -
* '''କହିଲେ କୁଳ କୁଟୁମ୍ବକୁ ଲାଜ, ନ କହିଲେ କୁଳ ଭାସିଯାଉଛି''' -
* '''କୋପେ ବର ନ ହେଲେ ତପେ ବର''' -
* '''କପାଳ ଲିଖନ କେ କରିବ ଆନ''' -
* '''କାଟି ନଜାଣି କଟୁରୀ ଦୋଷ''' -
Line ୫୭ ⟶ ୬୬:
* '''ଘୁଷୁରୀକୁ ପାଚିଲା କଦଳୀ ଗନ୍ଧାଏ''' -
* '''ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ''' - ପ୍ରକୃତି କେବେ ବଦଳେ ନାହିଁ
 
== ଚ, ଛ, ଜ, ଝ, ଞ ==
* '''ଚକେ ଗଲେ ବାରହାତ''' -
* '''ଚାଲୁଣୀ କହୁଚି ଛୁଞ୍ଚିକୁ''' -
Line ୬୭ ⟶ ୭୪:
* '''ଝିମିଟି ଖେଳରୁ ମହାଭାରତ''' -
* '''ଝିଣ୍ଟିକା ମାରି ବଣି ପୋଷିବା''' -
 
==ଟ, ଠ, ଡ, ଢ, ଣ ==
* '''ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ''' -
* '''ଢିଙ୍କି ସ୍ଵର୍ଗକୁ ଗଲେ ବି ଧାନ କୁଟେ''' -
 
== ତ, ଥ, ଦ, ଧ, ନ ==
* '''ତଳ ବରଡା ଖସୁଛି, ଉପର ବରଡା ହସିଛି, ମଝି ବରଡା ଥାଇ କହୁଛି, ତୋ ବେଳକାଳ ଆସୁଛି''' -
* '''ତିଳକୁ ତାଳ କରିବା''' -
Line ୮୬ ⟶ ୮୮:
* '''ନିଆଁ ନ ଥାଇ ଧୁଆଁ ନାହିଁ''' -
* '''ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ସାର''' -
 
== ପ, ଫ, ବ, ଭ, ମ ==
* '''ପୁଅ ଯେବେ ଯୋଗ୍ୟ ଧନ କାହିଁପାଇଁ ସଞ୍ଚୁ, ପୁଅ ଯେବେ ଅଯୋଗ୍ୟ ଧନ କାହିଁପାଇଁ ସଞ୍ଚୁ''' -
* '''ପାପଧନ ପ୍ରାୟଶ୍ଚିତରେ ଯାଏ''' -
୧୦୩ କ ଧାଡ଼ି:
* '''ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ''' -
* '''ମୌନଂ ସମ୍ମତି ଲକ୍ଷଣଂ''' -
 
== ଯ, ର, ଳ, ବ, ୟ ==
* '''ବିରିମାଡ ଦେଖି କୋଳଥ ଚେପା''' -
* '''ବେଶି ଲୋକରେ ମୁଷା ମରେ ନାହିଁ''' -
* '''ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି''' -
* '''ଯା ପିଲାକୁ ସାପ କାମୁଡିଥାଏ ତା ମା ପାଳ ଦଉଡି ଦେଖିଲେ ଡରେ''' -
 
== ହ, କ୍ଷ, ଶ, ଷ, ସ ==
* '''ହାତେ ମାପି ଚାଖଣ୍ଡେ ଚାଲ''' -
* '''ହାତୀ ମଲେ ଲକ୍ଷେ, ବଞ୍ଚିଲେ ଲକ୍ଷେ''' -
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି