"ଢଗ ଢମାଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୨୪ କ ଧାଡ଼ି:
* '''ଆଲୋ ସଖୀ ଆପଣା ମହତ ଆପେ ରଖି''' -
* '''ଆଲୋ ମୁତୁରୀ ଶୋଇବା, ତୁ ତୋ ମୁତୁରୀ ମୁ ତ ମୁତୁରୀ, ହେଁସ କାହିଁ ପାଇଁ ଧୋଇବା''' -
* '''ଉଷୁନା ଧାନ କି ଗଜା ହୋଇବ''' -
* '''ଏଇ କଥାକୁ ନାଆ ପେଲିଦେଲି କଲିକତାକୁ''' -
* '''ଏ ଘର ମାଉସୀ ସେ ଘର ପୀଉସୀ''' -
Line ୭୨ ⟶ ୭୩:
* '''ତଳ ବରଡା ଖସୁଛି, ଉପର ବରଡା ହସିଛି, ମଝି ବରଡା ଥାଇ କହୁଛି, ତୋ ବେଳକାଳ ଆସୁଛି''' -
* '''ତିଳକୁ ତାଳ କରିବା''' -
* '''ତିନି ତୁଣ୍ଡରେ ଛେଳି କୁକୁର''' -
* '''ତୁଳସୀ ଦୁଇ ପତ୍ରରୁ ବାସେ''' - ପିଲାଟି ଦିନରୁ ବ୍ୟକ୍ତିର ଭଲଗୁଣ ବାରି ହୋଇପଡେ ।
* '''ଦୀପ ତଳ ଅନ୍ଧାର''' -
Line ୯୫ ⟶ ୯୭:
* '''ଭୋକିଲା କୁକୁର କାମୁଡେ ନାହିଁ''' -
* '''ମହରଗରୁ ଯାଇ କାନ୍ତାରରେ ପଡିବା''' -
* '''ମାଙ୍କଡ ହାତରେ ଶାଳଗ୍ରାମ''' -
* '''ମୋତେ ଯେତେ ମାଠିବୁ ମାଠେ, ମୁଁ ସେଇ ଦରପୋଡା କାଠେ''' -
* '''ମୂଳରୁ ମାଇପ ନାହିଁ ପୁଅ ନାଁ ଗୋପାଳିଆ''' -
"https://or.wikipedia.org/wiki/ଢଗ_ଢମାଳି"ରୁ ଅଣାଯାଇଅଛି