"ଟକ୍‌ସୋପ୍ଲାଜମୋସିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୨ କ ଧାଡ଼ି:
 
<!-- ପ୍ରତିଷେଧ ଓ ଚିକିତ୍ସା -->
ଖାଦ୍ୟ ଉତ୍ତମରୂପେ ପ୍ରସ୍ତୁତ କଲେ ଏହି ରୋଗ ପ୍ରତିରୋଧ କରିହୁଏ ।<!-- <ref name=CDC2015Pre/> --> ଗର୍ଭବତୀ ମହିଳାଙ୍କୁ ବିଲେଇ ଛୁଆ ବାକ୍ସ ପରିସ୍କାର କରିବାକୁ ମନା କରାଯାଏ ।<ref name=CDC2015Pre>{{cite web|title=Parasites - Toxoplasmosis (Toxoplasma infection) Prevention & Control|url=http://www.cdc.gov/parasites/toxoplasmosis/prevent.html|accessdate=22 August 2015|date=January 10, 2013}}</ref> ଲକ୍ଷଣ ନ ଥିବା ଲୋକଙ୍କ ଚିକିତ୍ସା ଅନାବଶ୍ୟକ ।<!-- <ref name=CDC2014Tx/> --> ଗର୍ଭାବସ୍ଥାରେ ଚିକିତ୍ସା ନିମନ୍ତେ [[ସ୍ପାଇରାମାଇସିନ]] କିମ୍ବା [[ପାଇରିମେଥାମିନ]]/[[ସଲଫାଡାଏଜିନ]] ଓ [[ଫଲିନିକ ଏସିଡ]] ଦିଆଯାଇପାରେ ।<ref name=CDC2014Tx>{{cite web|title=Parasites - Toxoplasmosis (Toxoplasma infection) Resources for Health Professionals|url=http://www.cdc.gov/parasites/toxoplasmosis/health_professionals/index.html#tx|accessdate=22 August 2015|date=April 14, 2014}}</ref>
 
<!-- ରୋଗାନୁଶୀଳନ ଓ ଇତିହାସ -->