"ଟକ୍‌ସୋପ୍ଲାଜମୋସିସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୯ କ ଧାଡ଼ି:
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ପରଜୀବୀର [[ସିସ୍ଟ]] ମିଶ୍ରିତ ଦରସିଝା ଖାଦ୍ୟ ଖାଇଲେ, ସଂକ୍ରମିତ ବିଲେଇ ମଳ ଅପମିଶ୍ରିତ ଖାଦ୍ୟ ଖାଇଲେ ଓ ଗର୍ଭାବସ୍ଥାରେ ମାଆ ସଂକ୍ରମିତ ଥିଲେ ଶିଶୁକୁ ଏହି ରୋଗ ବ୍ୟାପେ । <!-- <ref name=CDC2015Epi/> --> କ୍ୱଚିତ ଏହି ରୋଗ [[ରକ୍ତ ସଞ୍ଚାରଣ]]ଦ୍ୱାରା ବ୍ୟାପିଥାଏ । <!-- <ref name=CDC2015Epi/> --> ଏହା ମାନବଠାରୁ ଅନ୍ୟ କୌଣସି ଉପାୟରେ ମାନବକୁ ବ୍ୟାପେନାହିଁ ।<ref name=CDC2015Epi/> ଏହି ପରଜୀବୀ [[ଫେଲିଡି|ବିଲେଇ ପରିବାର]]ର ଦେହରେ ଯୌନ ପ୍ରଜନନ କରି ବଂଶ ବଢ଼ାଏ ।<!-- <ref name=CDC2015Bio/> --> ମାନବ ସ‌ହିତ ଅଧିକାଂଶ ଉଷ୍ମ ରକ୍ତଧାରୀ ଯନ୍ତୁଙ୍କୁ ଏହା ସଂକ୍ରମିତ କରେ ।<ref name=CDC2015Bio>{{cite web|title=Parasites - Toxoplasmosis (Toxoplasma infection) Biology|url=http://www.cdc.gov/parasites/toxoplasmosis/biology.html|accessdate=22 August 2015|date=March 17, 2015}}</ref> ରକ୍ତରେ ଏହାର [[ଆଣ୍ଟିବଡି]] ମିଳିଲେ ଓ ଆମ୍‌ନିଓଟିକ୍ ତରଳ ପଦାର୍ଥରେ ପରଜୀବୀର [[ଡିଏନଏ]] ମିଳିଲେ ରୋଗ ନିର୍ଣ୍ଣୟ କରାଯାଏ । <ref>{{cite web|title=Parasites - Toxoplasmosis (Toxoplasma infection) Diagnosis|url=http://www.cdc.gov/parasites/toxoplasmosis/diagnosis.html|accessdate=22 August 2015|date=January 10, 2013}}</ref>
 
<!-- ପ୍ରତିଷେଧ ଓ ଚିକିତ୍ସା -->