"ଗଡ଼କାଳିକା ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୪ କ ଧାଡ଼ି:
}}
 
ମଧ୍ୟ ପ୍ରଦେଶରେ [[ଶିପ୍ରାନଦୀ]] ବା କ୍ଷିପ୍ରା ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ନଗରୀ ଅବନ୍ତିକା ବା ଏବର [[ଉଜ୍ଜୟିନୀ]] ର ପ୍ରାଚୀନତମ ଧର୍ମପୀଠଗୁଡ଼ିକ ମଧ୍ୟରେ '''ଗଡ଼କାଳିକା ମନ୍ଦିର''' ଅନ୍ୟତମ । ପ୍ରତି ବର୍ଷ ଉବୈର୍ଜନରେ 'କାଳିଦାସ ମହୋତ୍ସବ' ଅନୁଷ୍ଠିତ ହେବା ପୂର୍ବରୁ ଗଡ଼କାଳିକା ମନ୍ଦିରରେ ମାତାଙ୍କ ବିଶେଷ ପୂଜାପାଠ କରାଯାଏ । ଏହି ପ୍ରସିଦ୍ଧ ପୀଠରେ ମାତା ମହାକାଳୀଙ୍କ ସମେତ ମହାଲକ୍ଷ୍ମୀ ଓ ମାଆ ସରସ୍ଵତୀ ପୂଜା ପାଉଛନ୍ତି ।<ref name=sambadepaper>{{cite news|title=Gadakalika Temple|url=http://sambadepaper.com/Details.aspx?id=205890&boxid=2285256|accessdate=4 November 2015|date=4 November 2015}}</ref>
== କିମ୍ବଦନ୍ତୀ ==
କିମ୍ବଦନ୍ତୀ ଅନୁଯାୟୀ କାଳଜୟୀ କବି କାଳିଦାସ ଏହି ମନ୍ଦିରରେ ପ୍ରାର୍ଥନା କରି, ମାତାଙ୍କ ଆଶୀର୍ବାଦରୁ ମହାକବି ହୋଇପାରିଥିଲେ ।
୪୧ କ ଧାଡ଼ି:
ଏହି ମନ୍ଦିର ପ୍ରକୃତରେ କେତେ ପ୍ରାଚୀନ ଅଜଣା । ମାତାଙ୍କ ପ୍ରତିମା ପୁରାଣ ବର୍ଣ୍ଣିତ ସତ୍ୟ ଯୁଗର ଏବଂ ମନ୍ଦିର ମହାଭାରତ ଯୁଦ୍ଧ କାଳୀନ ବୋଲି ଧାର୍ମିକମାନେ ବିଶ୍ଵାସ କରନ୍ତି । ସପ୍ତମ ଶତାବ୍ଦୀରେ ସମ୍ରାଟ୍ ହର୍ଷବର୍ଦ୍ଧନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରର ପୁନଃ ଉଦ୍ଧାର କରାଇଥିଲେ ।<ref name=ujjainkumbh>{{cite web|title=Garh Kalika|url=http://www.ujjainkumbh.com/garhkalika.html|accessdate=4 November 2015}}</ref><ref name=myujjain>{{cite web|title=Ujjain Darshan|url=http://myujjain.com/gadkalika_mata.aspx|accessdate=4 November 2015}}</ref> ଏବକାର ମନ୍ଦିର ଗୋଆଲିୟରର ଶାସକମାନଙ୍କ ଦ୍ଵାରା ପୁନନିର୍ମିତ ।
== ପୂଜା ଓ ପର୍ବପର୍ବାଣୀ ==
ଏହି ପ୍ରସିଦ୍ଧ ପୀଠରେ ମାତା ମହାକାଳୀଙ୍କ ସମେତ ମହାଲକ୍ଷ୍ମୀ ଓ ମାଆ ସରସ୍ଵତୀ ପୂଜା ପାଉଛନ୍ତି ।
 
== ଆଧାର ==
{{ଆଧାର}}